Browsing Category
ରାଜନୀତି
କେନ୍ଦ୍ର ଖେଳ ରତ୍ନ ଆୱାର୍ଡର ନାମ ବଦଳାଇବାରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଗଲା ରାଜୀବ ଗାନ୍ଧୀଙ୍କ ନାମରେ ସ୍କିମ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ଖେଳ ରତ୍ନରୁ ହଟାଇବାର କିଛି ଦିନ ପରେ ମହାରାଷ୍ଟ୍ର ସରକାର ତାଙ୍କ ନାମରେ ଏକ ପୁରସ୍କାର ଆରମ୍ଭ…
ଗୃହରେ ଉପଦ୍ରବ ନେଇ ମର୍ମାହତ ଭେଙ୍କେୟା ନାଇଡୁ, ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : କୃଷି ଆଇନ ଓ ପେଗାସସ୍ ଗୁଇନ୍ଦାଗିରି ବିବାଦ ସମେତ ଅନେକ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ରାଜ୍ୟସଭାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଗୃହ ଅଚଳ ହୋଇ ପଡୁଛି । ବୁଧବାର…
‘ବବି, ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି’, ସୌମ୍ୟ କହିଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ବବି ଆଉ ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି । ତେବେ ଏହି ଦୁଇଟି ଆଖି ସବୁବେଳେ ସତ କହିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ଚତୁର ଶାସକଙ୍କୁ ତୃତୀୟ ନୟନ ଦରକାର । ଏଭଳି ମର୍ମରେ…
ସଂସଦରୁ ଗାଏବ ବିଜେପି ସାଂସଦଙ୍କ ଉପରେ ଖପ୍ପା ପ୍ରଧାନମନ୍ତ୍ରୀ, ମାଗିଲେ ତାଲିକା
ନୂଆଦିଲ୍ଲୀ : ସଂସଦରେ ଚାଲିଛି ମୌସୁମି ଅଧିବେଶନ । ହେଲେ ଗୃହ କାର୍ଯ୍ୟରେ ଅନୁପସ୍ଥିତ ରହିଲେ ବିଜେପିର ଅନେକ ସାଂସଦ । ଏହା ଦେଖି ରାଗରେ ଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେଉଁ କେଉଁ ସାଂସଦ ଗୃହରେ ଅନୁପସ୍ଥିତ…
ମୋଦିଙ୍କ କ୍ୟାବିନେଟରେ ସାମିଲ ହେବ YSR କଂଗ୍ରେସ! ୨୦୨୪ ପୂର୍ବରୁ ଦକ୍ଷିଣ ରାଜ୍ୟ ଉପରେ ଭାଜପାର ନଜର
ଭୁବନେଶ୍ୱର: କିଛିଦିନ ଧରି ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ୱାଇଏସଆର କଂଗ୍ରେସ ମୋଦିଙ୍କ କ୍ୟାବିନେଟରେ ସାମିଲ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଅନ୍ତିମ ମୁହୂର୍ତ୍ତରେ ତାହା କାଟ୍ ଖାଇ ଯାଇଥିବା ଶୁଣାଯାଉଛି । ତେବେ…
BJD ପକ୍ଷରୁ ମହିଳା ପର୍ଯ୍ୟବେକ୍ଷକ ନିଯୁକ୍ତ; ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ସହିତ ୩୫ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବରେ…
ମିଷ୍ଟର ମୋଦୀ, ଆସନ୍ତୁ ଆମ କଥା ଶୁଣନ୍ତୁ… ଟିଏମସି ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍
ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନକୁ ଆଉ କେବଳ ଗୋଟିଏ ସପ୍ତାହ ବାକି ରହିଛି। ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଦନର ଗୃହ କାର୍ଯ୍ୟରେ ଭାଗ ନେବାକୁ…
ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ରୋକିବାରେ ସରକାର ଫେଲ୍: ବିଜେପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଡେଙ୍ଗୁରୋଗ ବ୍ୟାପୁଛି କାହାପାଇଁ? "ଡେଙ୍ଗୁ’ ପ୍ରତି ‘ମୋ ସରକାର’ଙ୍କ ଅଣଦେଖା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱରରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ ଅନେକ…
ପ୍ରଶାନ୍ତ କିଶୋର ଦେଲେ ଇସ୍ତଫା, ଜାଣନ୍ତୁ କେଉଁ ପଦବୀରୁ ଓହରିଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ନିର୍ବାଚନ ରଣନୀତିରେ ଅଭିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କ୍ୟାପ୍ଟେନ୍ ସିଂହଙ୍କୁ…
ସଂସଦ ବାହାରେ ସାଂସଦଙ୍କ କଳି: କୃଷି ବିଲକୁ ନେଇ ହରସିମରତ-ରବନୀତ ମୁହାଁମୁହିଁ
ନୂଆଦିଲ୍ଲୀ: ବୁଧବାର ସଂସଦ ବାହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଂସଦ ପରସ୍ପର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଶିରୋମଣୀ ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ ଓ କଂଗ୍ରେସ ସାଂସଦ ରବନୀତ…