Browsing Category
ରାଜନୀତି
ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ: ବିଜେପି
ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାରେ ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କର ଲାଇସେନ୍ସ ସଚଳ କରିବା ନିମନ୍ତେ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବା ଲାଗି ଆଜି ବିଜେପିର ୫ ଜଣ ସାଂସଦ…
ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ ପୂରା? ମୁକ୍ତିଙ୍କ ପ୍ରୟାସରେ କାର୍ଯ୍ୟକ୍ଷମ ହେବକି କି ସ୍ମାର୍ଟ ସିଟିର ଏହି ଅଧାଗଡା କାର୍ଯ୍ୟ
ଭୁବନେଶ୍ୱର :କୁହାଯାଏ ଗୋଟେ ଦେଶର,ହେଉ ଅବା ଗୋଟେ ରାଜ୍ୟର,ଗୋଟେ ଜିଲ୍ଲାର ହେଉ ଅବା ଗୋଟେ ପଲ୍ଲୀ ଏହାକୁ ପ୍ରଗତି ପଥରେ ବଢ଼ିବାରେ ମୁଖ୍ୟ ଭୂମିକା ଲିଭେଇ ଥାଏ ଜଣେ ଯୁବ। ଜଣେ ଯୁବ ବିଭିନ୍ନ ସମସ୍ୟା କୁ ଭିନ୍ନ ନଜରରେ…
କଂଗ୍ରେସ ଭାରତ ଯୋଡ ଯାତ୍ରାର ୯୭ଦିନ: ଯୋଗଦେଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ
ଜୟପୁର: ଆଜି କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ଦିନ । ଆଜି ସକାଳୁ ରାଜସ୍ଥାନର ମାଧେପୁର ଠାରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଶହ ଶହ ଲୋକଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସବୁଠାରୁ ବଡ କଥା ହେଉଛି…
୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ନୀତିଶ କୁମାର ବଡ ଦାବିଦାର ! କଣ ସମର୍ଥନ ଦେବ ସବୁ ଦଳ
ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଲଢାଯିବ। ମଙ୍ଗଳବାର ଏମିତି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ…
ADR Report:୨୪ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା, ୯୪ ପ୍ରତିଶତ ମନ୍ତ୍ରୀଙ୍କ ପାଖରେ ଅଛି କୋଟି କୋଟି ସମ୍ପତି
ନୂଆଦିଲ୍ଲୀ :ନବ ଗଠିତ ଗୁଜରାଟ ବିଧାନସଭାରେ ପ୍ରାୟ ୨୪ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି । ମନ୍ତ୍ରୀଙ୍କ ଆର୍ଥିକ ପୃଷ୍ଠଭୂମି ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ,…
ଭାରତ ଯୋଡୋ ଯାତ୍ରାରେ ତମ୍ବୁ ଜାଳିବାକୁ ଉଦ୍ୟମ: ଚାରିଜଣ ଅଭିଯୁକ୍ତକାରୀ ଗିରଫ
ନୂଆଦିଲ୍ଲୀ :ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରର ଏକ ତମ୍ବୁରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ସାୱାଇମାଧୋପୁରର ବାମନୱାସରେ କିଛି ଅଜ୍ଞାତ ବ୍ୟକ୍ତି ନିଆଁ ଲଗାଇବାକୁ ପ୍ରସ୍ତୁତ…
ଏବେ ୨୧ ବର୍ଷରେ ଲଢ଼ିପାରିବେ ବିଧାନସଭା ଓ ଲୋକସଭା ନିର୍ବାଚନ: ବିରୋଧୀ ମଧ୍ୟ ରାଜି, ଜାଣନ୍ତି କ’ଣ ରହିଛି ଯୋଜନା
ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ବି) ଅନୁଯାୟୀ ଲୋକସଭା ନିର୍ବାଚନରେ…
ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ
ମଧ୍ୟପ୍ରଦେଶ: କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାଜା ପାଟେରିୟାଙ୍କୁ ମଧ୍ୟପ୍ରଦେଶ ଦମୋହର ହଟ୍ଟାରେ…
ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା
ଭୁବନେଶ୍ୱର: ଆର ପାରିରେ ରାଜନେତା ମୋହନ ଜେନା । ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।…
ତୃତୀୟ ସନ୍ତାନର ବାପା ହେଲେ ବିଜେପି ନେତା ମନୋଜ ତିୱାରୀ;ସୋସିଆଲ ମିଡିଆରେ ଦେଲେ ସୂଚନା
ମୁମ୍ବାଇ :ଭୋଜପୁରୀ ତାରକା ଗାୟକ, ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ ତାଙ୍କ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସୁରବୀ ତିୱାରୀଙ୍କ ସହ ଏକ…