fbpx
Browsing Category

ରାଜନୀତି

BIG BREAKING…ମୁମ୍ବାଇରେ ଫେସବୁକ ଲାଇଭ୍ ବେଳେ ଶିବସେନାର ପୂର୍ବତନ କାଉନସିଲରଙ୍କୁ ଗୁଳିମାଡ଼; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଶିବସେନା (ୟୁବିଟି)ର ପୂର୍ବତନ କାଉନସିଲର ଅଭିଷେକ ଘୋସାଲକରଙ୍କୁ ଜଣେ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବୋରିଭାଲିର କରୁଣା ହସ୍ପିଟାଲରେ ଭର୍ତ୍ତି…

ଓଡ଼ିଶା ଆସୁଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର! ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ କରିବେ ସମୀକ୍ଷା

ଓଡ଼ିଶା ଭାସ୍କର: ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଉ ଏହି ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର…

(Video) ଚର୍ଚ୍ଚାରେ ବିହାର ପଲିଟିକ୍ସ୍; ‘ସମସ୍ତଙ୍କ ଫାଇଲ ଖୋଲାଯିବ’- କାହିଁକି ଏପରି କହିଲେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ?…

ପାଟନା: ବିହାରର ଡେପୁଟି ସିଏମ ସମ୍ରାଟ ଚୌଧୁରୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଘେରିଛନ୍ତି । ସମ୍ରାଟ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, "ଗତ ଏକ ସପ୍ତାହ ଧରି ଆରଜେଡିର ବିଡ୍ କେଉଁଠୁ ଆସୁଛିୱ ? ସମସ୍ତେ ଉଲଗ୍ନ ହୋଇ…

ମୋବାଇଲ-ଇଣ୍ଟରନେଟ ସେବା କଟକଣା ଭିତରେ ପାକିସ୍ତାନରେ ଶେଷ ହେଲା ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଥିଲା । ଆତଙ୍କବାଦ ସମ୍ପର୍କିତ ମାମଲାକୁ ଦୃଷ୍ଟିରେ…

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଲା ଅଧିକ ଅର୍ଥ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଏହି ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର…

ସଂସଦୀୟ କ୍ଷେତ୍ରକୁ ରାଜ୍ୟ ବିଜେପିର ଫୋକସ: ପ୍ରଭାରୀ ସାଙ୍ଗକୁ ସଂଯୋଜକଙ୍କ ନାମ ଘୋଷଣା

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକିଥିବା ବେଳେ ରାଜ୍ୟରେ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶାସକ ବିଜେଡି ସମସ୍ତ ସଂସଦ ଓ ବିଧାନସଭା କ୍ଷେତ୍ର…

‘ED ମୋ ବିରୁଦ୍ଧରେ ଏପରି ଲାଗିଛି, ଯେମିତି ମୁଁ ଜଣେ ବଡ଼ ଆତଙ୍କବାଦୀ’: CM କେଜ୍ରିୱାଲଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଦ୍ୱାରକାରେ ଏକ ସ୍କୁଲର ନୂଆ ବିଲ୍ଡିଂର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଇଡି ଦ୍ୱାରା ଚାଲୁଥିବା…

ସଂସଦରେ ଉପସ୍ଥାପିତ ହେଲା ‘ଶ୍ୱେତପତ୍ର’; ସରକାର କହିଲେ- ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଅର୍ଥନୀତିକୁ ନେଇ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ…

ମୋଦୀଙ୍କୁ ଜିତାଇବା ଲାଗି ଆମେରିକାରେ ଚାଲିଛି ପ୍ରସ୍ତୁତି, ୨୫ ଲକ୍ଷରୁ ଅଧିକ ଫୋନ୍ କଲ୍ କରି ସମର୍ଥନ ଜୁଟାଇବ ଏହି ସଂଗଠନ

ନୂଆଦିଲ୍ଲୀ: ଭାରତରେ ଆଗାମୀ କିଛି ମାସ ଭିତରେ ଲୋକସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି, କଂଗ୍ରେସ ସହିତ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳ ଏହି ନିର୍ବାଚନ ଲାଗି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି…

କଂଗ୍ରେସର ‘ବ୍ଲାକ୍ ପେପର’କୁ ନଜର ଦୋଷରୁ ସୁରକ୍ଷା ଦେଉଥିବା କଳା ଟିକା ସହ ତୁଳନା କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ବିରୋଧରେ କଂଗ୍ରେସ ଦଳ ଆଣିଥିବା 'ବ୍ଲାକ୍ ପେପର'କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରଙ୍କ ପାଇଁ 'କଳା ଟିକା' ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ତବରେ ୧୦ ବର୍ଷର…