Browsing Category
ରାଜନୀତି
ରାଜ୍ୟସଭା ନିର୍ବାଚନ ପାଇଁ ଗୁଜୁରାଟରୁ ପ୍ରାର୍ଥୀ ହେଲେ ବିଜେପି ଦଳର ମୁଖ୍ୟ ଜେ.ପି ନଡ୍ଡା
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଗୁଜୁରାଟରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ଦଳର ମୁଖ୍ୟ ଜେ.ପି ନଡ୍ଡା। ବୁଧବାର ଅର୍ଥାତ ଆଜି ଏନେଇ ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଛି।
ସୂଚନା…
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ବଡ଼ ପୁରସ୍କାର: ଦଳରେ ମିଶିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ଦେଲା ରାଜ୍ୟସଭା ଟିକେଟ୍
ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଶୋକ ପଦ୍ମ ଧରିଥିଲେ । ତେବେ ଗତ ୧୩ ତାରିଖରେ ପଦ୍ମ ଦଳରେ…
ରାଜ୍ୟସଭାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ ଥିବାବେଳେ ହିମାଚଳ ପ୍ରଦେଶରେ ଅଭିଷେକ ମନୁ ସିଙ୍ଘବୀଙ୍କୁ ଟିକେଟ ଦିଆଯାଇଛି । ଏଥିସହ ବିହାରରୁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ବିଜେପି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…
ରାଜ୍ୟସଭା ନିର୍ବାଚନ: ଓଡ଼ିଶା ଓ ମଧ୍ୟପ୍ରଦେଶ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେନେଇ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।…
ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ: ବିଜେପିର ବଡ଼ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ଥର ମଧ୍ୟ ଅଶ୍ୱିନୀଙ୍କୁ ବିଜେପି…
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଲେ: ଦୁଇଦିନ ତଳେ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ସେନେଇ ଏବେଠାରୁ ରାଜ୍ୟ ରାଜନୀତି ସରଗରମ୍ ହେବାରେ ଲାଗିଛି । ଏବେଠାରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।…
ଶହବାଜ ଶରିଫ୍ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ! ସମର୍ଥନ କରିବ ବିଲାୱଲଙ୍କ ଦଳ
ଇସଲାମାବାଦ: କିଏ ହେବ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ? କିଛି ଦିନ ହେବ ଏହାକୁ ନେଇ ବେଶ କଳ୍ପନାଜଳ୍ପନା ଲାଗି ରହିଥିଲା । ବର୍ତ୍ତମାନ ପାକିସ୍ତାନ ମୁସଲିମ ଲିଗ୍ ନୱାଜ(PML-N)ର ଅଧ୍ୟକ୍ଷ ଶହବାଜ ଶରିଫଙ୍କୁ ନେଇ…
ନନ୍ଦ କିଶୋର ଯାଦବ ହେବେ ବିହାରର ପରବର୍ତ୍ତୀ ବାଚସ୍ପତି: ଦାଖଲ କଲେ ନାମାଙ୍କନ ପତ୍ର
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ୭ ଥରର ବିଧାୟକ ନନ୍ଦ କିଶୋର ଯାଦବ ହେବେ ବିହାରର ପରବର୍ତ୍ତୀ ବାଚସ୍ପତି । ଏହା ପୂର୍ବରୁ ଆରଜେଡି ନେତା ଆୱଧ ବିହାରୀ ଚୌଧରୀ ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଥିଲା…
ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ ଏହା ସମ୍ପର୍କର ଶକ୍ତିକୁ ଦର୍ଶାଉଛି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇରେ ପହଞ୍ଚିଛନ୍ତି। ଆବୁଧାବିରେ ସେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ୟୁପିଆଇ ରୂପେ କାର୍ଡ…