Browsing Category
ରାଜନୀତି
ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ‘ମରାଠି ରାବଡି ଦେବୀ’ କହିଲେ ବିଜେପି ନେତା, ଚାଲିଛି ଜେରା
ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ମରାଠି ରାବଡି ଦେବୀ କହିବା ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ମହଙ୍ଗା ପଡିଛି। ବିଜେପି ସୋସିଆଲ ମିଡିଆ ସେଲ୍ର ଜିତେନ ଗଜାରିଆ ଟ୍ଵିଟରରେ ଏହି…
ପଞ୍ଚାୟତ ନିର୍ବାଚନ ପାଇଁ ୧୦ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ୧୦ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ…
‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ
ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଭଗବାନ କୃଷ୍ଣ ସବୁଦିନ ତାଙ୍କ ସ୍ୱପ୍ନ ଆସୁଛନ୍ତି ଏବଂ ତାଙ୍କୁ କହୁଛନ୍ତି ଯେ ସପା ସରକାର ଗଢ଼ିବ । ଅଖିଳେଶ ଦାବି କରିଛନ୍ତି ଯେ ଏମିତି…
୫୦୦ କୃଷକ କଣ ମୋ ପାଇଁ ମରିଛନ୍ତି: ସତ୍ୟପାଲ ମଲିକଙ୍କୁ କାହିିଁକି ଏମିତି କହିଲେ ମୋଦୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ପୁଣି ଥରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍ । ରବିବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୋଦୀଙ୍କୁ ଅହଙ୍କାରୀ ବୋଲି କହିଛନ୍ତି ସତ୍ୟପାଲ । ହରିୟାଣାର ଦାଦ୍ରିରେ…
NDA ସପକ୍ଷରେ ଜନାଦେଶ, ପୁଣି UP ଦଖଲ କରିବ BJP: ଆସିଲା ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦେଶର ସର୍ବବୃହତ୍ ବିଧାନସଭା କ୍ଷେତ୍ର ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଛି । କାରଣ ୟୁପିର ମୋଟ ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ଏଠାରୁ ଅଧିକାଂଶ ସଭ୍ୟ ଲୋକସଭାକୁ…
‘ନିଜକୁ ଫକୀର କହିବା ବନ୍ଦ କରନ୍ତୁ ମୋଦି’: ମର୍ସିଡିଜକୁ ନେଇ ସମାଲୋଚନା କଲେ ଶିବସେନା ସାଂସଦ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଫକୀର କହିବା ବନ୍ଦ କରନ୍ତୁ । ରବିବାର କିଛି ଏଭଳି କଥା କହି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ ତାଙ୍କ ସୁରକ୍ଷାରେ…
ଆପ୍ ରାସ୍ତାରେ ଅଖିଳେଶ: ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ପାଇଁ ଘୋଷଣା
ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇମ୍ପ୍ରେସ କରିବା ପାଇଁ ସବୁ ନେତା ପ୍ରୟାସ କରୁଛନ୍ତି । ଆମ ଆଦମୀ ପାର୍ଟି ପକ୍ଷରୁ ମାଗଣା ବିଜୁଳି ପ୍ରଦାନ କରାଯାଉଥିବା ବେଳେ ସମାନ ମଡେଲ ଆପଣେଇବାକୁ…
JNUରେ ଚାଲିଛି ସେକ୍ସ ସ୍କାଣ୍ଡାଲ: ନିର୍ବାଚନ ପୂର୍ବରୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ପୁଣି ଥରେ ଆରମ୍ଭ ହୋଇ ଯାଇଛି ବାକଯୁଦ୍ଧ । ଏହା ମଧ୍ୟରେ ଶୁକ୍ରବାର ଏକ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାରର ରାଷ୍ଟ୍ରମମନ୍ତ୍ରୀ ରଘୁରାଜ ସିଂ । ରଘୁରାଜଙ୍କ…
ପୁଣି ବିବାଦ ଘେରରେ ଦିଦି: ରାଜ୍ୟ ସରକାରଙ୍କ ମନୋମୁଖୀ ଶାସନ ବିରୋଧରେ ଗର୍ଜିଲେ ରାଜ୍ୟପାଳ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ଜାତୀୟ ରାଜନୀତିରେ ଏଣ୍ଟ୍ରି ମାରିବା ସହ ବିଭିନ୍ନ ରାଜ୍ୟରେ ଟିଏମସିର ଚାରା ରୋପଣ କରିବାରେ ଲାଗିଛନ୍ତି । ଦିଦିଙ୍କର ଏକଛତ୍ରବାଦୀ ନୀତି କାହାକୁ…
ନିର୍ବାଚନ ପୂର୍ବରୁ ପୁଣି ସକ୍ରିୟ କଂଗ୍ରେସ ଶିବିର: ଖୁବଶୀଘ୍ର ନିଯୁକ୍ତ ହେବେ ପାର୍ଟିର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏକପ୍ରକାର ଦୁର୍ବଳ ସ୍ଥିତିରେ ରହିଛି । ତେବେ ଆସନ୍ତା ୨୦୨୨ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ ଦଳ ପୁଣି…