fbpx
Browsing Category

ରାଜନୀତି

ସଂସଦ ଟିଭିରୁ ଇସ୍ତଫା ଦେଲେ ମହିଳା ସାଂସଦ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସଂସଦ ଟିଭିରେ ଆଙ୍କର ଭାବରେ କାମ କରୁଥିବା ମହିଳା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତାମ ଶୀତକାଳୀନ ଅଧିବେଶନରୁ ପ୍ରିୟଙ୍କାଙ୍କୁ ସସପେଣ୍ଡ କରାଯାଇଥିବାରୁ ଏହାର…

ନିର୍ବାଚନ ଜିତିଲେ ମହିଳାଙ୍କୁ ମାସିକ ୨୫୦୦: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଖନ୍ତୁ VIDEO

ନୂଆଦିଲ୍ଳୀ: ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା । ରବିବାର ଏମିତି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ଅଢେଇ ହଜାର ଟଙ୍କା ପ୍ରଦାନ…

କିଏ ହେବ ବିଜେପିର ବିଧାୟକ ଦଳ ନେତା, ହାଇକମାଣ୍ଡଙ୍କୁ ଗୁହାରି କରିବାକୁ ଦିଲ୍ଲୀରେ ଡେରା ପକାଇଲେ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଏ ହେବ ରାଜ୍ୟ ବିଜେପିର ବିରୋଧୀ ଦଳ ନେତା? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭାର ଶୀତ ଅଧିବେଶନକୁ ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ହେଁ ମମିତା ମେହେର…

ଆଗକୁ BJP-AAP ଏକାଠି ଲଢ଼ିବେ, ବଦଳିଯିବ ରାଜନୈତିକ ସମୀକରଣ: ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ଖବର ସର୍ବାଧିକ ଚର୍ଚ୍ଚା ହେଉଛି । ବିଜେପି ଓ ଆମ ଆଦମୀ ପାର୍ଟି (ଏଏପି) ଏକାଠି ହେବା ନେଇ ଶୁଣାଯାଉଛି । ଏହି କଥା ଯେ କେହି ଶୁଣିବା ପରେ ଆଶ୍ଚର୍ଯ୍ୟ…

ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ଆପଣ କ’ଣ ତାଙ୍କୁ ସ୍ୱୀକାର କରିବେ? ଜାଣନ୍ତୁ ପଦବୀ ଛାଡ଼ିବା ନେଇ କ’ଣ କହିଲେ ଚନ୍ନୀ

ନୂଆଦିଲ୍ଲୀ: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରତ୍ୟେକ ରାଜ୍ୟର ରାଜନୀତି ଏକପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ତେବେ ବର୍ତ୍ତମାନ ସମୟରେ ପଞ୍ଜାବର ଦୃଶ୍ୟପଟ୍ଟରେ କିଛି ଅଲଗା ଛବି ଦେଖିବାକୁ…

‘ଆପଣ ଏତେ ସୁନ୍ଦର!’ ଜଣେ ମହିଳା MLAଙ୍କୁ ଏପରି କମେଣ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ‘ଆପଣ ଏତେ ସୁନ୍ଦର!’ ରାଜ୍ୟର ଜଣେ ମହିଳା ବିଧାୟକଙ୍କୁ ଏପରି କମେଣ୍ଟ କରି ବିବାଦରେ ଫସିଯାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିଧାନସଭା ଶୀତକାଳୀନ ଅଧିବେଶନ ଅବସରରେ ଏନଡିଏ ବିଧାୟକ ବୈଠକ…

୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ସୁବ୍ରମଣ୍ୟମ ସ୍ୱାମୀଙ୍କ ଚାଞ୍ଚଲ୍ୟକର ଦାବି, ଏହା ପଛରେ ରହିଛି ଏମାନଙ୍କ ହାତ

ନୂଆଦିଲ୍ଲୀ : ଭାରତକୁ ଦୋହଲାଇ ଦେଇଥିିବା ୨୬/୧୧ ମୁମ୍ବାଇ ଆକ୍ରମଣକୁ ନିକଟରେ ୧୪ ବର୍ଷ ପୂରିଛି । ତେବେ ୨୦୦୮ରେ ଘଟିଥିବା ଏହି ଆତଙ୍କୀ ଆକ୍ରମଣକୁ ନେଇ ଏବେ ଚାଞ୍ଚଲ୍ୟକର ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା…

ମୁମ୍ବାଇରେ ଡେରା ପକାଇଲେ ଦିଦି: ଉଦ୍ଧବ, ଶରଦଙ୍କ ସହ ସାକ୍ଷାତ ପରେ ଆରମ୍ଭ ହେବ ଗେମ୍ ପ୍ଲାନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମାୟାନଗରୀ ଗସ୍ତ ଅବସରରେ ଦିଦି ଏନସିପି ମୁଖ୍ୟ ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ…

ଅପରାଜିତା ଓ ସଙ୍ଗୀତଙ୍କୁ ଅଣଦେଖା: ବିଜେପିର ୧୭ ଜଣିଆ କୋର୍ କମିଟିରେ ସ୍ଥାନ ପାଇଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୧୭ ଜଣିଆ ରାଜ୍ୟ କୋର କମିଟିରେ ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…

ନିୟମିତ ଗଞ୍ଜେଇ ଟାଣନ୍ତି ନୀତିଶ କୁମାର: ଆରଜେଡି ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଳୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ଯାହା ବିହାର ରାଜନୀତିକୁ ଉଷ୍ମତା ପ୍ରଦାନ କରିଛି । ନୀତିଶ ନିୟମିତ ଗଞ୍ଜେଇ ଟାଣନ୍ତି…