Browsing Category
ରାଜନୀତି
ପରାଜୟ ପରେ କାରଣ ତର୍ଜମା କରି ଏହି ନେତାଙ୍କ ବିରୁଦ୍ଧରେ ଆକ୍ସନ ନେଲା କଂଗ୍ରେସ
ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ବିଧାନସଭା ହୋଇଥିବା ବେଳେ ସେଥିମଧ୍ୟରୁ ବିଜେପି ୩ଟି, କଂଗ୍ରେସ ଗୋଟିଏ ଓ ଆଞ୍ଚଳିକ ଦଳର ଗୋଟିଏ ରାଜ୍ୟରେ ସରକାର ଗଠନ କରିଛି। କିନ୍ତୁ ବଡ଼ କଥା ଏହା ଯେ ଦୁଇଟି ରାଜ୍ୟରେ କଂଗ୍ରେସ…
କଂଗ୍ରେସ ସଜାଡ଼ିବ ନିଜର ଆର୍ଥିକ ସ୍ଥିତି: ‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ମଗାଯିବ ଚାନ୍ଦା!
ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମକ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଘୋଷଣା କରିଛି କଂଗ୍ରେସ ଦଳ । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଶନିବାର…
ସଂସଦର ସୁରକ୍ଷା ତ୍ରୁଟି; ବେକାରି ଓ ଦରଦାମ ବୃଦ୍ଧି କାରଣ ବୋଲି କହିଲେ ରାହୁଲ
ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି, ସେ କହିଛନ୍ତି ଯେ ଏହା ପଛର କାରଣ ହେଉଛି ବେକାରି ଓ ଦରଦାମ ବୃଦ୍ଧି। ସୁରକ୍ଷାରେ…
୨୦୨୪ରେ ହେବ କି ଅପରାଜିତା-ଶ୍ରୀମୟୀ ଲଢ଼େଇ? ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଯଦି ସବୁକିଛି ଠିକଠାକ୍ ରୁହେ, ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ…
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ…
୨୦୨୪ ସାଧାରଣ ନିର୍ବାଚନରେ ଲଢିବେନି ଭି.କେ ପାଣ୍ଡିଆନ୍: ଦେବୀ ମିଶ୍ର
ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ନେଇ ଏକ ବଡ଼ ଖବର ଦେଇଛନ୍ତି ବିଜଡି ନେତା ଦେବୀ ପ୍ରସାଦ ମିଶ୍ର । ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆସନ୍ତା ନିର୍ବାଚନରେ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ…
ମହୁଆ ମୈତ୍ର ମାମଲା; ଜାନୁଆରୀ ୩ରେ ହେବ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରୀମକୋର୍ଟଙ୍କ ଶୁଣାଣୀ ୩ ଜାନୁଆରୀ, ୨୦୧୪କୁ…
ଆଜି ଭଜନ ଲାଲ ଶର୍ମାଙ୍କ ଶପଥ ଗ୍ରହଣ ସମାରୋହ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ହେବେ ସାମିଲ
ଜୟପୁର: ଆଜି ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଜନ ଲାଲ ଶର୍ମା । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦିୟା କୁମାରୀ ଏବଂ ପ୍ରେମଚନ୍ଦ ବୈରୱାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ…
ବିଲାୱାଲ ଭୁଟ୍ଟୋ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ! ପିପିପି ମଧ୍ୟ ଜାରଦାରୀଙ୍କୁ ନେଇ କଲା ଏହି ବଡ ଘୋଷଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏବଂ ରାଷ୍ଟ୍ରପତି ପଦ ପାଇଁ ଜରଦାରୀଙ୍କୁ ପାକିସ୍ତାନ ପିପୁଲ୍ସ ପାର୍ଟି ଘୋଷଣା କରିଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)…
ସାଂସଦମାନଙ୍କୁ ସସପେଣ୍ଡ କରିବା ନେଇ ବର୍ଷିଲା କଂଗ୍ରେସ, ମଲ୍ଲିକାର୍ଜୁନ ଖଡ଼ଗେ କହିଲେ-ଏହା ଗଣତନ୍ତ୍ରର ନିଲମ୍ବନ
ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର ଦିନ ଉଭୟ ସଂସଦରୁ ୧୪ ଜଣ ବିରୋଧୀ ସଦସ୍ୟଙ୍କ ନିଲମ୍ବନକୁ 'ଗଣତନ୍ତ୍ରର ନିଲମ୍ବନ' ବୋଲି କହିଛି ଏବଂ ସଂସଦର ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏହା…