Browsing Category

ରାଜନୀତି

BJPର ପରବର୍ତ୍ତୀ ଟାର୍ଗେଟ୍ ଓଡ଼ିଶା: ଆସୁଛନ୍ତି ମୋଦୀ-ଶାହ-ନଡ୍ଡା, ପ୍ରସ୍ତୁତ ହେବ ୟୁନିକ୍ ପ୍ଲାନ୍, BJD ସହ ହେବ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ନିଜର ଶକ୍ତି ପରୀକ୍ଷା କରିବ । ତେବେ ଏହା…

ନାଗାଲାଣ୍ଡ, ତ୍ରିପୁରାରେ ବିଜେପିର ଘର ବାହୁଡ଼ା, ମେଘାଳୟରେ ଏନ୍‌ପିପି ସହିତ ମେଣ୍ଟ ସରକାର

ନୂଆଦିଲ୍ଲୀ: ଉତ୍ତର-ପୁର୍ବ ତିନି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃଆରୀରେ ହୋଇଥିବା ନିବାଚନର ଫଳାଫଳ ଆଜି ଆସିଛି। ଏଥିରେ ତିନି ରାଜ୍ୟରେ ବିଜେପି ସରକାରରେ ରହିବା ଏକ ପ୍ରକାର ନିଶ୍ଚିତ ହଇିଛି।…

“ମୋଦି ତେରା କମଲ ଖିଲେଗା’ ; ଯେଉଁଠି ଭବିଷ୍ୟବାଣୀ ସେଠି ଏବେ ସ୍ଥିତି କ’ଣ ? ଆସନ୍ତୁ ନଜର ପକାଇବା..

ନୂଆଦିଲ୍ଲୀ : ଫେବୃଆରୀ ୨୪ ରେ ମେଘାଳୟର ରାଜଧାନୀ ଶିଲୋଙ୍ଗରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡା ଜବାବ ଦେଇ କହିଥିଲେ ଯେ ସେମାନେ 'ମୋଦୀ ତେରୀ କାବର ଖୁଦେଗି'…

ରାଜ୍ୟର ପ୍ରଥମ ମହିଳା ବିଧାୟକ ପାଇଲା ନାଗାଲାଣ୍ଡ: ୬୦ ବର୍ଷର ଅପେକ୍ଷାର ଅନ୍ତ କଲେ ହେକାନୀ ଜଖାଲୁ

ନାଗାଲାଣ୍ଡ: ନାଗାଲାଣ୍ଡରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥାଏ । ଏହାପରେ ମଧ୍ୟ ନାଗାଲାଣ୍ଡ ଆଜି ପର୍ଯ୍ୟନ୍ତ ଜଣେ ମହିଳା ବିଧାୟିକା ପାଇ ପାରିନଥିଲା । ତେବେ ଚଳିତବର୍ଷ ଉପନିର୍ବାଚନରେ…

ବିଜେଡ଼ି ବାଣ୍ଟିଲା ପଦବୀ:ଗଜପତି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ..

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ବିଜେଡି ପ୍ରଦୀପ କୁମାର ନାୟକ ଏବଂ ବସନ୍ତ କୁମାର ଦାସ ଙ୍କୁ ଗଜପତି ଜିଲ୍ଲାର ରାଜ୍ୟ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଦଳର ରାଜ୍ୟ ସମ୍ପାଦକ ପଦ ଦେଇଛନ୍ତି ବିଜେଡ଼ି…

ତ୍ରିପୁରାରେ ଆଗେଇ ଚାଲିଛି ବିଜେପି, ଜାଣନ୍ତୁ କଂଗ୍ରେସ କେତେ ସିଟ୍ ପାଇଲାଣି

ତ୍ରିପୁରା: ତ୍ରିପୁରାରେ ୬୦ ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୧୬ ତାରିଖରେ ଭୋଟ ହୋଇଥିଲା, ତେବେ ଆଜି ସକାଳ ୮ରୁ ଭୋଟ ଗଣନା ଆରମ୍ଭ ହୋଇସାରିଛି । ରାଜ୍ୟରେ ଘନିଷ୍ଠ ସଂଘର୍ଷ ଚାଲିଛି। ପ୍ରାରମ୍ଭିକ ଧାରାରେ ସ୍ଥିର…

ମୋଦୀ ନା ରାହୁଲ? ୨୦୨୪ ସାଧାରଣ ନିର୍ବାଚନରେ କିଏ ଜନତାଙ୍କ ପ୍ରିୟ ନେତା ଜାଣନ୍ତୁ; ଜନତାଙ୍କ ମୁଡ଼

ନୂଆଦିଲ୍ଲୀ: ଦେଶର ତିନୋଟି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଫଳାଫଳର ଧାରା ଆସିବା ଆରମ୍ଭ ହେଇଛି । ଏହା ପରେ ଦେଶର ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିମଧ୍ୟରେ…

ନାଗାଲାଣ୍ଡ ବାଛିବ ନୂଆ ସରକାର: BJP-NDPP ମେଣ୍ଟ ଆଗକୁ ମାଡ଼ି ଚାଲିଛି

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି । ରାଜ୍ୟ ବିଧାନସଭାର ମୋଟ ୬୦ଟି ସିଟ୍ ପାଇଁ ଗତ ମାସ ୨୭ ତାରିଖରେ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଏଥର ନିର୍ବାଚନରେ ବିଜେପି- ନ୍ୟାସନାଲ…

ଟିକଟୋକ ଉପରେ ରୋକ ଲଗାଇବେ ଆମେରିକା ରାଷ୍ଟ୍ରପତି, ବିଲକୁ ମଞ୍ଜୁରୀ ଦେଲା ହାଉସ ପ୍ୟାନେଲ!

ନ୍ୟୁୟର୍କ: ଆମେରିକାର ଗୃହ ବୈଦେଶିକ ବ୍ୟାପାର କମିଟି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ ମାଲିକାନା ଟିକଟୋକ୍ ଉପରେ ପ୍ରତିବନ୍ଧ ଲଗାଇବାକୁ କ୍ଷମତା ପ୍ରଦାନ କରିଛନ୍ତି । ଏହା ଯେକୌଣସି ସୋସିଆଲ ମିଡିଆ ଆପ୍…

Assembly Election Result:ତ୍ରିପୁରା-ମେଘାଳୟ-ନାଗାଲାଣ୍ଡରେ କିଏ ଗଢ଼ିବ ସରକାର? ସମସ୍ତ ତିନୋଟି ରାଜ୍ୟରେ ଭୋଟ୍ ଗଣନା ଆରମ୍ଭ

ନୂଆଦିଲ୍ଲୀ:ଆଜି ଆସିବ ତିନି ବିଧାନ ସଭା ନିର୍ବାଚନର ଫଳ। କଡ଼ା ସୁରକ୍ଷା ମଧ୍ୟରେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ଭୋଟ୍ ଗଣତି ଆଜି ଆରମ୍ଭ ହୋଇଛି। ସମସ୍ତ ତିନୋଟି ରାଜ୍ୟରେ ୬୦ ଜଣ…