Browsing Category

ସ୍ପେସାଲ

ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହି ଦିବସରେ ଭାରତର ବୀର ସଂଗ୍ରାମୀମାନେ ଅସହ୍ୟ ନିର୍ଯାତନା ସହି ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଥିଲେ । ଏହି…

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…

୨୮ ପତ୍ନୀ, ୩୫ ପିଲା ଓ ୧୨୬ ନାତି-ନାତୁଣିଙ୍କ ସାମ୍ନାରେ ୩୭ତମ ବିବାହ ରଚିଲେ ବ୍ୟକ୍ତି, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଆପଣମାନେ ରାଜାମାନଙ୍କର ଅନେକ ବାହାଘର କାହାଣୀ ତ ଶୁଣିଥିବେ, କିନ୍ତୁ ଆଜିର ଯୁଗରେ ବି ଏପରି ଘଟଣା ଆପଣ କେବେ କଳ୍ପନା ବି କରିନଥିବେ । ନିକଟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲିର ଭୁଲ ଖାଦ୍ୟ-ପାନୀୟକୁ ନେଇ ପେଟରେ ଗ୍ୟାସ ସମସ୍ୟା ଦେଖାଯିବା ସାଧାରଣ ହୋଇଗଲାଣି । କେବଳ ବୟସ୍କ ନୁହେଁ, ବରଂ ଛୋଟରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି…

ଖାଇବାର ତରିକା ବଦଳାନ୍ତୁ, ଅଧିକ ଶକ୍ତି ପାଆନ୍ତୁ

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ହେଁ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ…

୪ ବର୍ଷ ବୟସରେ ୬୫ କିଲୋମିଟର୍ ରେସ୍ ଦୌଡ଼ିଥିବା ବୁଦ୍ଧିଆ ସିଂ ଏବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଦ୍ଧିଆ ସିଂ, ନାଁଟି ନିଶ୍ଚୟ ମନେ ଥିବ । ୨୦୦୬ ମସିହାରେ ୪ ବର୍ଷ ବୟସରେ ବୁଦ୍ଧିଆ ସଂ ପୁରୀରୁ ଭୁବନେଶ୍ୱର ମଧ୍ୟରେ ପୂରା ୬୫ କିମି ରେସ୍ ପୂରା କରିଥିଲେ । ଆଉ ତାପରେ ଏକ ଚର୍ଚ୍ଚିତ…

ଟାଇଗର ଶ୍ରଫଙ୍କ ହୃଦୟସ୍ପର୍ଶୀ ଗୀତ ‘ବନ୍ଦେ ମାତରମ୍’; ସ୍ୱତନ୍ତ୍ରତା ଦିବସ ଅବସରରେ ରିଲିଜ ହେବ

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡରେ ଫିଲ୍ମରେ ନିଜର ଆକ୍ସନକୁ ନେଇ ଟାଇଗର ଶ୍ରଫ ସମସ୍ତଙ୍କୁ ଚକିତ କରିଦେଇଥାନ୍ତି । ଟାଇଗରଙ୍କ ଆକ୍ସନ ସିନକୁ ଫ୍ୟାନମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି । ଆଉ ଏବେ ଏହି ଅଭିନେତା ସଂଗୀତରେ…

ଯେଉଁ ସମୟରେ ସାବୁନ ନଥିଲା କେମିତି ଚମକୁଥିଲା ରାଜା-ରାଣୀଙ୍କ ପୋଷାକ ?

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କେବେ ଧ୍ୟାନ ଭାବିଛନ୍ତି କି ଯଦି ସାବୁନ୍ ସର୍ଫ ନଥାନ୍ତା ତାହେଲେ କେମିତି ନିଜର କପଡ଼ା ଧୋଇଥାନ୍ତେ । ତାହେଲେ ପୂରାତନ କାଳରେ ଥିବା ରାଜା-ରାଣୀ ମାନଙ୍କ ମହଙ୍ଗା ପୋଷାକ ସବୁ କିପରି…

କୃଷ୍ଣଙ୍କ ବାଟ ଚାହିଁ ବସିଛି ମା’, ସ୍ତ୍ରୀ କାନ୍ଦୁଛି ଗୁମୁରି ଗୁମୁରି

ଓଡ଼ିଶା ଭାସ୍କର ବ୍ୟୁରୋ: ଜଣେ ସୈନିକର ଲଢ଼େଇର ଅନ୍ତ ନଥାଏ । ତା ପାଇଁ ଯିଏ ଘରେ ଆଉ ସମାଜରେ ସୁରକ୍ଷିତ, ସେ ବଞ୍ଚିରହେ ପ୍ରତିଟି ମୁହୂର୍ତ୍ତ ସେମାନଙ୍କ ହୃଦୟରେ । ଶରୀର ହୁଏତ ମଳିନ ପଡ଼ିଯାଏ ସମୟ ସନ୍ଧିରେ କିନ୍ତୁ ଯବାନ…

କେବଳ ହିରୋସୀମା ଓ ନାଗାସାକି ଉପରେ କାହିଁକି ପରମାଣୁ ବୋମା ପକାଇଥିଲା ଆମେରିକା ?

ନୂଆଦିଲ୍ଲୀ: ଆଜି ହେଉଛି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । କେବଳ ଜାପାନ ଏହା ଦ୍ୱାରା ଚକିତ…