Browsing Category

ସ୍ପେସାଲ

ପାଣିର ରଙ୍ଗ ବଦଳିଲେ ଆସେ ବିପତ୍ତି! ଏହି କୁଣ୍ଡ କୁହେ କାଶ୍ମୀରର ଭବିଷ୍ୟତ: ଜାଣନ୍ତୁ କ୍ଷୀର ଭବାନୀ ମନ୍ଦିରର ରହସ୍ୟ

ଓଡ଼ିଶା ଭାସ୍କର: କାଶ୍ମୀର ଘାଟିର ଗାନ୍ଦରବଲ ଜିଲ୍ଲାରେ ଅବସ୍ଥିତ କ୍ଷୀର ଭବାନୀ ମନ୍ଦିର, କାଶ୍ମୀରର ଆଗାମୀ ଭବିଷ୍ୟତ ବିଷୟରେ ଦେଇଥାଏ ସୂଚନା । କାଶ୍ମୀରକୁ ବିପଦ ଆସିବା ପୂର୍ବରୁ ଏହି ମନ୍ଦିର ଦେଇଥାଏ ସଂକେତ ।…

କାଲି ପହିଲି ରଜ; ସଜେଇ ହେଉଛି ପୁରପଲ୍ଲୀ, ପିଠାପଣା ଓ ପାନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ…

ନକ୍ଷତ୍ର ପରିବର୍ତ୍ତନ କଲେ ଦେବଗୁରୁ ବୃହସ୍ପତି; କେଉଁ କ୍ଷେତ୍ର ହେବ ପ୍ରଭାବିତ, କ’ଣ କରିବେ ପ୍ରତିକାର

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ୯ଟି ଗ୍ରହରେ ଦେବ ଗୁରୁ ବୃହସ୍ପତିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଏହି ଗ୍ରହର ରାଶି ପରିବର୍ତ୍ତନ ବା ନକ୍ଷତ୍ର ପରିବର୍ତ୍ତନ ବିଶେଷ ଅଟେ। ଏଭଳି…

ଇୟରବଡ୍‌ରେ କାନ ସଫା କରୁଥିଲେ ସାବଧାନ; ନଚେତ୍ ହରାଇ ବସିବେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଅଧିକାଂଶ ଲୋକ କାନ ସଫା କରିବା ପାଇଁ ଇୟରବଡ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନେ ଇୟର ବଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତି । ଧୂଳି, ସୂକ୍ଷ୍ମ ଜୀବ, ଜଳ ଏବଂ ଛୋଟ ଛୋଟ କଣିକାଗୁଡ଼ିକରୁ…

ଅଳ୍ପ ବୟସରେ କାହିଁକି ଧଳା ହୋଇଯାଏ କେଶ ? ଜାଣନ୍ତୁ କାରଣ

ବର୍ତ୍ତମାନ କେଶକୁ ନେଇ ଅନେକ ସମସ୍ୟା ଦେଖାଗଲାଣି । କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା…

ଆଖିରେ ମାସ୍କ ଲଗାଇଲେ ମିଳିଥାଏ ଜବରଦସ୍ତ ଫାଇଦା, ବଢିଥାଏ ସ୍ମରଣ ଶକ୍ତି

ଆଖିରେ ମାସ୍କ ଲଗେଇ ଶୋଇବା ହୁଏତ ଆଜିକାଲି ଏକ ଟ୍ରେଣ୍ଡ୍ ହୋଇଛି। ଏଭଳି ପରିସ୍ଥିତିରେ କିଛି ଲୋକ ଭଲ ନିଦ ପାଇବା ପାଇଁ ଆଖିରେ ମାସ୍କ ଲଗାନ୍ତି। ଅନେକ ଲୋକ ଫ୍ୟାଶନ ଟ୍ରେଣ୍ଡ୍‌କୁ ଅନୁସରଣ କରିବା ପାଇଁ ଆଖିରେ ମାସ୍କ…

NEET ଗ୍ରେସ ମାର୍କ କ’ଣ? ଯାହାକୁ କରାଗଲା ରଦ୍ଦ, ଜାଣନ୍ତୁ ଏଥିପାଇଁ ବଦଳିଯିବ ପୂରା ଟପ୍ପରଙ୍କ ଲିଷ୍ଟ

ନୂଆଦିଲ୍ଲୀ: ନୀଟ ୨୦୨୪ ରେଜଲ୍ଟରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରାଦାନ କରାଯାଇଥିଲା । ଯେଉଁ କାରଣରୁ ଛାତ୍ରଛାତ୍ରୀଙ୍କ ମାର୍କରେ ପ୍ରାର୍ଥକ୍ୟ ଦେଖିବାକୁ ମିଳିଛି । ଗ୍ରେସ ମାର୍କ କାରଣରୁ ୬୭ଟି…

ମୋହନ ମାଝୀ କିଏ? ଯିଏ ୨୪ ବର୍ଷ ପରେ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସରପଞ୍ଚଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା

ଭୁବନେଶ୍ୱର: ୨୪ ବର୍ଷ ପରେ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି । ବିଜେପି ରାଜ୍ୟରେ ମୋହନ ଚରଣ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି । ୟୁପି-ମଧ୍ୟ ପ୍ରଦେଶ-ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ ବିଜେପି ଏକ…

ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ଚୟନ କଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବେ । ମୋହନଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । ରାଜ୍ୟର…

ସାବଧାନ୍! ପୁଣି ହେବ କି ‘Surgical Strike’? ଭାରତର କାଉଣ୍ଟର ଆଟାକ ଭୟରେ ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏବେ ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ଭାରତର ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି ।…