Browsing Category

ରାଜନୀତି

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ମମତା! ଜାଣନ୍ତୁ କ’ଣ ପାଇଁ ଓ କେବେ

ନୂଆଦିଲ୍ଲୀ: କୁହାଯାଏ, ରାଜନୀତିରେ କାଲି ଯିଏ ଶତ୍ରୁ, ଆଜି ସିଏ ମିତ୍ର । କେତେବେଳେ କ’ଣ ଘଟିବ ତାହା କହିବା ମୁସ୍କିଲ୍ । ଗୋଟିଏ ରାତି ମଧ୍ୟରେ ଦେଶର ତଥା ରାଜ୍ୟର ରାଜନୀତିକ ପାଣିପାଗ ପରିବର୍ତ୍ତନ ହୋଇଯାଉଥିବା ଅନେକ…

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଦୁଇଜଣ! ଜାଣନ୍ତୁ କିଏ ହେବ ବିଦା ଆଉ କିଏ ପାଇବ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟରେ ହେବାକୁ ଥିବା ବଡ଼ଧରଣର ଅଦଳବଦଳକୁ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୨୨ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ,…

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବେ । ୪୫ ବର୍ଷୀୟ ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ…

ପୁସ୍କର ସିଂ ଧାମିଙ୍କ ସମ୍ପର୍କରେ କିଛି ଅଜଣା କଥା, ଜାଣିବା ପାଇଁ ପଢନ୍ତୁ….

ଡେରାଡୁନ୍: ଉତ୍ତରାଖଣ୍ଡର ରାଜନୈତିକ ସଙ୍କଟ ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି ପୁସ୍କର ସିଂ ଧାମି । ୪୫ ବର୍ଷୀୟ ଧାମି ତୀରଥ ସିଂ ରାୱତଙ୍କ ଉତ୍ତରାଧିକାରୀ ଭାବାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ…

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର…

‘ତୁରନ୍ତ ନିର୍ମାଣ କର ଡ୍ରେନ୍’, ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷା ହେଲେ ଚିନ୍ତାବଢ଼େ ରାଜଧାନୀ ବାସିନ୍ଦାଙ୍କର । ବିଶେଷକରି ଏମିତି କିଛି ଅଞ୍ଚଳରେ ବେଙ୍ଗ ମୁତିଲେ ବି ପାଣି ହେଉଛି ବୋଲି ଲୋକେ ଅଭିଯୋଗ କରିବା ସହ ବଡ଼ ହନ୍ତସନ୍ତ ହେଉଛନ୍ତି । ସେହିପରି…

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଚୂଡାନ୍ତ ପ୍ରସ୍ତୁତି ଶେଷ, ୧୨ ଜଣ ମନ୍ତ୍ରୀଙ୍କ ହୋଇପାରେ ଛୁଟି, ଏମାନଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଚୂଡାନ୍ତ ପ୍ରସ୍ତୁତି ପୁରା ହୋଇ ସାରିଛି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋଓ୍ଵାଲଙ୍କୁ ଶନିବାର ଦିଲ୍ଲୀ…

କିଏ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦୌଡରେ ମହାରାଜ ଆଗରେ, ଆଜି ସ୍ପଷ୍ଟ ହେବ ଚିତ୍ର

ଡେରାଡୁନ : ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏହାର ଚିତ୍ର ଶନିବାର ବିଜେପି ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ। ବର୍ତ୍ତମାନର ସମୀକରଣ ହିସାବରେ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ…

୧୧୫ ଦିନରେ CMରୁ ‘ ତୀରଥ’ ଓହରିଲେ, ଦେବଭୂମିରେ ରାଜନୀତିକ ସଂକଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଉତ୍ତରାଖଣ୍ଡ ତଥା ଦେବଭୂମିରେ ପୁଣି ଦେଖାଗଲା ରାଜନୀତିକ ସଂକଟ। ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ତୀରଥ ସିଂ ରାୱତ। ସୂଚନା ଅନୁସାରେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ରି ବେଳକୁ…

ଅହଙ୍କାର ଭାଇରସ ପାଇଁ କୌଣସି ଭ୍ୟାକ୍ସିନ ନାହିଁ, ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଯୋଗାଣ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ। ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହିଁ…