CHARIDHAM
Browsing Category

ରାଜନୀତି

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ଵାର, ଏବେ ଗୋପାଳ କୃଷ୍ଣଙ୍କ ଭରସାରେ ବିରୋଧୀ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ଏହା ପରେ ବିରୋଧୀ ପ୍ରାର୍ଥୀ ସନ୍ଧାନରେ ନୂତନ ଦ୍ଵାର ଖୋଜିଛନ୍ତି। କୁହାଯାଉଛି ବିରୋଧୀ ଦଳର…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଏକଜୁଟ୍ ହେବେ କଣ, ଧରିଲେ ନିଜ ନିଜ ରାସ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡିକୁ ନେଇ ଏକ ମୋର୍ଚ୍ଚା ଗଠନ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ବିରୋଧୀ ଏକଜୁଟ୍ ହେବେ କଣ ଅଲଗା ଅଲଗା…

ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଅଡୁଆରେ ନୁପୂର: ଥାନାରେ ହାଜର ପାଇଁ ସମନ

ନୂଆଦିଲ୍ଲୀ: ପୁଣିଥରେ ପଡୁଆରେ ପଡିଛନ୍ତି ବିଜେପି ନେତ୍ରୀ ନୁପୂର ଶର୍ମା । ପ୍ୟାଙ୍ଗୱର ମହମ୍ମଦଙ୍କ ବିବାଦକୁ ନୁପୂରଙ୍କ ଅଡୁଆ ଶେଷ ହେବାରେ ନାଁ ଧରୁନି । ଦିଲ୍ଲୀ, ଥାନେ ପରେ ଏବେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ସମନ…

ରାଷ୍ଟ୍ରପତି ନିର୍ବାଚନ: ଶରଦ ପାୱାରଙ୍କ ପରେ କାହାକୁ ପ୍ରାର୍ଥୀ କରିବେ ଦିଦି?

ନୂଆଦିଲ୍ଲୀ: ଆଉ ପ୍ରାୟ ଏକମାସ ପରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିରୋଧୀଦଳ ପ୍ରାର୍ଥୀ ଦେବା ପାଇଁ ଜୋରସୋରରେ କସରତ ଆରମ୍ଭ କରିଦେଇଛନ୍ତି । ଏହି ରେସରେ ବହୁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ଆଜିଠୁ ନାମାଙ୍କନ

ନୂଆଦିଲ୍ଲୀ: ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ବିଧାନସଭା ନୋଟିସ୍ ବୋର୍ଡରେ ଲାଗିଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ…

ଆଗକୁ ରାଷ୍ଟ୍ରପତି ନିର୍ବାଚନ: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ମୋଦୀ-ନବୀନ ଭେଟକୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଏଥିପାଇଁ ଶାସକ ବିଜେପି ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବିଜେପି…

ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ନାଗରିକ କାହିଁକି ଭୋଟ ଦେଇପାରିବେ ନାହିଁ, ଏଥିରେ କାହିଁକି ହୁଏନି ଇଭିଏମର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଭାରତବର୍ଷରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ଭୋଟରେ ଇଭିଏମ୍ ନୁହେଁ, ବରଂ ବାଲାଟ ପେପରର ବ୍ୟବହାର କରାଯିବ । ତେବେ ଅନେକ ଲୋକ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ବହୁତ…

ଦ୍ୱିତୀୟ ଦିନରେ ରାହୁଲଙ୍କୁ ଇଡିର ଜେରା, ସେପଟେ ବିଜେପି କହିଲା କଂଗ୍ରେସ ନେତା ପ୍ରଥମେ ଦୁର୍ନିତି କରୁଛନ୍ତି ପୁଣି ଡ୍ରାମା କରୁଛନ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ସୋମବାର ରାହୁଲଙ୍କ ପ୍ରାୟ…

କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି: ନବୀନଙ୍କ ପୋଷ୍ଟର ଚିରିଲେ, ଜଗନଙ୍କର ମାରିଲେ

କୋରାପୁଟ (ଭାସ୍କର ନ୍ୟୁଜ୍‌) : କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ…

ରାଜ୍ୟସଭାରେ ହ୍ରାସ ପାଇଲା ବିଜେପି ସିଟ୍ ସଂଖ୍ୟା, ବହୁମତରୁ ଦୂରରେ ଏନଡିଏ ସରକାର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶର ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ପରେ ରାଜ୍ୟସଭାରେ ଦଳମାନଙ୍କର ଆସନ ସଂଖ୍ୟା ବଦଳି ଯାଇଛି। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିୟାଣାର…