fbpx
Browsing Category

ଜ୍ଞାନ ବିଜ୍ଞାନ

(Video) ଅଜଣା କଥା… Spaceରୁ ଫେରିବା ପରେ କ’ଣ ଖାଆନ୍ତି ମହାକାଶଚାରୀ ? କିପରି ଥାଏ ସେମାନଙ୍କ ଲାଇଫଷ୍ଟାଇଲ….

ଓଡ଼ିଶା ଭାସ୍କର: ଆଜି ଜାତୀୟ ବିଜ୍ଞାନ ଦିବସ । ବର୍ତ୍ତମାନ ଭାରତ ବିଜ୍ଞାନ କ୍ଷେତ୍ରରେ ଖୁବ ସଫଳତା ହାସଲ କରିପାରିଛି । ବିଶେଷ କରି ବର୍ତ୍ତମାନ ମହାକାଶ ଯାତ୍ରାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି ।…

୩ ଜଣ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର! ପାରମ୍ପରିକ ଖଜୁରୀରୁ ବିଦ୍ୟୁତ ସୃଷ୍ଟି ହେଲା, ଏହା କିପରି ସମ୍ଭବ?

ନୂଆଦିଲ୍ଲୀ: ଆଜିର ସମୟରେ ବିଜ୍ଞାନ ବହୁ ବଡ଼ ବଡ଼ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ପୂର୍ବରୁ ମେଡିକାଲ ସାଇନ୍ସ ବହୁ ନୂଆ ନୂଆ ଉଦ୍ଭାବନ, ଆବିଷ୍କାର କରିଥିବା ବେଳେ ଏହା ମଧ୍ୟରେ ୩ ଜଣ ବୈଜ୍ଞାନିକ ଏକ ବଡ଼ ସଫଳତା…

Cancer ଚିକିତ୍ସାରେ TATA Institute କୁ ବଡ଼ ସଫଳତା: ୧୦୦ ଟଙ୍କାରେ ମିଳିବ କ୍ୟାନସରର ବଟିକା

ମୁମ୍ବାଇ: ଦେଶର ପ୍ରମୁଖ କ୍ୟାନ୍ସର ଗବେଷଣା ଏବଂ ଚିକିତ୍ସା ପ୍ରଦାନକାରୀ ସଂସ୍ଥା ଟାଟା ଇନଷ୍ଟିଚ୍ୟୁଟ ଏକ ବଡ଼ ସଫଳତା ହାସଲ କରିଛି । ଏକ ଚିକିତ୍ସା ବଳରେ କ୍ୟାନ୍ସରକୁ ଗାଏବ କରିପାରିବ ବୋଲି ସଂସ୍ଥା ପକ୍ଷରୁ ଦାବି…

ଆସୁଛି ନୂଆ ଫିଚର: ସାଙ୍ଗକୁ ଆଉ କହିପାରିବେନି ମିଛ, ଆପଣ ଯେଉଁଠି ଥିଲେ ବି କହିଦେବ ଇନ୍‌ଷ୍ଟାଗ୍ରାମ୍‌!

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କହିଲେ ଏବେ ସବୁଠୁ ଆଗରେ ‘ଇନଷ୍ଟାଗ୍ରାମ୍‌’ ନାମ ଆସୁଛି। କାରଣ ବର୍ତ୍ତମାନ ଅନେକ ଲୋକ ଏହି ସୋସିଆଲ ମିଡ଼ିଆ ଆପକୁ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି। ତେବେ ୨୦୨୪…

ଗଗନଯାନ ମିଶନ ପାଇଁ ମହାକାଶଚାରୀଙ୍କ ନାଁ ଘୋଷଣା କଲା ISRO

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ISRO । ଏପରି ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ISRO । ଆଜି କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ…

ଆଜି ଗଗନଯାନର ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତର କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଗସ୍ତ କରିବେ । କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର(VSSC) ଗସ୍ତ କରିବାର…

କିଛି ଅଜଣା କଥା: କେବଳ ମଣିଷ ନୁହେଁ, ମହାକାଶକୁ ମହୁମାଛି, ମୂଷା, ମାଙ୍କଡ଼, କୁକୁର, କଇଁଛ ଓ ବିଲେଇ ମଧ୍ୟ ଯାତ୍ରା କରିଥିଲେ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ମଣିଷ ଦିନକୁ ଦିନ ନୂଆ ନୂଆ ସଫଳତା ହାସଲ କରୁଛି । ତେବେ କେବଳ ମଣିଷ ନୁହନ୍ତି, ପଶୁପକ୍ଷୀମାନେ ମଧ୍ୟ ମହାକାଶକୁ ଯାତ୍ରା କରିଥାନ୍ତି । ଏ ବାବଦରେ ଅନେକ ଅଜ୍ଞାତ ଥାଆନ୍ତି । ମହୁମାଛି,…

ମଙ୍ଗଳ ଗ୍ରହକୁ ହେଲିକପ୍ଟର ପଠାଇବ ଭାରତ: ଜାଣନ୍ତୁ, ଏହି ମିଶନ ବିଷୟରେ କିଛି ଖାସ୍ ତଥ୍ୟ

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ ଭାରତ ସରକାର । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା…

ଗୋଟିଏ କାନ୍ଧିରେ ଫଳିବ ହଜାରେ କଦଳୀ: RPRC ବିକଶିତ କରୁଛି ଏକ ନୂଆ କିସମର କଦଳୀ ‘ଉଦୟମ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ଜିନିଷ ଉଦ୍ଭାବନ କରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି । ତେବେ ଏହା ମଧ୍ୟରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆରସି)ର ବୈଜ୍ଞାନିକମାନେ ଏକ…

ଡିଜେ ମ୍ୟୁଜିକ୍ ବାଜିବାରୁ ବ୍ୟକ୍ତିଙ୍କର ଜୀବନ ଚାଲିଗଲା: ସଙ୍ଗୀତ ସହିତ ମଣିଷର ହୃଦୟର କ’ଣ ସମ୍ପର୍କ ରହିଛି, ଏହା ପଛର ବୈଜ୍ଞାନିକ ରହସ୍ୟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ବିବାହ ଉତ୍ସବମାନଙ୍କରେ ନାଚୁ ଥିବା ସମୟରେ ଅନେକ ଲୋକ ହାର୍ଟ ଆଟାକରେ ମୃତ୍ୟୁବରଣ କରିଥାନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ବିହାରରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା ।…