Browsing Category

ଜ୍ଞାନ ବିଜ୍ଞାନ

ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନ ସ୍ଥଗିତ, ଉଡ଼ାଣ ପୂର୍ବରୁ ମହାକାଶ ଯାନରେ ଦେଖାଗଲା ଯାନ୍ତ୍ରିକ ତୃଟି

ନୂଆଦିଲ୍ଲୀ: ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା ସ୍ଥଗିତ ହୋଇଛି । ମହାକାଶଯାନ ବୋଇଂ ଷ୍ଟାରଲାଇନର(Boeing Starliner) ଉଡ଼ାଣ ଭରିବା ପୂର୍ବରୁ ସେଥିରେ କିଛି ଯାନ୍ତ୍ରିକ ତୃଟି…

ଭୟଙ୍କର ବିପଦରେ Android User! ଅନ୍ୟ କେହି ବ୍ୟବହାର କରୁନାହାନ୍ତି ତ ଆପଣଙ୍କ ଫୋନ୍?

ଓଡ଼ିଶା ଭାସ୍କର: କୋଟି କୋଟି ଆଣ୍ଡ୍ରଏଡ ୟୁଜରମାନଙ୍କ ପାଇଁ ଚେତାବନୀ ଜାରି କରିଛି Mcrosoft। ୟୁଜରମାନଙ୍କ ପାଇଁ ମାଲଓୟାର ଭାବରେ ଏକ ନୂଆ ବିପଦ ସେମାନଙ୍କୁ ଟାର୍ଗେଟ କରୁଛି । ଏହାଦ୍ୱାରା ଅନ୍ୟ ଜଣେ ଆପଣଙ୍କ ଫୋନ୍ ନ…

ଚନ୍ଦ୍ରମାରେ ଚମତ୍କାର… ପୁଣିଥରେ ଆକ୍ଟିଭ ହେଲା Chandrayaan: ଚନ୍ଦ୍ରପୃଷ୍ଠରୁ ପଠାଉଛି ଫଟୋ

ନୂଆଦିଲ୍ଲୀ: ୨୦୨୩ ମସିହାରେ ଭାରତର ଚନ୍ଦ୍ରଯାନ- ୩ ସଫଳତା ପରେ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଲ୍ୟାଣ୍ଡ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତର ଅନ୍ତରୀକ୍ଷ ଏଜେନ୍ସି ।…

(Video) ପୃଥିବୀ ପାଇଁ ବଡ଼ ବିପଦ! ସୂର୍ଯ୍ୟରେ ହେଉଛି ବିସ୍ଫୋରଣ, ଆହୁରି ବଢ଼ିଯିବ ତାତି, ସତ ହେବ କି ବୈଜ୍ଞାନିକଙ୍କ କଥା..

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ଜାରି କରିଥିବା ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଅସହ୍ୟ…

(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…

Moon Mission ଲଞ୍ଚ୍ କରିବ ଡ୍ରାଗନ୍: ଅଭାବୀ ଭିତରେ ପାକିସ୍ତାନ କରୁଛି ସହଯୋଗ!

ନୂଆଦିଲ୍ଲୀ: ଆଜି ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ ନିଜ ମୁନ୍ ମିଶନ୍ ଆରମ୍ଭ କରି ଦେଇଛି । ଏହି ମିଶନ୍ ସହାୟତାରେ ଚନ୍ଦ୍ରଠାରୁ ସବୁଠାରୁ ଦୂର ଏବଂ ଅନ୍ଧାରୁଆ ଅଞ୍ଚଳରେ ପହଞ୍ଚିବ ଡ୍ରାଗନ୍ । ଏହାସହିତ ସେଠାରୁ ପ୍ରଥମ ଥର ଚୀନ…

ହୃଦୟ ଉପରେ କ୍ରୋଧର ଏକ ବିଷାକ୍ତ ପ୍ରଭାବ ରହିଛି! ଏପରିକି କିଛି ସେକେଣ୍ଡର କ୍ରୋଧ ଆପଣଙ୍କ ହାର୍ଟକୁ ଡ୍ୟାମେଜ୍ କରିଦେଇପାରେ- ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ପାଇଁ ସବୁବେଳେ ଖୁସିରେ ରହିବା ନିହାତି ଜରୁରୀ ବୋଲି ଅନେକ ପରାମର୍ଶ ଦେଇଥାନ୍ତି । ତେବେ ଅନେକ ଲୋକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କଥା କଥାରେ ଅନେକ ଲୋକ ଭୀଷଣ…

ଅସମ୍ଭବ କାର୍ଯ୍ୟ କରିଦେଖାଇଲେ ପ୍ରତ୍ନତତ୍ତ୍ୱବିତ୍; ୭୫ହଜାର ବର୍ଷ ପୂର୍ବ ମୃତ ମହିଳାଙ୍କ ଚେହେରାର କଲେ ପୁନଃନିର୍ମାଣ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରତ୍ନତତ୍ତ୍ୱବିତ୍ ଦଳ ଗୁରୁବାର ଜଣେ ୭୫ ହଜାର ବର୍ଷ ତଳର ନିଏଣ୍ଡରଥାଲ ମହିଳାଙ୍କ ପୁନଃନିର୍ମିତ ଚେହେରା ପ୍ରକାଶ କରିଛନ୍ତି। ଯେତେବେଳେ ଗବେଷକମାନେ ଏହି ପ୍ରଜାତିକୁ ବ୍ରୁଟିସ୍ ଏବଂ ଅପରିଷ୍କାର…

ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର…

ଅନ୍ୟ ପ୍ରାଣୀଙ୍କ ଭଳି ନିଜ ଭିତରେ ଭାବର ଆଦାନ-ପ୍ରଦାନ କରିଥାଆନ୍ତି ଛତୁ; ରିସର୍ଚ୍ଚ

ଓଡ଼ିଶା ଭାସ୍କର: ମଣିଷମାନଙ୍କ ପରି ଗଛଲତା ମଧ୍ୟ ଜୀବନ୍ତ । ଏହି କଥା ଆମେ ଆଗରୁ ଜାଣିଛୁ । କିନ୍ତୁ ଏକଥା ବହୁ କମ ଲୋକ ଜାଣିଥିବେ ଆମେମାନେ ଯେଉଁଭଳି କଥାବାର୍ତା କରୁ ଠିକ ସେହିପରି ସେମାନେ ମଧ୍ୟ କଥାବାର୍ତ୍ତା…