Browsing Category
କ୍ରିକେଟ ବିଶ୍ୱକପ୍
Cricket World Cup 2023
ଦକ୍ଷିଣ ଆଫ୍ରିକାର ବିଶାଳ ଟାର୍ଗେଟରେ ଚାପଗ୍ରସ୍ତ ହୋଇଗଲା ନ୍ୟୁଜିଲାଣ୍ଡ ; ୧୯୦ ରନରେ ଦଳ ପରାସ୍ତ
ଓଡିଶା ଭାସ୍କର; ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ ଆଗରେ ଦକ୍ଷିଣ ଆଫ୍ରିକା ଟିମ୍…
(Video) ବିଶ୍ୱକପର ଅନ୍ୟତମ ସଫଳତମ ବୋଲର ଶାମି: ଜାଣନ୍ତୁ ଭାରତୀୟ କ୍ରିକେଟରଙ୍କର ସଂଘର୍ଷଭରା କାହାଣୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଶ୍ୱକପରେ ଭାରତ ୬ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରି ୧୨ ପଏଣ୍ଟ ପାଇବା ସହିତ ସେମିଫାଇନାଲ ପାଇଁ ନିଜର ସ୍ଥାନ ଏକପ୍ରକାର ପକ୍କା କରିସାରିଛି । ତେବେ ଏହା ମଧ୍ୟରେ ଭାରତର ବିଜୟରେ…
BCCIର ବଡ଼ ଘୋଷଣା: ବିଶ୍ୱକପ ମ୍ୟାଚରେ ଫୁଟିବନି ବାଣ, ବାୟୁ ପ୍ରଦୂଷଣ କାରଣରୁ ନିଆଗଲା ନିଷ୍ପତ୍ତି
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧୀରେଧୀରେ ଆଗକୁ ବଢ଼ୁଛି । ଏହା ମଧ୍ୟରେ ଭାରତ ୬ଟି ମ୍ୟାଚରୁ ୬ଟିରେ ଜିତି ୧୨ ପଏଣ୍ଟ ପାଇ ସେମିଫାଇନାଲରେ ନିଜର ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ,…
ବିଶ୍ୱକପରେ ହେବ ଭାରତ-ପାକିସ୍ତାନ ଲଢ଼େଇ? ବାଂଲାଦେଶର ପରାଜୟ ସୃଷ୍ଟି କଲା ନୂଆ ସୁଯୋଗ
ନୂଆଦିଲ୍ଲୀ: ସମୟ ଯେତିକି ଗଡ଼ୁଛି ଚଳିତ ଦିନିକିଆ ବିଶ୍ୱକପ ସେତିକି ରୋମାଞ୍ଚକର ହେବାରେ ଲାଗିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ନିଜର ସ୍ଥାନ ଏକପ୍ରକାର…
ବିଶ୍ୱକପର ସେମି ଲଢ଼େଇ ରୋମାଞ୍ଚକର ହେବ: ୩ୟ ଓ ୪ର୍ଥ ସ୍ଥାନ ପାଇଁ ୮ଟି ଟିମ୍ ମଧ୍ୟରେ ହେବ କଡ଼ା ଟକ୍କର
ନୂଆଦିଲ୍ଲୀ: ଭାରତ ତତ୍ତ୍ୱାବଧାନରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ଦୁଇତୃତୀୟାଂଶ ଅର୍ଥାତ ୩୦ଟି ମ୍ୟାଚ ଖେଳାଯାଇଛି । ଫାଇନାଲ ଓ ସେମିଫାଇନାଲକୁ ଛାଡ଼ିଦେଲେ ଆଉ ୧୫ଟି ମ୍ୟାଚ ଖେଳାଯିବ ।…
ଇତିହାସ ରଚିଲା ଟିମ୍ ଇଣ୍ଡିଆ: ଭାରତ-ଇଂଲଣ୍ଡ ମ୍ୟାଚରେ ଲେଖାହେଲା ନୂଆ ରେକର୍ଡ
ନୂଆଦିଲ୍ଲୀ: ଆଜି ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ହରାଇ ସେମିଫାଇଲ ପାଇଁ ନିଜର ପଥ ପରିଷ୍କାର କରିଦେଇଛି । କ୍ରମାଗତ ୫ଟି ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ହେଁ ବୋଲିଂରେ କମାଲ କରି ଦଳ…
ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ଲଜ୍ଜାଜନକ ପରାଜୟ ପରେ ଇଂଲଣ୍ଡ ବାଦ୍ ପଡ଼ିଲା
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କ୍ରମାଗତ ୫ଟି ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଆଜି ଇଂଲଣ୍ଡକୁ ଭେଟିଥିଲା । ପୂର୍ବରୁ ପ୍ରତ୍ୟେକ ମ୍ୟାଚରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଜିତି ଆସିଥିବା ଭାରତ ଏଥର କିନ୍ତୁ ପ୍ରଥମେ…
ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟର କାରଣ କ’ଣ: ଲଗାତର ୫ଟି ମ୍ୟାଚ ଜିତିବା ପରେ ସାମ୍ନାକୁ ଆସିଲା ଦଳର ଦୁର୍ବଳତା
ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଅନେକ ସତ ସାମ୍ନାକୁ ଆସିଛି । କ୍ରମାଗତ ଭାବେ ୫ଟି ମ୍ୟାଚରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ଦୁର୍ବଳତା ଏବେ ପଦାରେ ପଡ଼ିଛି ।…
ଆଉଟ ହେଲେ ରୋହିତ ଶର୍ମା; କେ.ଏଲ ରାହୁଲଙ୍କ ଆଉଟ ପରେ ମୈଦାନରେ ସୂର୍ଯ୍ୟକୁମାର ଯାଦବ
ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଂଲଣ୍ଡ ଫଳରେ ବ୍ୟାଟିଂ ଜାରି…
IND vs ENG; ବିରାଟ, ଗିଲ୍ ଓ ଶ୍ରେୟସ ଆଉଟ; ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆର ଭରସା
ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଅତି ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ଚାଲୁ ରହିଥିବା ବେଳେ…