fbpx
Browsing Category

ରାଜନୀତି

ବିଗିଡିଲା ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସର ମେଡିସିନ ବିଭାଗରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବିହାରର ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି ।…

ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲା: ୨୯ ସୁଦ୍ଧା ଚାର୍ଜସିଟ୍‌ ଓ ସିଡ଼ିଆର୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସାଲେପୁର, (ଭାସ୍କର ନ୍ୟୁଜ୍‌): ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲାରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଚାର୍ଜସିଟ୍‌ ଓ ସିଡ଼ିଆର (କଲ୍‌ ଡିଟେଲ୍ସ ରେକର୍ଡ) ରିପୋର୍ଟ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର…

‘ମୁଁ ଜଣେ ମହିଳା ସାଂସଦ, ମୁଁ ସୁରକ୍ଷିତ ନୁହେଁ’- ଆଚାର୍ଯ୍ୟବିହାର ଘଟଣା ପରେ ଏପରି ପ୍ରତିକ୍ରିୟା ରଖିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲିର ଆଚାର୍ଯ୍ୟବିହାର ଘଟଣାକୁ ନେଇ ପ୍ରେସମିଟ୍ ଜରିଆରେ ବିଜେଡ଼ି ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କାଲି ଆଚାର୍ଯ୍ୟ ବିହାରରେ ଅପରାଜିତାଙ୍କ ବୈଠକ ସମୟରେ…

ଦେଶରେ କଂଗ୍ରେସର ରାଜୁତି ଶେଷ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି TMC: ଜାଣନ୍ତୁ କ’ଣ ରହିଛି ରାଜନୀତିର ଗଣିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟସ୍ତରରେ ରାଜୁତି ଆରମ୍ଭ ହୋଇଛି । ସୁପ୍ରିମୋ ମମତା ବାନାର୍ଜୀ ଗୋଆ,…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାନ୍ଧରେ ହାତ ରଖି କଣ କହୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁଲାସା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ରାଜନାଥ ସିଂହ ଗୁରୁବାର ସୀତାପୁରରେ ଆୟୋଜିତ ବୁଥ୍ ଅଧ୍ୟକ୍ଷ ସମ୍ମିଳନୀରେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ…

ୟୁପିରେ ଆପ୍-ସପା ମଧ୍ୟରେ ହୋଇପାରେ ମେଣ୍ଟ, ସଙ୍କେତ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ…

ବିଜେପିରେ ଯୋଗ ଦେଲେ ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି; ବିଏସପି ନେତ୍ରୀ ବନ୍ଦନା ସିଂ ମଧ୍ୟ ସାମିଲ

ନୂଆଦିଲ୍ଳୀ: ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି ସିଂ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି । ଅଦିତିଙ୍କ ସହିତ ବିଏସପି ବିଧାୟିକା ବନ୍ଦନା ସିଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ…

ଟିଏମସିରେ ଯୋଗ ଦେଲେ କଂଗ୍ରେସ ସାଂସଦ: ଭାରତ ପାଇଁ ଖେଳି ସାରିଛନ୍ତି କ୍ରିକେଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ସାଂସଦ କୀର୍ତ୍ତି ଆଜାଦ ଆଜି ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜାଦ(୬୨) ଏବଂ ଅଶୋକ ତନୱର ଦଳରେ ଯୋଗ ଦେଇଛନ୍ତି…

କଂଗ୍ରେସରୁ ବିଦା ହେବେ ପାଇଲଟ! ଦଳ ଭିତରେ ରହି ଚେର କାଟୁଥିବା ନେଇ ଉଠିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଛି ବିବାଦ । ସଚିନ ପାଇଟଲଙ୍କ କିଛି ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ପରେ ଏହି ବିବାଦ ଥମିଯିବ ବୋଲି ସମସ୍ତେ ଆଶା କରୁଥିଲେ । ତେବେ ଏବେ ପୁଣି ଏକ ନୂଆ…

କ୍ୟାବିନେଟର ଅଧା ମନ୍ତ୍ରୀ ୪ଟି ଜିଲ୍ଲାର, ୧୬ ଜିଲ୍ଲାରୁ କୌଣସି ବିଧାୟକ ସ୍ଥାନ ପାଇଲେନି: ଅସନ୍ତୁଷ୍ଟ ଗୋଷ୍ଠୀ ଓ ପାଇଲଟ ଏବେ କରିବେ କ’ଣ?

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ହଟିଗଲା ବୋଲି ସମସ୍ତେ ଭାବୁଥିବେ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ କଥା ବୋଲି କ୍ୟାବିନେଟରୁ…