Browsing Category

କ୍ରିକେଟ ବିଶ୍ୱକପ୍

Cricket World Cup 2023

ପାକିସ୍ତାନ କେମିତି ସେମିରେ ପହଞ୍ଚିବ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ସାରା ବିଶ୍ୱର ନଜର, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ…

(Video) ‘ପାକିସ୍ତାନ ଜିନ୍ଦା ଭାଗ୍’… ବାବର ସେନା ଉପରେ ସେହୱାଗଙ୍କ କଟାକ୍ଷ: ବିଶ୍ୱକପ ପ୍ରଦର୍ଶନକୁ ନେଇ ଥଟ୍ଟା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପରେ ନ୍ୟୁଜିଲାଣ୍ଡ ଏକ ବିଶାଳ ବିଜୟ ହାସଲ କରି ସେମି ପାଇନାଲ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି । କିନ୍ତୁ ଶ୍ରୀଲଙ୍କାର ଏହି ପରାଜୟ ପାକିସ୍ତାନ ଦଳ ପାଇଁ କାଳ ପାଲଟିଛି । ବର୍ତ୍ତମାନ…

କେଉଁ ଟିମ୍ ଭାରତ ସହ ସେମିଫାଇନାଲ ଖେଳିବ: ରେସରେ ଅଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱ ଚାମ୍ପିୟନ ଟିମ୍ ବାଛିବାର ଏହି ଲଢ଼େଇର ସେମିଫାଇନାଲ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ ବାକି ଅଛି ।…

ନେଦରଲାଣ୍ଡ୍‌ସକୁ ପରାସ୍ତ କରି ୧୬୦ ରନ୍‌ରେ ବିଜୟ ହେଲା ଇଂଲଣ୍ଡ

ଓଡିଶା ଭାସ୍କର; ଆଜି ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଇଂଲଣ୍ଡ ଓ ନେଦରଲାଣ୍ଡ୍‌ସ ମ୍ୟାଚରେ ୧୬୦ ରନ୍‌ରେ ବିଜୟ ହେଲା ଇଂଲଣ୍ଡ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର…

ବିରାଟଙ୍କ ୪୯ତମ ଶତକ ଭାଙ୍ଗିଲା FIFA ବିଶ୍ୱକପ ଫାଇନାଲ ରେକର୍ଡ: ପ୍ରଥମ ଥର ପାଇଁ ଅନଲାଇନରେ ମ୍ୟାଚ ଦେଖିଲେ ୪.୪ କୋଟି ଦର୍ଶକ

ନୂଆଦିଲ୍ଲୀ: ନଭେମ୍ବର ୫ ତାରିଖରେ ଭାରତର ରନ୍ ମେଶିନ୍ ବିରାଟ କୋହଲି ନିଜର ୩୫ତମ ଜନ୍ମଦିବସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ୪୯ତମ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ…

(Video) ‘ଗ୍ଲେନ୍ ମାକ୍ସୱେଲ ଜଣେ ମାନବ ନୁହନ୍ତି’: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ବିଧ୍ୱଂସୀ ଦ୍ୱିଶତକ ପରେ ଇଣ୍ଟରନେଟ୍ ବି ପାଗଳ ହୋଇଗଲା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନର ଐତିହାସିକ ଇନିଂସ ଖେଳିବା ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମାକ୍ସୱେଲଙ୍କୁ…

AUS vs AFG ମାକ୍ସୱେଲଙ୍କ ବିସ୍ଫୋରକ ଡବଲ ସେଞ୍ଚୁରୀ: ବିଜୟ ସହ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଫାଗାନିସ୍ତାନ ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ବିସ୍ଫୋରକ ଡବଲ ସେଞ୍ଚୁରୀ ସହ ଅଷ୍ଟ୍ରେଲିଆକୁ ବିଶାଳ ବିଜୟ…

ଅଷ୍ଟ୍ରେଲିଆ ବିପକ୍ଷରେ ଇବ୍ରାହିମ ଜାଦ୍ରାନଙ୍କ ବିରାଟ ମାଇଲଷ୍ଟୋନ୍: ବିଶ୍ୱକପରେ ଆଫଗାନିସ୍ତାନର ପ୍ରଥମ ଶତକବୀର 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି ଆଫଗାନିସ୍ତାନ ବ୍ୟାଟିଂ ୟୁନିଟ । ପ୍ରଥମେ ବ୍ୟାଟିଂ କରି ୩୦୦ ରନ୍ ଅଭିମୁଖେ ଅଗ୍ରସର ହେଉଛି ଆଫଗାନୀ ସେନା । ତେବେ ଏହି ବଡ଼ ସ୍କୋର କରିବାରେ…

କୋହଲିଙ୍କର ମୋଟ ସମ୍ପତ୍ତିର ପରିମାଣ କେତେ? ସେ କେଉଁ କେଉଁ ସୂତ୍ରରୁ ଆୟ କରିଥାନ୍ତି

ନୂଆଦିଲ୍ଲୀ: ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରନ୍ ମେଶିନ୍ ବିରାଟ କୋହଲି ନିଜ କ୍ୟାରିୟରର ୪୯ତମ ଦିନିକିଆ ଶତକ ଅର୍ଜନ କରି ଇତିହାସ ରଚିଛନ୍ତି । ଏହି କ୍ରମରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ…

(Video) ପାଳନ ହେବନି ବିରାଟଙ୍କ ଜନ୍ମଦିନ! IND vs SA ମ୍ୟାଚ ପୂର୍ବରୁ କୋହଲିଙ୍କ ଫ୍ୟାନ୍ସଙ୍କୁ ଝଟକା

କୋଲକାତା: ଆଉ କିଛି ସମୟ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଏହି ମହାମୁକାବିଲା ଖେଳାଯିବ । ତେବେ ଏହାପୂର୍ବରୁ ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କୁ…