Browsing Category
ସ୍ପେସାଲ
ଅନ୍ଧାରରେ ଅଧିକ ସମୟ ବିତାନ୍ତୁ ନାହିଁ, ବିଗିଡ଼ିପାରେ ମସ୍ତିଷ୍କର ସନ୍ତୁଳନ
ପ୍ରାୟତଃ ଆମ ଶରୀର, ଚର୍ମ, ହୃଦୟ, ପେଟ ଆଦି ସମସ୍ତ ଅଙ୍ଗକୁ ସୁସ୍ଥ ରଖିବା ପାଇଁ ଆମେ ବହୁତ କଠିନ ପରିଶ୍ରମ କରିଥାଉ, କିନ୍ତୁ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ୍ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆମେ ବିଶେଷ…
କ୍ରିକେଟ ମାନଚିତ୍ରରୁ ହଜିଗଲାଣି ଓଡ଼ିଶା: ୩ ଫର୍ମାଟରେ ଓଡ଼ିଆ ଖେଳାଳିଙ୍କ ସ୍ଥାନ ଶୂନ, ଗତ ୨୦ ବର୍ଷର ଇତିହାସ ଦେଖିଲେ ଦୁଃଖ ଲାଗୁଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ଅଜସ୍ର ପ୍ରୋତ୍ସାହନ ରାଶି ଯୋଗାଇ…
ଥଣ୍ଡା ବଢ଼ିବା କାରଣରୁ ଶୀତଦିନେ ଦେଖାଦିଏ ଫ୍ଲୁ, ନିମୋନିଆ ଭଳି ସମସ୍ୟା, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି
ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଏହି ସମୟରେ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜୁରୁରୀ । ଶୀତଦିନେ ବିଭିନ୍ନ କାରଣରୁ ହୃଦଘାତର ଆଶଙ୍କା ରହିଥାଏ । ତେଣୁ ହୃଦଘାତର ସାମାନ୍ୟ ଲକ୍ଷଣ ଦେଖାଦେଲେ…
Lawyer ଓ Advocate ମଧ୍ୟରେ ତଫାତ୍ କ’ଣ: ଦୁଇଟି ପଦ ମଧ୍ୟରେ ଆକାଶ-ପାତାଳ ଫରକ, କାହାକୁ ମିଳିଥାଏ ଅଧିକ ସୁବିଧା
ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ଲାଭ କରିବା ପରେ ଦେଶରେ ସମ୍ବିଧାନ ଲେଖା ହୋଇଥିଲା । ଏହି କ୍ରମରେ ନାଗରିକଙ୍କୁ ନ୍ୟାୟ ମିଳିବା ଲକ୍ଷ୍ୟରେ ନ୍ୟାୟପାଳିକା ସ୍ଥାପନ କରାଯାଇଥିଲା । ସେଥିପାଇଁ ଅଲଗା ଅଲଗା ଲୋକ (ଲୟାର ଓ…
ଡାଏଟରେ ଏହି ଖାଦ୍ୟ ସାମିଲ କଲେ ନିୟନ୍ତ୍ରଣକୁ ଆସିଥାଏ ଖରାପ କୋଲେଷ୍ଟ୍ରଲ, ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି
ଖରାପ ଖାଦ୍ୟ ଅଭ୍ୟାସ ହେତୁ ଅନେକ ପ୍ରକାରର ଅନାବଶ୍ୟକ ଜିନିଷ ଶରୀରରେ ଜମା ହେବା ଆରମ୍ଭ କରେ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଅନେକ ଥର ଫାଷ୍ଟଫୁଡ୍ କିମ୍ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ର…
ଦୁଃଖଦ ଖବର: ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପ୍ରାଣ ହରାଇଲେ ୨ଜଣ ଯୁବକ
ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଣୁ ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ…
ଶୀତଦିନରେ କିସମିସ ଏବଂ ଖଜୁରୀ ଅଧିକ ଖାଉଛନ୍ତି କି ? ଭୋଗିପାରନ୍ତି ଏହିସବୁ ସମସ୍ୟା
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଶ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଖାସକରି ଶୀତଦିନରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେଇଥାନ୍ତି । ଫଳରେ ଯୋଗ ବାୟାମ୍…
ଭାରତୀୟ ସମ୍ବିଧାନକୁ ନେଇ ଜାଣନ୍ତୁ ୧୦ଟି ବଡ଼ ରହସ୍ୟ
ନୂଆଦିଲ୍ଲୀ: ୧୯୫୦ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସେହିପରି ନଭେମ୍ବର ମାସ ୨୬ ତାରିଖକୁ ସାରା ଦେଶରେ…
ସମ୍ବିଧାନର ନିୟମ ଜାଣନ୍ତୁ: ଭାରତରେ ଜଣେ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିପାରିବ, ମାତ୍ର ସେଥିପାଇଁ….
ନୂଆଦିଲ୍ଲୀ: ଆମ ଦେଶରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ଏଠାରେ ଦ୍ୱିତୀୟ ବିବାହକୁ ନେଇ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । ମୁସଲିମ ଅଧିନିୟମ ଅନୁସାରେ ଜଣେ ପୁରୁଷ ବିନା ତଲାକରେ ଦ୍ୱିତୀୟ…
ଦୁନିଆରେ ୫୦ ବର୍ଷରୁ କମ ବୟସର ଲୋକଙ୍କ ଠାରେ କାହିଁକି ବଢୁଛି କ୍ୟାନ୍ସର ବିପଦ ? ଜାଣନ୍ତୁ ବୈଜ୍ଞାନିକଙ୍କ ରାୟ
ସାରା ବିଶ୍ୱରେ କ୍ୟାନ୍ସର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଏହି ରୋଗରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । କ୍ୟାନ୍ସର ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାର ଉପଚାର ବାହାର କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ…