Browsing Category
ରାଜନୀତି
ଥରୁରଙ୍କୁ ହରେଇବାକୁ ଜାଣିଶୁଣି ଭୋଟ୍ ବାତିଲ୍ କରିଛନ୍ତି କି କଂଗ୍ରେସ କର୍ମୀ ? ବାଲଟ ପେପରରେ ଦେଖିବାକୁ ମିଳିଲା ହାର୍ଟ ଚିହ୍ନ
ନୂଆଦିଲ୍ଲୀ :ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ସଭାପତି ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ୭୮୯୭ ଭୋଟ୍ ତାଙ୍କ ଆକାଉଣ୍ଟକୁ ଯାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁର ୧୦୭୨ ଭୋଟ୍ ପାଇଛନ୍ତି। ବର୍ତ୍ତମାନ…
BJP Grand Celebration:ନବୀନଙ୍କ ପରେ ଏବେ ଅପରାଜିତଙ୍କ ପାଳି,ବିଜେଡିର ରୋଡ଼ ସୋ ପରେ ଏବେ ବିଜେପି ଦେଖାଇବ ତାର ଦମ
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା କିଏ କରିବ। ବିରୋଧୀ ବିଜେପି ଏବଂ କଂଗ୍ରେସର କଣ ସେମିତି ଚେହେରା ଅଛନ୍ତି, ଯିଏ ନବୀନଙ୍କୁ ରଣହୁଙ୍କାର ଦେଇ ପାରିବେ। ନା ସବୁ ଥର ପରି…
କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଗାନ୍ଧୀ ପରିବାରର ଇସାରାରେ ହିଁ କରିବେ କାମ ! ନିଜେ ସଙ୍କେତ ଦେଲେ ଖଡଗେ
ନୂଆଦିଲ୍ଲୀ: ରାଜସ୍ଥାନରେ ଗତ ଦିନରେ ରାଜନୈତିକ ସଙ୍କଟ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ଭରସା ଦୋହଲି ଯାଇଥିଲା। ଏହା ପରେ ଗେହଲଟ୍ ନିଜେ ଅଧ୍ୟକ୍ଷ…
ହାରିଲେ ଥରୁର, ଅଣ ଗାନ୍ଧୀ ଭାବେ ଖଡଗେ ହେଲେ କଂଗ୍ରେସର ନୂତନ ସଭାପତି
ନୂଆଦିଲ୍ଲୀ:ସରିଲା କଂଗ୍ରେସ ସଭାପତି ନିର୍ବାଚନ । ଆଉ ଶେଷରେ ମଲ୍ଲିକାଜୁର୍ନ ଖଡଗେଙ୍କ ନାମରେ ବାଜିଲା କଂଗ୍ରେସ ର ନୂତନ ସଭାପତି ହେବାର ମୋହର । ଶଶିଥରୁରଙ୍କୁ ହରାଇ ବାଜି ମାରିଲେ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ…
ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରୁ ବହିଷ୍କାର କଲା BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କାରଣରୁ…
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ…
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ…
କଂଗ୍ରେସ ପଦବୀରୁ ଇସ୍ତଫା ଦେଲେ ସତ୍ୟ ନାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପଦବୀରୁ ଇସ୍ତଫା ଦେଇଛନ୍ତି ସତ୍ୟ ନାୟକ । କଂଗ୍ରେସ ସାଧାରଣ ସମ୍ପାଦକ ଓ ମିଡ଼ିଆ ଆବାହକ ପଦବୀରୁ ସତ୍ୟ ପ୍ରକାଶ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି…
ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ MDMAକୁ ଭଙ୍ଗ କଲେ ସରକାର
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ବ୍ୟାପକ ଷଡଯନ୍ତ୍ରର ତଦନ୍ତ ପାଇଁ ଗଠିତ ହୋଇଥିଲା ବହୁବିଧ ନିରୀକ୍ଷଣ ଏଜେନ୍ସି(ଏମଡିଏମଏ)। ତେବେ ଏହି ୨୪ ବର୍ଷ ପୁରୁଣା ଏମଡିଏମ ଏଜେନ୍ସିକୁ ଭଙ୍ଗ…
ନେତାଙ୍କ କାର ଉପରକୁ ବୋମା ମାଡ; କାରଣ ଅସ୍ପଷ୍ଟ
କାମାକ୍ଷାନଗର: ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାର୍ ଉପରକୁ ବୋମାମାଡ ହୋଇଛି । ମଢିସାହି ଘର ଆଗରେ କାର ରହିଥିବାବେଳେ କେହି ଦୃବୁତ୍ତ ଗାଡି ଉପରକୁ ବୋମାମାଡ କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ…