fbpx
Browsing Category

ରାଜନୀତି

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ଆମେରିକା ନାଗରିକ, କହିଲେ କାରଣ

ଭୋପାଳ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ମଧ୍ୟ ପ୍ରଦେଶ ଦେଇ ଗତି କରୁଛି। ରାଜ୍ୟରେ ଯାତ୍ରାକୁ ଆଜି ତୃତୀୟ ଦିନ। ଭାରତ ଯୋଡୋ ଯାତ୍ରାରେ ଲଗାତାର ଅନେକ କଳାକାର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ୍…

ଇତିହାସକୁ ବିକୃତ କରି ଲେଖା ହୋଇଛି, ଠିକ୍ କରିବାକୁ କେହି ଅଟକାଇବେ ନାହିଁ: ଅମିତ୍ ଶାହ

ନୂଆଦିଲ୍ଲୀ: ଭାରତର ଇତିହାସ ବିକୃତ କରି ଲେଖାହୋଇଛି। ଶୁକ୍ରବାର ଦିଲ୍ଲୀରେ ଆସାମ ସରକାରଙ୍କ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ପୁଣି ଥରେ ଇତିହାସକୁ…

ଭୋଟ ଦରକାର ତ ଦାବି ପୂରଣ କର ; ରାଜନେତାଙ୍କୁ ଗାଁ ରେ ପ୍ରବେଶ ମନା

ନିର୍ବାଚନୀ ପ୍ରଚାର ପାଇଁ ଦୁଲୁକୁଛି ସାରା ଗୁଜରାଟ । ଭୋଟ ପାଇଁ ରାଲି ଠାରୁ ଆରମ୍ଭ କରି ରୋଡ ସୋ କରି ନେତା ମାନେ ଲୋକମାନଙ୍କୁ ବହୁ ପ୍ରକାରର ପ୍ରଲୋଭନ ଦେଖାଉଛନ୍ତି । ଗୁଜରାଟ ବିଧାନସଭାର ପ୍ରଥମ ଚରଣ ନିର୍ବାଚନ ପାଇଁ…

ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକ ସାମିଲ୍, ଏତିକି ରହିଛି ୟୁକେ ପ୍ରଧାନମନ୍ତ୍ରୀଙ୍କ ସଂପତ୍ତି

ନୂଆଦିଲ୍ଲୀ: ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି। ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ…

ଜେଲ୍‌ରେ ଭୋଜନକୁ ନେଇ ସତ୍ୟେନ୍ଦ୍ର ଜୈନଙ୍କ ଅଭିଯୋଗ, ଆଜି ନିଷ୍ପତ୍ତି ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦୀ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଭୋଜନକୁ ନେଇ ଦିଲ୍ଲୀର ଏକ ଅଦାତଲ ଆଜି ନିଜର ନିଷ୍ପତ୍ତି ଶୁଣାଇବେ। ସତ୍ୟେନ୍ଦ୍ର ଜୈନ ଅଦାଲତରେ ଅପିଲ୍ କରିଛନ୍ତି…

‘ସଚିନ୍ ପାଇଲଟ୍ ଜଣେ ‘ଗଦ୍ଦାର’, ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’- ଅଶୋକ ଗେହଲଟ୍

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ଥରେ ସାମ୍ନାକୁ ଆସିଛି। ଏଥର କିନ୍ତୁ ଅଶୋକ ଗେହଲୋଟ୍ ନିଜର କ୍ରୋଧ ହରାଇଛନ୍ତି। ଦଳର…

ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି

ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ  ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ…

ବିଧାନସଭା ଶୀତ ଅଧିବେସନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କୋଭିଡର ଭୟାବହତା କମିଥିବାରୁ ଚଳିତ ବର୍ଷ ବିନା କଟକଣାରେ ଚାଲିବ…

ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ, କିନ୍ତୁ ସେ ନୁହନ୍ତି; ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ନୂଆଦିଲ୍ଲୀ: ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ ବ୍ୟକ୍ତି। କିନ୍ତୁ ବାସ୍ତବରେ ସେ ଜଣେ କେରଳର କୋଟ୍ଟାୟମ ବାସିନ୍ଦା। ଆଉ  ସେ ହେଉଛନ୍ତି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ସି ଭି ଆନନ୍ଦ ବୋଷ।ସେ ଜଣେ କେରଳି…

‘କ’ଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ EC ?  ସରକାର କୁହନ୍ତୁ କେମିତି ଦିଆଯାଉଛି ନିଯୁକ୍ତି’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସୁଧାରକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ରୋଚକ ବିତର୍କ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର କରାଯିବା ଦାବି ସଂପର୍କିତ ଯାଚିକା ଉପରେ ବୁଧବାର ଉଚ୍ଚତମ…