fbpx
Browsing Category

ରାଜନୀତି

ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍: ମୁଖ୍ୟ ସଚିବ ପଦରୁ ଅବସର ନେଲେ ବନ୍ଦୋପାଧ୍ୟାୟ, ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

କୋଲକାତା : ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ଟଣା ଓଟରା ଜାରି ରହିଛି। ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଡକାଇବା ନେଇ ଜାରି ବିବାଦ ମଧ୍ୟରେ ସୋମବାର…

ଗଡ଼କରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଶୋକ ଚୌହ୍ୱାନ, କହିଲେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଅନେକ ନେତୃବୃନ୍ଦ ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏପରିକି ବେଳେବେଳେ ବିରୋଧୀ ଦଳ ନେତାମାନେ ମଧ୍ୟ ସେମାନଙ୍କୁ ପ୍ରଶଂସା କରିବାକୁ…

ମୋଦୀ ଭ୍ୟାକ୍ସିନ କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଡହଳ ବିକଳ ହେଉଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏକୁ ପୁରିଛି ସାତ ବର୍ଷ। ହେଲେ ଦ୍ଵିତୀୟ ପାଳିର ପ୍ରଥମ ଦୁଇ ବର୍ଷରୁ ଅଧିକ ସମୟ  କରୋନା ସଂଘର୍ଷରେ ଚାଲି ଯାଇଛି। ଏହି ଅବସରରେ ବିଜେପି…

ମମତାଙ୍କ ସମର୍ଥନରେ ଫେସବୁକ ପୋଷ୍ଟ ଲେଖିଲେ ବିଜେପି ନେତାଙ୍କ ପୁଅ, ନିଜ ପାର୍ଟିକୁ ଦେଲେ ଉପଦେଶ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପରାଜୟ ପରେ ପାର୍ଟି ନେତାଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି । ଏବେ ବିଜେପି ନେତା ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଂଶୁ…

‘ଜନତାଙ୍କ ମଙ୍ଗଳ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଏପରି ଅପମାନକୁ ମୁଁ ସହ୍ୟ କରିପାରିବି…

କୋଲକାତା: ବାତ୍ୟା ‘ୟଶ୍’କୁ ନେଇ ନକଲି ଓ ଏକପାଖିଆ ଖବର ପ୍ରଚାର କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର ରାଜନୀତିକ ବୟାନବାଜୀ କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଏହାକୁ ବିରୋଧ କରି…

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପଧ୍ୟାୟଙ୍କୁ କେନ୍ଦ୍ରରୁ ଡାକରା, ଚାରି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବଢାଇଥିଲେ କାର୍ଯ୍ୟକାଳ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପଶ୍ଚିମ ବଙ୍ଗ ମୁଖ୍ୟ ଶାସନ ସଚିବ ତଥା ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅଲପନ ବନ୍ଦୋପଧ୍ୟାୟ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କଅଧୀନକୁ ଯିବେ । କେନ୍ଦ୍ର ପର୍ସୋନେଲ, ପବ୍ଳିକ…

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ମମତା ଖପ୍ପା, ହେବେ ନାହିଁ ସାମିଲ

କୋଲକାତା : ବାତ୍ୟା ୟଶର ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିବା ଏବଂ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶାରେ…

ତୃତୀୟ ରାଜ୍ୟ ଭାବେ ଭ୍ୟାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇଲା ପଞ୍ଜାବ

ଚଣ୍ଡିଗଡ: ଭ୍ୟାକ୍ସିନ ଅଭାବ ପରେ ଭ୍ୟାକ୍ସିନ ସାର୍ଟିଫିକେଟରେ ଫଟୋ ଲଗାଇବା ନେଇ ରାଜନୀତି ଜୋର ଧରିଛି । ଝାଡଖଣ୍ଡ ଓ ଛତିଶଗଡ ପରେ ଏବେ ପଞ୍ଜାବ ସରକାର କୋଭିଡ୍‌-୧୯ ଟିକାକରଣରେ ଲୋକଙ୍କୁ ଦେଉଥିବା ସାର୍ଟିଫିକେଟରୁ…

ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର (ଓଡ଼ିଶା ଭାସ୍କର): ବିଶିଷ୍ଟ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଜଣେ ସାହିତ୍ୟପ୍ରେମୀ, ସୁନାମଧନ୍ୟ ଓକିଲ, ସଫଳ ରାଜନେତା ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ୮୨ ବର୍ଷ ବୟସରେ…

ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଟିଏମସି ସାଂସଦଙ୍କ ଧମକ, ପଦରୁ ହଟିବା ମାତ୍ରେ ଜେଲରେ ଭର୍ତି କରିବୁ

କୋଲକାତା : ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟପାଳଙ୍କୁ ନେଇ ସୋମବାର କଟୁ…