Browsing Category
T20 World Cup
(Video) ‘Mission-2024’ରେ ବାହାରିଲା ଟିମ ଇଣ୍ଡିଆ: ଆମେରିକା ଅଭିମୁଖେ ରୋହିତ-ଜାଡେଜା ସମେତ ଏହି ଖେଳାଳି
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ-୨୦୨୪ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଭାରତୀୟ ଦଳ ବିଶ୍ୱକପ ଗସ୍ତରେ ଯାତ୍ରା…
‘ଯିଏ ବି ଆସିବ, ତାକୁ ଖାଇଯିବୁ’… ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ଟିମ ଇଣ୍ଡିଆ । ମେ’ ୨୫ ତାରିଖରେ ଟିମ ଇଣ୍ଡିଆ ନ୍ୟୁୟର୍କ ଗସ୍ତରେ ଯିବ । ଏଠାରେ ଗୃପ…
ICC ଦେଲା ସୁଯୋଗ, ଟି-୨୦ ବିଶ୍ୱକପରେ ଫେରିବେ ଦିନେଶ କାର୍ତ୍ତିକ: ମିଳିବ ଏହି ଦାୟିତ୍ୱ
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପୂର୍ବରୁ ଆଇପିଏଲ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ ହେଉଥିବା ବେଳେ ୨୫…
(Video) T20 ୱାଲର୍ଡ କପ ପୂର୍ବରୁ ଆଇସିସି ଜାରି କଲା ନୂଆ Anthem
ନୂଆଦିଲ୍ଲୀ: ୧ ଜୁନରୁ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଆମେରିକା ମିଳିତ ଭାବେ ଆୟୋଜିତ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ…
ଧୋନୀଙ୍କ ‘ସାରଥୀ’ଙ୍କୁ ମିଳିବ ଟିମ ଇଣ୍ଡିଆର ଦାୟିତ୍ୱ! ଶେଷ ହେବ ଆଇସିସି ଟ୍ରଫି ଅପେକ୍ଷା…
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ୍ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଛି । ତେବେ ଖୁବଶୀଘ୍ର ଏ ନେଇ ଘୋଷଣା ହେବ । ବର୍ତ୍ତମାନର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ନୂଆ…
ଟି-୨୦ ବିଶ୍ୱକପ ପରେ ଅବସର ନେବେ ରୋହିତ ଶର୍ମା: ନିଜେ କଲେ ଖୁଲାସା!
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱକପରେ ସାମିଲ ହେବ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଦେଇଛନ୍ତି ଅଧିନାୟକ ରୋହିତ…
ସୁସ୍ଥ ହୋଇ CSKକୁ ଫେରିବେ ପଥିରାନା! ବେଙ୍ଗଲୁରୁ ବିପକ୍ଷରେ କମବ୍ୟାକ କରିବେ ବେବି ମାଲିଙ୍ଗା
ନୂଆଦିଲ୍ଲୀ: ଆଇପିଏଲରେ ଶେଷ ଲିଗ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ବଡ଼ ଖୁସି ଖବର । ପ୍ଲେଅଫ୍ ପାଇଁ ଟିକେଟ ମିଳିବା ପୂର୍ବରୁ ଦଳକୁ ଫେରିପାରନ୍ତି ଷ୍ଟାର କ୍ରିକେଟର । ଚେନ୍ନାଇର ୟର୍କର କିଙ୍ଗ ମଥୀଶା…
T20 WC ପୂର୍ବରୁ ଚିନ୍ତାରେ ରୋହିତ! ବିଶ୍ୱକପର ଏହି ନିୟମକୁ ନେଇ ବଢୁଛି ଟେନସନ
ଓଡ଼ିଶା ଭାସ୍କର: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ଏହି ମେଗା ଇଭେଣ୍ଟରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ନିଜ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ଏବଂ ବିଶ୍ୱକପ ପୂର୍ବରୁ…
(Video)ଭାରତୀୟ ଟିମ୍ର ନୂଆ ଜର୍ସିକୁ ଏପରି ସ୍ୱାଗତ କଲେ ରୋହିତ ଓ ଜୟ ଶାହ, ଲଞ୍ଚ ହେଉ ହେଉ ହେଲା ଟ୍ରୋଲ
ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ରେ ଟି ୨୦ ବିଶ୍ୱକପ୍ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜୁନ୍ ୯ରେ ପାକିସ୍ତାନ ବିରୁଦ୍ଧରେ ନ୍ୟୁୟର୍କରେ ମହାମୁକାବିଲା ମ୍ୟାଚ୍ ଖେଳିବ । ତେବେ…
T-20 ବିଶ୍ୱକପ ପରେ ‘କ୍ରିକେଟ’ ଛାଡ଼ିବେ ରୋହିତ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ହିଟମ୍ୟାନ୍ ନେଇପାରନ୍ତି ଅବସର
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ଏହି ବଡ଼ ଇଭେଣ୍ଟ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ…