Browsing Category

ସ୍ପେସାଲ

ରାଶିଫଳ(ଶନିବାର,୨୬ ମାର୍ଚ୍ଚ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…

ମନୋବାଞ୍ଛା ପୂରଣ ହେଲେ ଏଠାରେ ଅର୍ପଣ କରାଯାଏ ମଦ: ଭକ୍ତମାନେ ବି ପ୍ରସାଦ ଭାବେ ପିଅନ୍ତି, ଦେଖନ୍ତୁ Video

ଅମୃତସର: ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଭୋମା ଗାଁର ବାବା ରୋଡେ ଶାହାଙ୍କ ଦରଗାରେ ପ୍ରସାଦ ରୂପରେ ମଦ ଅର୍ପଣ କରାଯାଏ ଓ ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଏ । ସୋସିଆଲ…

ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ପଛର ଅସଲ କାରଣ କ’ଣ, ଏହା ପଛରେ ରହିଛି କି ରାଜନୀତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା କରାଯିବା ପରେ ପ୍ରତିଶୋଧପରାୟଣ ସ୍ୱରୂପ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୬ ମହିଳା,…

ବସରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଅର ପାର୍ଟି: ଢ଼କ୍ ଢ଼କ୍ କରି ପିଉଥିବାର Video ଭାଇରାଲ

ଚେନ୍ନାଇ: ପାଠ ପଢ଼ିବା ନାଁରେ ବାପା-ମାଙ୍କ ଆଖିରେ ଧୂଳି ଦେଉଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ତାମିଲନାଡ଼ୁ ଚେଙ୍ଗଲପେଟ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଥିରେ କିଛି ସ୍କୁଲ ଛାତ୍ରଛାତ୍ର୍ରୀ…

ବିହାରର ଅଶୁଭ ବଙ୍ଗଳା! ଏଠାରେ ପାଦ ଦେବା ମାତ୍ରେ ନେତା-ମନ୍ତ୍ରୀଙ୍କ ଖରାପ ଦିନ ଆରମ୍ଭ ହୁଏ

ପାଟନା: ରାଜନୀତିରେ ଅନ୍ଧବିଶ୍ୱାସର ପ୍ରଚଳନ କୌଣସି ନୂଆ କଥା ନୁହେଁ । ବିହାରରେ ବିଆଇପି ପାର୍ଟିର ୩ ବିଧାୟକ ଭାରତୀୟ ଜନତା ପାର୍ଟି ବା ବିଜେପିରେ ସାମିଲ ହେବା ପରେ ଏବେ ଭିଆଇପିର ପ୍ରତିଷ୍ଠାତା ମୁକେଶ ସହନି ମନ୍ତ୍ରୀ…

ରାଶିଫଳ(ଶୁକ୍ରବାର,୨୫ ମାର୍ଚ୍ଚ,୨୦୨୨)

ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…

ଚୈତ୍ର ନବରାତ୍ରି ବ୍ରତରେ କରନ୍ତୁ ଏହି ୧୦ ନିୟମର ପାଳନ: ପ୍ରସନ୍ନ ହେବେ ଜଗତ ଜନନୀ ମା ଦୁର୍ଗା

ଆସନ୍ତା ଏପ୍ରିଲ ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରିର ପବିତ୍ର ସମ୍ଭାର । ଏହି ଅବସରରେ ମା ଦୁର୍ଗାଙ୍କର ୯ ସ୍ୱରୂପାଙ୍କୁ ପୂଜା ଆରାଧନା କରାଯାଇଥାଏ । ନବରାତ୍ରି ପାଳନ କରୁଥିବା ଭକ୍ତମାନେ ଏପ୍ରିଲ ୧୧…

ପାପମୋଚିନୀ ଏକାଦଶୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ଟି କାମ: ଏହି କଥାର ରଖନ୍ତୁ ଧ୍ୟାନ

ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ପାଳନ ହେବ ପାପମୋଚିନୀ ଏକାଦଶୀ । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ବ୍ରତ କଥାର ପାଠ କରିବା ସହ ବ୍ରତ କଲେ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାର୍ଚ୍ଚ ୨୭ ସନ୍ଧ୍ୟା…

ରାଶିଫଳ(ଗୁରୁବାର,୨୪ ମାର୍ଚ୍ଚ,୨୦୨୨)

ମେଷ - କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ, ଉତ୍ତମ ଜ୍ଞାନକୌଶଳ ଆହାରଣ କରି ବ୍ୟବସାୟିକ ପ୍ରଯୁକ୍ତି କ୍ଷେତ୍ରରେ ସଫଳ ହେବେ, ପୂର୍ବରୁ କରିଥିବା ଋଣ ପରିଷୋଧ…

ଯେସାକୁ ତେସା: ଛୁରୀରେ ଆକ୍ରମଣ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗୁଳି କଲା ଡ୍ରାଇଭର, ଦେଖନ୍ତୁ ଭିଡ଼ିଓ

ୟରୁଶଲମ: ଦକ୍ଷିଣ ଇସ୍ରାଏଲର ସହର ବେରଶେବା ସହରରେ ଘଟିଛି ଏକ ଲୋମଟାଙ୍ଗୁରା ଘଟଣା । ଅଚାନକ୍ ଜଣେ ବ୍ୟକ୍ତି ଛୁରୀ ଧରି ଆକ୍ରମଣ କରିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ପୋଲିସ ଆତଙ୍କବାଦୀ ଆକ୍ରମଣ ଭାବେ…