Browsing Category

ସ୍ୱାଧୀନତା ଦିବସ

ଦେବାଶିଷଙ୍କୁ ଝୁରୁଛି କିଶୋରନଗର, ମାଟି ପାଇଁ ଦେଲେ ବଳିଦାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଜଙ୍ଗଲରେ ପାଦେ ପାଦେ ଥିଲା ଶତ୍ରୁ ଆକ୍ରମଣ ଭୟ । ସର୍ବଦା ସଜାଗ ରହୁଥିଲେ ବୀର ଯବାନ । ଶତ୍ରୁର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିବାକୁ ସତର୍କ ରହୁଥିଲେ । ନକ୍ସଲମାନଙ୍କ ମୃତ୍ୟୁଯନ୍ତାକୁ ମାତ୍…

ପାକର ବିଷବୋଳା ବେନଟ୍ ବି ପରାସ୍ତ କରିପାରିଲାନି ବୀର ବିପିନଙ୍କୁ, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୁହନି ଆଉ ସେ କାର୍ଗିଲ୍ କଥା । ଥରି ଯାଉଛି ଦେହ । ମନରେ ପଶି ଯାଉଛି ଛନକା । ଏମିତି ଆଉ କାହା ଜୀବନରେ ନଆସୁ । ଆମକୁ ସୁରକ୍ଷାର ଅଭେଦ୍ୟ ବଳୟ ଦେଇଆସୁଥିବା ଏ ଦେଶର ବୀର ଯବାନମାନେ ସର୍ବଦା…

ଭଉଣୀ ଜଗିଛି ଭାଇକୁ ବାନ୍ଧିବ ରାଖୀ, ମା’ ଆଖିରୁ ଗଡୁଛି ଲୁହଧାର, ହେଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସୱରି ସବୁଦିନ ବାଡ଼ି ବଗିଚାରୁ ଫୁଲଟିଏ ଆଣି ଭାଇର ପ୍ରତିମୂର୍ତ୍ତିରେ ରଖିଦିଅନ୍ତି । ମନର କୋହକୁ ଛାତିରେ ଚାପି ରଖି, ଚାହିଁ ରୁହନ୍ତି ଭାଇ ମୁହଁକୁ । ଏଇ ବରଷ ସେ ଭାଇକୁ ରାଖୀ ବାନ୍ଧି…

ସ୍ୱାଧୀନତା ଆନ୍ଦୋଳନକୁ ତୀବ୍ର କରିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ

ନୂଆଦିଲ୍ଲୀ: ସେହି ଦିନକୁ ଭାରତ କେବେବି ଭୁଲିପାରିବ ନାହିଁ, ଦିନଟି ହେଉଛି ୧୩ ଏପ୍ରିଲ୧୯୧୯ । ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଥିବା ଲୋକଙ୍କ ଉପରେ ଇଂରେଜ ସୈନ୍ୟମାନେ କରିଥିଲେ ଗୁଳିଚାଳନା । ଅତି ନିର୍ମମ ଭାବେ ମାରି…

ସହିଦ ଦୟାନିଧିଙ୍କୁ ଭୁଲିଯାଇଛି ପ୍ରଶାସନ, ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି

ଭଦ୍ରକ(ଓଡ଼ିଶା ଭାସ୍କର): ଦେଶକୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଏ, ସେହି ବୀର-ପରାକ୍ରମୀ ଯବାନମାନେ ଆମର ଚିର ନମସ୍ୟ । ଦେଶ ମାତୃକା ପାଇଁ ଲଢ଼ି ନିଜ ଜୀବନକୁ ବଳି ଦେଇ ଆମକୁ…

ତିନି ପୁରୁଷ ଧରି ଦେଶସେବାରେ, ଶଶାଙ୍କ ଶେଖରଙ୍କ ଆଶା ଅଧାରେ ଅଟକିଗଲା

ଓଡ଼ିଶା ଭାସ୍କର ବ୍ୟୁରୋ: ମୁଁ ଯେବେ ନଥିବି, ମୋ ପରିବାର କଥା ତୁମେ ବୁଝିବ । ମୁଁ ଜାଣିଛି ପୁଅ ତୁମକୁ ଅଝଟ କରିବ, ହେଲେ ତାକୁ ବୁଝେଇଦେବ । ମୋ ମା’ କଥା ବୁଝିବ, ମୋ ବାଟ ଚାହିଁ ସେ ସବୁବେଳେ ଘର ଆଗରେ ଠିଆ ହେଇ…

ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି

ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ…

ଅଗଷ୍ଟ ୧୫ର ଏହି ୧୦ଟି ଅଜଣା ତଥ୍ୟ ବିଷୟରେ ଆପଣ ଜାଣନ୍ତି କି?

ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ, ଏକଥା ସମସ୍ତେ ଜାଣନ୍ତି । ମାତ୍ର ଏହା ପଛର ଅନେକ କଥା ବୋଧହୁଏ ଅନେକଙ୍କୁ ଅଗୋଚର ଥିବ । ଆଜି ବି ଏପରି କିଛି କଥା ଜନମାନସରେ ଲୁଚି ରହିଛି, ଯାହା…

୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…