Browsing Category
ରାଜନୀତି
ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବରଗସ୍ତ ପୂର୍ବରୁ Xରେ ପୋଷ୍ଟ, ଓଡିଶାରେ ବିଜେପି ସରକାରଙ୍କୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରୁ ଭୁବନେଶ୍ବରେ ଆୟୋଜିତ ହେବ ଡିଜିପି ସମ୍ମିଳନୀ । ଏହା 3 ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରସ୍ତୁତି ଶେଷ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଏବେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା…
(Video) ବିରଳ ସଂଯୋଗ! ନଭେମ୍ବର ୨୭ ଲେଖିଲା ପାଣ୍ଡିଆନଙ୍କ ଜୀବନରେ ୩ଟି ଇତିହାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବାର ୬ ମାସ ପରେ ସାମ୍ନାକୁ ଆସିଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ ବୁଧବାର ଦିନ କଟକ ନିକଟ ତ୍ରିଶୁଳିଆ ଠାରେ ଥିବା ଏକ ବିବାହ…
ବିଧାୟକଙ୍କର କଟିଲା ଟ୍ରାଫିକ୍ ଚାଲାଣ: କଥା ନ ମାନିବାରୁ ଗାଡ଼ିର ଡ୍ରାଇଭରଙ୍କ ଚାକିରି ଗଲା
ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରାଫିକ୍ ନିୟମ ଅବମାନନା କାରଣରୁ ଅନେକ ଲୋକଙ୍କର ଚାଲାଣ କଟିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ବିଧାୟକଙ୍କର ଗାଡ଼ିର ଟ୍ରାଫିକ୍ ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ ।…
ବାଂଲାଦେଶରେ ଚିନ୍ମୟ ଦାସଙ୍କ ଗିରଫଦାରୀ କୁ ନେଇ କ’ଣ କହିଲେ ମମତା ବାନାର୍ଜୀ?
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ସଦ୍ୟତମ ବିବାଦକୁ ନେଇ ବୟାନ ଦେଇଛନ୍ତି । ବାଂଲାଦେଶରେ ପୂର୍ବରୁ ଲୋକଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଏବେ…
ଲଜ୍ଜାଜନକ କାରନାମା! ରାଜନେତାଙ୍କ ସହ ମହିଳାଙ୍କର ଅଶ୍ଲୀଳ ଚାଟ୍, ଭିଡିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି
ନୂଆଦିଲ୍ଲୀ: ଅନେକ ସମୟରେ କିଛି ସେଲିବ୍ରେଟୀ ଓ ରାଜନେତାଙ୍କୁ ନେଇ କିଛି ଅପ୍ରୀତିକର ଖବର ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଜଣେ ମହିଳାଙ୍କ ସହ ଜଣେ ରାଜନେତଙ୍କର ଅଶ୍ଲୀଳ ଚାଟ୍ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।…
ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍
ରାଞ୍ଚି: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ରାଞ୍ଚିରେ ଏକ ରାଲିରେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ…
ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପାରମ୍ପରିକ ଶାଢ଼ିରେ ଆସିଲେ ନଜର
ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ୱାୟନାଡ୍ ସାଂସଦ ଭାବେ ତାଙ୍କ ଇନିଂସ ଆରମ୍ଭ ହୋଇଛି । ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ତାଙ୍କୁ…
‘ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ’, ଅରବିନ୍ଦ କେଜ୍ରୱାଲ ବଡ଼ ଦାବି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ…
ଆଜି ଶପଥ ନେବେ ହେମନ୍ତ ସୋରେନ୍, ରାହୁଲ ଗାନ୍ଧୀଙ୍କ ସମେତ ଏହି ନେତା ହେବେ ସାମିଲ
ରାଞ୍ଚି: ଆଜି ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିର ମୋରାଦାବାଦୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାରୋହରେ…
ବାଂଲାଦେଶୀ ଲୋକ ଚିକିତ୍ସା ପାଇଁ ଭାରତ ନୁହେଁ, ବରଂ ପାକିସ୍ତାନ ଯାଆନ୍ତୁ; ଶୁଭେନ୍ଦୁ ଅଧିକାରୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବାଂଲାଦେଶର ଲୋକମାନେ ଚିକିତ୍ସା ପାଇଁ ଲାହୋର କିମ୍ବା କରାଚୀ ଯିବା ଉଚିତ। ସେମାନେ (ବାଂଲାଦେଶରୁ) ଚିକିତ୍ସା…