Browsing Category
ରାଜନୀତି
କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; ମହିଳା ଗାର୍ଡଙ୍କୁ ନିଲମ୍ବିତ କଲେ CISF ଡିଜି
ମୁମ୍ବାଇ: କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆ ଯାିଇଛି। ଅଭିଯୁକ୍ତ ମହିଳା ଗାର୍ଡଙ୍କୁ ନିଲମ୍ବିତ କରିଛନ୍ତି CISF ଡିଜି । ସୂଚନା ଅନୁଯାୟୀ, ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନା…
ଇସ୍ତଫା ଦେବେ ୟୁପି ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧରୀ: ଦଳର ଖରାପ ପ୍ରଦର୍ଶନ ପରେ ନିଜକୁ ଦାୟୀ କଲେ
ନୂଆଦିଲ୍ଲୀ: ନିକଟରେ ଘୋଷିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସନ ପାଇଥିଲେ ହେଁ ୨୭୨ ମ୍ୟାଜିକ୍ ନମ୍ବରଠାରୁ ପଛରେ ରହିଯାଇଥିଲା । ତେବେ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ଦଳ…
(Video) ଜଣାପଡ଼ିଲା ନବୀନଙ୍କ ପରେ କିଏ ସମ୍ଭାଳିବ ବିଜେଡିର ମଙ୍ଗ; କିଏ ହେବ ନବୀନଙ୍କ ଉତ୍ତରାଧିକାରୀ!
ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଭୋଗିଛି ବଡ ବିପର୍ଯ୍ୟୟ । ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ହୋଇଛି ପରାଜୟ । ବିଧାନସଭା ନିର୍ବାଚନରେ ଦଳକୁ ଲାଗିଛି ଅପ୍ରତ୍ୟାଶିତ…
ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର…
BIG BREAKING…ଦିଲ୍ଲୀ ପଳାଇଗଲେ ଭିକେ ପାଣ୍ଡିଆନ୍!; ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଜୁନ୍ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସମସ୍ତେ ଏକ ପ୍ରକାରର ସ୍ତବ୍ଦ ହୋଇ ଯ଼ାଇଛନ୍ତି । ଏହାରି ଭିତରେ ଦେଖିବାକୁ ଗଲେ ବିଜେଡି ଏଭଳି ହାରିବା ଦେଖି…
ଓଡ଼ିଶା ବିଜେପି ପାଇଁ ପୁଣି ଖୁସି ଖବର: ଭାଜପା ବିଧାୟକ ସଂଖ୍ୟା ୭୯କୁ ବୃଦ୍ଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୫ ଥର ବିଜେଡି ସରକାର ଗଠନ କରିଥିବା ବେଳେ ୬ଷ୍ଠ ଥର…
ଚଣ୍ଡିଗଡ଼ରେ କଙ୍ଗନା ରାଣାୱତଙ୍କୁ ଆକ୍ରମଣ; ବିମାନବନ୍ଦରେ ଚାପୁଡ଼ା ମାରିଲେ CISF ଗାର୍ଡ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମାଡ଼ ମରାଯାିଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼…
ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ତେବେ ଖବର ଅନୁସାରେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ…
ବିଜେପିର ବଡ଼ ଘୋଷଣା: ୨୦୨୫ରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ନଥିବାରୁ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ବିହାରର ନୀତିଶ କୁମାରଙ୍କ ଜେଡିୟୁ ସହ ମେଣ୍ଟ କରି ସରକାର ଗଠନ କରିବ ।…
(Video) ଜଣାପଡ଼ିଲା କେଉଁଠି ଅଛନ୍ତି ଭି.କେ ପାଣ୍ଡିଆନ୍! ସତ କଥା କହିଦେଲେ ଦୁଇ ବିଧାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ପ୍ରକାଶିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ୬ଷ୍ଠ ଥର କ୍ଷମତା ଦଖଲ କରିବା ଲକ୍ଷ୍ୟରେ…