Browsing Category

ରାଜନୀତି

INDIA ମହାମେଣ୍ଟ ଖସୁଛି ନା ବଢ଼ୁଛି: ୧୦ଟି ପ୍ରମାଣ କହୁଛି ସବୁକିଛି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ମହାଲଢ଼େଇ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ଶିବିର ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ତା’ର ରଣନୀତି…

ବିଜେପି ଉପସଭାପତିଙ୍କୁ ଦଳରୁ ବହିଷ୍କାର: ପୁଅ ପାଇଁ ପଦ ହରାଇଲେ ବାପା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ନିର୍ବାଚନୀ ବାତାବରଣ ଉଷ୍ଣ ହେବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳମାନେ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ…

NCPର ପ୍ରକୃତ ବସ୍ କିଏ? ଶରଦଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ ଆୟୋଗ, କ’ଣ ରହିଛି ନିୟମ, ଆଗକୁ କ’ଣ ଘଟିବ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଦଳର ଅଧ୍ୟକ୍ଷ ପଦକୁ ନେଇ ବିବାଦ ଜାରି ରହିଛି । ଦଳରୁ ବାହାରିଯାଇ ମହାରାଷ୍ଟ୍ରର…

କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ୩ ଜଣ ବଡ଼ ନେତାଙ୍କୁ ବଡ଼ ରାଜ୍ୟ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ…

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ସଂଗଠନକୁ ସଜାଡ଼ିବା ସହିତ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏହା ମଧ୍ୟରେ ଦଳ…

ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ଉପରେ ରାହୁଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ନାମ ପରିବର୍ତ୍ତନ ନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନେହେରୁଙ୍କ ପରିଚୟ…

INDIA ମେଣ୍ଟରେ ଫାଟ, ଦିଲ୍ଲୀ ଲୋକସଭା ଆସନକୁ ନେଇ ଆପ୍ ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ସରକାରକୁ କ୍ଷମତାଠାରୁ ଦୁରରେ ରଖିବା ପାଇଁ ବିରୋଧିମାନେ ଏକାଠି ହୋଇ ଲଢିବାକୁ ଚେଷ୍ଟା କରୁଥିବା ବେଳେ ଇଣ୍ଡିଆ ଗଠବନ୍ଧନକୁ ଲାଗିପାରେ ବଡ଼ ଝଟକା। ବୁଧବାର ଆମ୍ ଆଦମୀ ପାର୍ଟି(ଆପ୍‌)…

BJP ନିର୍ବାଚନ ସମିତି ବୈଠକ: ମଧ୍ୟପ୍ରଦେଶ, ଛତିଶଗଡ଼ ଉପରେ ଗୁରୁତ୍ୱ, ବିଧାନସଭା ସିଟକୁ ୪ଟି ବର୍ଗରେ ବଣ୍ଟାଗଲା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ବିଜେପି ନିର୍ବାଚନ ସମିତି ବୈଠକ (ସିଇସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ,…

ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ; ଶରତ ପଟ୍ଟନାୟକ

ଭୁବନେଶ୍ୱର; କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି । କିଛି ଦିନ ହେବ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ଓଡିଶା କଂଗ୍ରେସ ପୁଣି ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବାହାରିଛି । ୯ ଦଫା…

ନେହେରୁ ମେମୋରିଆଲ ନାମ ବଦଳିବା ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ପରିସ୍ଥିତି ଆସି ଏଠି ପହଁଚିଲାଣି

ନୂଆଦିଲ୍ଲୀ: ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଏବଂ ତିରୂବନ୍ତପୁରମରୁ ସାଂସଦ ଶଶୀ ଥରୁର କହିଛନ୍ତି ଯେ,…