Browsing Category
ରାଜନୀତି
ବିଜେପି ରାଜ୍ୟ ସଭାପତିଙ୍କ ସୂଚନା: ଫେବୃଆରୀରେ ଓଡ଼ିଶା ଆସିବେ ମୋଦୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତରରେ ରାଜନୈତିକ ଦଳମାନେ…
ଲାଲୁଙ୍କ ଝିଅଙ୍କ ଟୁଇଟ୍ ଉପରେ JDU ନେତା କହିଲେ- ବଡ଼ଙ୍କ କଥାରେ ପିଲା କଥା ହେବା ଉଚିତ ନୁହେଁ
ନୂଆଦିଲ୍ଲୀ: ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ୍ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ସେ ପିଲାମାନଙ୍କ କଥା ଉପରେ କୌଣସି ମନ୍ତବ୍ୟ ଦିଅନ୍ତି…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ; ବିହାରରେ ପୁଣି ବାଜି ମାରିବ କି BJP
ପାଟନା: ଖୁବଶୀଘ୍ର ବିହାର ରାଜନୀତିରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିଧାୟକଙ୍କୁ ପାଟନା ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୀତୀଶ କୁମାର ଯେକୌଣସି ସମୟରେ…
ମୋଦୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ; ‘ସଙ୍କଟ ଆସିଲେ ବାହାନା କରି ଚୀନ-ପାକିସ୍ତାନ ଓ ଭଗବାନଙ୍କ ନାଁ ନିଅନ୍ତି’
ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ଗୁରୁବାର ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖଡଗେ କହିଛନ୍ତି, ଆସନ୍ତାକାଲି ଯଦି…
ଏହା ହେଉଛି ପ୍ରକୃତ ଧର୍ମନିରପେକ୍ଷତା-ସାମାଜିକ ନ୍ୟାୟ; ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯ ହଜାର କୋଟି ରୁ ଅଧିକ ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳ, ସଡ଼କ,…
ଫେବୃଆରୀ ୩ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୌଣସି କାରଣ ବଶତଃ ଏହି…
ହିମନ୍ତ ବିଶ୍ୱ ଶର୍ମା କାହିଁକି କହିଲେ- ଲୋକସଭା ନିର୍ବାଚନରେ ଆମକୁ ରାହୁଲ ଗାନ୍ଧିଙ୍କ ଆବଶ୍ୟକତା ରହିଛି
ନୂଆଦିଲ୍ଲୀ: ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ। ଅତୀତରେ ଶର୍ମା ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ବୟାନବାଜି ହୋଇଥିଲା। ଆସାମ…
ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀ; “ଅନ୍ୟାୟ ବିରୋଧରେ ଏକାଠି ଲଢ଼ିବ ଇଣ୍ଡିଆ ମେଣ୍ଟ”
କଲିକତା: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଆସାମ ପରେ ଏବେ ପଶ୍ଚିମବଙ୍ଗରେ ଚାଲିଛି। ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ବିହାର ଜିଲ୍ଲାରେ ଚାଲିଛି। ଏହି ଅବସରରେ ରାହୁଲ ଗାନ୍ଧି…
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁଣି ବିଜେପିକୁ ଫେରିବେ: ଗତବର୍ଷ ଟିକେଟ୍ ନ ମିଳିବାରୁ ପଦ୍ମ ଛାଡ଼ି ହାତ ଧରିଥିଲେ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ୨୦୨୪କୁ ଆଉ ମାତ୍ର କିଛି ମାସ ବାକି ଅଛି । ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ନେତାମାନଙ୍କର ଘର ବାହୁଡ଼ା, ଦଳ ଅଦଳବଦଳ ଋତୁ ଆରମ୍ଭ…
ପଶ୍ଚିମବଙ୍ଗ ପରେ ପଞ୍ଜାବରେ ମନା କଲା ଆପ୍ ପାର୍ଟି: କଂଗ୍ରେସ ସହ ମିଶି ଲଢ଼ିବୁନି ନିର୍ବାଚନ
ନୂଆଦିଲ୍ଲୀ: ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ। ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧିଛନ୍ତି। ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ ନ୍ୟାଶନାଲ…