Browsing Category

ଜ୍ଞାନ ବିଜ୍ଞାନ

WWDC 2024 Roundup: iOS 18, iPadOS 18 ପାଇଁ AI କ୍ଷମତାସମ୍ପନ୍ନ ଫିଚର ଘୋଷଣା କଲା ଆପଲ

ନୂଆଦିଲ୍ଲୀ: ଆପଲ ଶେଷରେ ଆପଲ ଆଇଓଏସ ୧୮, ଆଇପ୍ୟାଡଓଏସ, ମାକଓଏସ ସେକ୍ୟୁଇଆ, ୱାଚଓଏସ୧୧ ଓ ଅନ୍ୟ ଆପଲ ଇଣ୍ଟେଲିଜେନ୍ସ (ଆଇଫୋନ, ଆଇପ୍ୟାଡ ଓ ମାକ ପାଇଁ ଏଆଇ ପିଚର) ଘୋଷଣା କରିଛି । ଏଥିରେ ମଧ୍ୟ ଫଟୋ, ହୋମ ସ୍କ୍ରିମନ,…

IIT କାନପୁର ବିକଶିତ କରୁଛି ‘କୃତ୍ରିମ ଦିଲ୍’: ଯେଉଁ ଲୋକଙ୍କର ହୃଦୟ ଠିକରେ ରକ୍ତ ପମ୍ପ କରୁନଥିବ, ସେମାନଙ୍କ ପାଇଁ ଉପଯୋଗୀ ହେବ

ନୂଆଦିଲ୍ଲୀ: ଆଇଆଇଟି କାନପୁରକୁ ମିଳିଛି ଏକ ବଡ଼ ସଫଳତା । ଟାଇଟେନିୟମ ଧାତୁରୁ ଆଇଆଇଟି ଟିମ୍ ଦ୍ୱାରା ‘କୃତ୍ରିମ ହୃଦୟ’ ବିକଶିତ କରାଯାଉଛି । ଟେକନିକ୍ ଭାଷାରେ ଏହାକୁ ଏଲଭିଏଡି ବା ଲେଫ୍ଟ ଭେଣ୍ଟ୍ରିକୁଲର ଅସିଷ୍ଟ…

YouTube ରେ ଆସୁଛି ଦମଦାର ଫିଚର: ଭିଡିଓ ଦେଖିବା Game ଖେଳିପାରିବେ ୟୁଜର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବଦଳୁଛି ଯୁଗ, ବଦଳୁଛି ପସନ୍ଦ । ଆଉ ତା’ ସହିତ ଦିନକୁ ଦିନ ଡିଜିଟାଲ ହେଉଛି ସାରା ଦୁନିଆ । ସମୟ ସହ ତାଳ ଦେଇ ମଣିଷ ବି ଦିନକୁ ଦିନ ଅପଗ୍ରେଡ ହେବାରେ ଲାଗିଛି । ତେଣୁ ୟୁଜରଙ୍କ ଡିମାଣ୍ଡକୁ ନଜରରେ ରଖି…

ପୁଣି ଏକ ଘାତକ ଭାଇରସ୍ ପ୍ରସ୍ତୁତ କଲେ ଚୀନର ବୈଜ୍ଞାନିକ: ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ଘଟିବ ମୃତ୍ୟୁ!

ନୂଆଦିଲ୍ଲୀ: କରୋନା ଭାଇରସ୍ ନାଁ ଶୁଣିଲେ ଆଜି ବି ମନରେ କୋକୁଆ ଭୟ ସୃଷ୍ଟି ହେଉଛି । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜ ମାୟାଜାଲରେ କରାୟତ କରି ରଖିଥିଲା ଏହି ଭାଇରସ । ଚୀନର ଉହ୍ୱାନ ଲ୍ୟାବରୁ…

(Video) ମାର୍କେଟକୁ ଆସିଲା E-Spoon… ସୁଇଚ୍ ଅନ୍ କଲେ ଚାମଚରୁ ବାହାରିବ ଲୁଣ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର: ଆମେ ଖାଇବା ବେଳେ ଷ୍ଟିଲ ଚାମଚ ବ୍ୟବହାର କରିଥାଉ । ଚାମଚରେ ଖାଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି । ତେବେ ଚାମଚ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏବେ ମାର୍କେଟକୁ ଆସିଛି ଏକ ସୁନ୍ଦର ଏବଂ ଡିଜିଟାଲ…

Wow… ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ନୂଆ ‘ପୃଥିବୀ’! ସମ୍ଭବ ହେବ କି ଜୀବନଯାପନ ପ୍ରଣାଳୀ?

ଓଡ଼ିଶା ଭାସ୍କର: ବୈଜ୍ଞାନିକମାନେ ପୃଥିବୀରେ ତଥା ମହାକାଶରେ ଅନେକ ନୂଆ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏକ ବିରାଟ ସଫଳତା ହାସଲ କରିଛନ୍ତି ଦେଶର ବୈଜ୍ଞାନିକ । କୁହାଯାଉଛି ରିସର୍ଚ୍ଚ କରି…

ଗାଡ଼ି ସହ ନଈକୁ ପେଲିଦେଲା Google Map: ଭରସା କରି ଠକାମୀରେ ପଡ଼ିଲେ ୟୁଜର

ଓଡ଼ିଶା ଭାସ୍କର: କିଛି ଅଜଣା ରାସ୍ତା ବା ଅଜଣା ଜାଗାକୁ ଗଲେ ଅନେକ ଲୋକଙ୍କ ଭରସା ଥାଏ ଗୁଗଲ ମ୍ୟାପ୍ । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଏବଂ ଅଳ୍ପ ବାଟ ଦେଖାଇଥାଏ ସ୍ମାର୍ଟ ଫୋନର ଏହି ଫିଚର । କିନ୍ତୁ…

ଭୟଙ୍କର ଚେତାବନୀ ଦେଲା Science! ଆକାଶରେ ଦିଶିବେନି ତାରା, ମଣିଷ ପାଇଁ ବିପଦ ସାଜିବ ଆଲୋକ ପ୍ରଦୂଷଣ

ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେବେ ଏହା ମଧ୍ୟରେ ଏକ…

ଡାର୍କ ମିଟର୍, ଡାର୍କ ଏନର୍ଜୀ… ବ୍ରହ୍ମାଣ୍ଡର ସବୁଠୁ ବଡ଼ ରହସ୍ୟ ଉପରୁ ଉଠିବ ପରଦା: ଦେଖନ୍ତୁ ରିପୋର୍ଟ

ଓଡ଼ିଶା ଭାସ୍କର: ସାରା ବ୍ରହ୍ମାଣ୍ଡରେ ଅନେକ ଗୁଡ଼ିଏ ରହସ୍ୟ ଲୁଚି ରହିଛି । କୁହାଯାଏ, ପୃଥିବୀରେ ୭ଟି ଆଶ୍ଚର୍ଯ୍ୟକର ଜିନିଷ ରହିଛି । ଏହିସବୁ ରହସ୍ୟ ଉପରୁ ଅନେକ ଥର ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଦମାନେ ପରଦା ଉଠାଇବା…

ରିସର୍ଚ୍ଚରୁ ନୂଆ ଖୁଲାସା: Y କ୍ରୋମୋଜୋମ୍ସରୁ ୬ଟି ପାର୍ଟିକିଲ୍ସ ହଟାଇ ଦେବା ପରେ ପୁରୁଷ ଜୀବର ଲିଙ୍ଗ ବଦଳିଗଲା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଗବେଷଣା ଜରିଆରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି କୌଣସି ପୁରୁଷ ଜୀବକୁ ମାଈରେ ରୂପାନ୍ତରିତ କରିବା ସହଜ ହୋଇପାରିବ । ଭ୍ରୁଣ ଯେତେବେଳେ ପ୍ରାଥମିକ ଅବସ୍ଥାରେ ବିକଶିତ ହେଉଥିବ,…