Browsing Category

ରାଜନୀତି

ଶପଥ ଗ୍ରହଣ ସମାରୋହ ପାଇଁ ରବିବାର ଦିନକୁ ହିଁ କାହିଁକି ଚୟନ କଲେ ମୋଦୀ ? ପ୍ରଭୁ ଶ୍ରୀ ରାମଙ୍କ ସହ ଜଡ଼ିତ ରହିଛି ବଡ଼ କାରଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସଦ୍ୟ ସମାପ୍ତ ନିର୍ବାଚନରେ…

ଶପଥ ଗ୍ରହଣ ପୂର୍ବରୁ ଅନେକ ନେତାଙ୍କ ପାଖକୁ PMOରୁ ଗଲା ଫୋନ୍ କଲ୍: ଓଡ଼ିଶାରୁ କାହାକୁ ମିଳିଲା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟା ୭.୧୫ ସମୟରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ । ତେବେ କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ପୂର୍ବରୁ ଅନେକ ନେତାଙ୍କ…

(Video) ମୁଖ୍ୟମନ୍ତ୍ରୀ ପଦ ପାଇଁ କାହା ନାମରେ ବାଜିବ ମୋହର: ଦିଲ୍ଲୀରୁ ଫେରି ଖୋଲି କହିଲେ ମନମୋହନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ଯାଉଛି ବିଜେପି । ଆଜି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏହି…

ମୋଦୀ କ୍ୟାବିନେଟରେ କେଉଁମାନେ ସ୍ଥାନ ପାଇବେ: ସାମ୍ନାକୁ ଆସିଲା ୪୦ ଜଣଙ୍କ ସମ୍ଭାବ୍ୟ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆଜି ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ…

ନିର୍ବାଚନ ପରେ ସବୁଠୁ ଅଧିକ ଉପକୃତ ହେଲେ ଏହି ସହରର ଲୋକେ; ବଢ଼ିଲା ଜମି ଦର

ନୂଆଦିଲ୍ଲୀ: ଦେଶରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ସହିତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାର ସୁଯୋଗ…

ମୋଦୀ ସରକାରଙ୍କ ଶପଥ ଗ୍ରହଣ ପାଇଁ ମୋତେ ନିମନ୍ତ୍ରଣ ମିଳିନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ ଏବଂ ଏଥିରେ ଯୋଗ ଦେବେ ନାହିଁ।…

(Video) ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ ନେତା.. ଜାଣନ୍ତୁ ବଡ଼ କାରଣ

ଭୁବନେଶ୍ବର: କାହିଁକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଧର୍ମେନ୍ଦ୍ର? କାହିଁକି ବିଜେପିର ଓଡିଶା ବିଜୟରେ ଧର୍ମେନ୍ଦ୍ରଙ୍କୁ ମିଳୁଛି ଶ୍ରେୟ? ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ?…

BIG BREAKING…ପୁଣି ଥରେ କଂଗ୍ରେସ ଦଳର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦଳୀୟ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ନୂଆ ଉତ୍ସାହ ଦେଖିବାକୁ ମିଳୁଛି। କଂଗ୍ରେସ…

(Video) ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ; ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋଗ

ଭୁବନେଶ୍ବର: ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ । ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋ । ଜେପି ନେତା ଜୟନାରାୟଣ ମିଶ୍ରଙ୍କର ଏମିତି ପ୍ରତିକ୍ରିୟା ପରେ ଏବେ ଇଡିରେ ପାଣ୍ଡିଆନଙ୍କ…

Big Breaking; ପଦ୍ମ ଧରିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ: ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର: ନିର୍ବାଚନ ହାରିବା ପରେ ବିଜେଡିକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଜଣେ ବରିଷ୍ଠ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି…