Browsing Category
ରାଜନୀତି
ସବୁ କଳ୍ପନା ଜଳ୍ପନା ଘଟିଲା ଅନ୍ତ, ବଦଳିବନି ଗୋଆ ଓ ମଣିପୁର ନେତୃତ୍ୱ : ପ୍ରମୋଦ, ବୀରେନ୍ ପୁଣି ବିଜେପି ଚେହେରା
ନୂଆଦିଲ୍ଲୀ : ଗୋଆ ଓ ମଣିୁରରେ ବିଜେପିର ବିପୁଳ ବିଜୟ ପରେ ଏହାର ନେତୃତ୍ୱକୁ ନେଇ ଯେଉଁ ଦ୍ବନ୍ଦ ଦେଖାଦେଇଥିଲା ସେ ସବୁର ପୁର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ପ୍ରମୋଦ ସାୱନ୍ତ ଓ ଏନ.ବୀରେନ ସିଂ ଯଥାକ୍ରମେ ଗୋଆ ଓ ମଣିପୁରର…
୫ଟି ରାଜ୍ୟ ପରେ ପଡ଼ିବ କି ଓଡ଼ିଶା ପାଳି? AICC ଚିଠିରେ ଲେଖା ହୋଇଛି କି ‘ଇସ୍ତଫା ଦିଅ’?
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିଛି । କୌଣସି ଗୋଟିଏ ରାଜ୍ୟରେ ବି କଂଗ୍ରେସ ଶାସନକୁ ନ…
‘ଘୃଣା ସୃଷ୍ଟି କରି ନିର୍ବାଚନରେ ଦଖଲ ଦେଉଛନ୍ତି ଫେସବୁକ ଓ ଟୁଇଟର, ରୋକ୍ ଲଗାନ୍ତୁ ସରକାର’
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିର୍ବାଚନରେ ଫେସବୁକ ପରି ସାମାଜିକ ଗଣମାଧ୍ୟମ କମ୍ପାନୀର ପ୍ରଭାବକୁ ସମାପ୍ତ କରିବା ପାଇଁ ଦାବି କରିଛନ୍ତି। ଲୋକସଭାରେ ସୋନିଆ ଗାନ୍ଧୀ କହିଛନ୍ତି,…
ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବାହାରିଲେ ୨ ନେତା: ସୁପ୍ରିମୋଙ୍କ ନିର୍ଦ୍ଦେଶ
ଅନୁଗୁଳ(ଓଡ଼ିଶା ଭାସ୍କର): ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ଅନୁଗୁଳ ଆଠମଲ୍ଲିକ ଏନଏସସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ବିଜେଡିରୁ…
BJDର ଗଡ଼ ଜଗିଛନ୍ତି ତିନି ବିଧାୟକ ଅଶୋକ, ଅନନ୍ତ, ସୁଶାନ୍ତ: BJPର ଗଡ଼ ଜଗିଛନ୍ତି ସାଂସଦ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୋରସୋରରେ ଚାଲିଛି ବିଏମସିର ପ୍ରଚାର ଅଭିଯାନ । ଗତ ୨୦୧୪ ବିଏମସି ନିର୍ବାଚନରେ ମୋଟ ୬୭ଟି ୱାର୍ଡରୁ ବିଜେଡି ୪୯ଟି, ବିଜେପି ୪ଟି ଓ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା । ତେବେ ଚଳିତ ଥର…
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ…
ବିଏମ୍ସି ନିର୍ବାଚନ: ବଢ଼ୁଛି ରାଜନୖେତିକ ହିଂସା, ଗଳି କନ୍ଦିରେ ଜମୁଛି ପ୍ରଚାର
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପ୍ରଚଣ୍ଡ ତାତିରେ ବି ଜମୁଛି ପୌର ନିର୍ବାଚନ ପ୍ରଚାର । ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି କର୍ମୀଙ୍କ ଘୋ ଘା । ପ୍ରାର୍ଥୀଙ୍କ ସହ କର୍ମୀ ଘରକୁ ଘର ବୁଲି…
ଆରଏସଏସର ଭାଷା କହୁଛନ୍ତି କପିଲ୍ ସିବଲ, ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିବାକୁ ଏମିତି ଜବାବ ଦେଲେ ପାର୍ଟି ନେତା
ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ଵର। ଆଉ ଏହି ସ୍ଵରକୁ ଅଧିକ ଶାଣିତ କରିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ। ସେ ଖୋଲାଖୋଲି କଂଗ୍ରେସ…
୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ ଗାନ୍ଧୀ: ହେବ ପିସିସି ପୁର୍ନଗଠନ
ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିଥିବା ହାର୍ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫ ରାଜ୍ୟର ପାର୍ଟୀ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାର୍ଟୀ ପ୍ରବକ୍ତା ରଣଦୀପ…
ସମଗ୍ର ଭାରତବର୍ଷରେ ମାତ୍ର ୨ଟି ରାଜ୍ୟରେ କ୍ଷମତାରେ ରହିଛି କଂଗ୍ରେସ, ୨୦୨୩ ସୁଦ୍ଧା ମୂଳପୋଛ ହୋଇଯିବ ନା ଉଧେଇବ
ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ବଡ଼ ସଙ୍କଟ ଦେଇ ଗତି କରୁଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଏହା ପୁନର୍ବାର ପ୍ରମାଣିତ କରିଛି । ଗତ ୨୦୧୯ରେ ସମଗ୍ର ଦେଶରେ…