Browsing Category
ରାଜନୀତି
ଆସିଲା ଏଡିଆର୍ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା
ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ…
ବିଜେଡି ବିଧାୟକଙ୍କ ସେକ୍ସ ରାକେଟ! ତଦନ୍ତ କରିପାରେ କ୍ରାଇମ୍ ବ୍ରାଞ୍ଚ
ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବଢ଼ିବାରେ ଲାଗିଛି ଅଢ଼ୁଆ । ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟ ଚଲାଉଥିଲେ କି ନାହିଁ ତାର ଏବେ ତଦନ୍ତ ହେବ । ବିଧାୟକଙ୍କ ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟି ବିଜୟ…
ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ, ଗୃହରେ ଉତ୍ତର ରଖି କେନ୍ଦ୍ର ସରକାରଙ୍କୁ ଦୋଷ ଦେଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ସାର ଯୋଗଣ ଓ କଳାବଜାରୀ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଚାଷୀଙ୍କ ପାଖରେ ଠିକ ସମୟରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି। ଆବଶ୍ୟକ…
ସାରନାଥ ଏବଂ ନବନିର୍ମିତ ସଂସଦ ଭବନରେ ଜାତୀୟ ପ୍ରତୀକ ସମାନ, କେବଳ ଆକାର ଭିନ୍ନ: ହରଦୀପ ସିଂ ପୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ। କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି। ପ୍ରଥମେ…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ, ଗସ୍ତକୁ ନେଇ ମିଳିନି କୌଣସି ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି । ତାଙ୍କର ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେ ବେଳେ ମାତ୍ର ଆଉ କିଛିଦିନ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସାଙ୍ଗକୁ ସଂସଦର…
ନୂଆ ପାର୍ଲାମେଣ୍ଟ ଭବନ ଅଶୋକ ସ୍ତମ୍ବ ସିଂହକୁ ନେଇ ବିବାଦ, ଜାତୀୟ ପ୍ରତୀକକୁ ବିକୃତ କରିଛନ୍ତି କେନ୍ଦ୍ର ସରକାର: ବିରୋଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକସ୍ତମ୍ବର ଉନ୍ମୋଚନ କରିଥିଲେ । କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି । ପ୍ରଥମେ…
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା!
ମୁମ୍ବାଇ: ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଏବେ ଆରମ୍ଭ ହୋଇଛି ରାଜନୀତି କନ୍ଦଳ । ଏହାରି ମଧ୍ୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଶିବସେନା ଘୋଷଣା କରିଛି । ଦଳର ବରିଷ୍ଟ…
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା ! ଚାଲିଛି ଆଲୋଚନା
ମୁମ୍ୱାଇ : ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ବୋଲି ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି । ଶିବସେନାର ସାଂସଦ ଗଜାନନ କୀର୍ତ୍ତିକାର…
ନ୍ୟାସପାଲ ହେରାଲଡ୍ ମାମଲା: ପୁଣି ବଢ଼ିଲା କଂଗ୍ରେସର ଅଡୁଆ, ୨୧ରେ ଇଡିରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ୍
ନୂଆଦିଲ୍ଲୀ: ନ୍ୟାସପାଲ ହେରାଲଡ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନଃ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ କରାଯାଇଛି…
ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ: ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ବିଜେପି ରାଜ୍ କରିବ, ସୌମ୍ୟ କହିଲେ ରାଜନୀତି ପାର୍ଟ ଟାଇମ୍ ଜବ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ । ତେବେ ଏହି…