Browsing Category
IPL
ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କଲେ ଋଷଭ ପନ୍ତ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଏକ ରେକର୍ଡ ନିଜ ନାମରୋ କରିଛନ୍ତି । ପୂର୍ବତନ ଭାରତୀୟ ଓପନର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କରିଛନ୍ତି ପନ୍ତ ।…
କେକେଆର ପକ୍ଷରୁ ସାଉଦିଙ୍କ ପଦାର୍ପଣ; ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୪୧ ତମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କେକେଆର ୪ର୍ଥ ସ୍ଥାନରେ ରହିଛି ।…
ସାମସନଙ୍କ ଅର୍ଦ୍ଧଶତକ: ସନରାଇଜର୍ସ ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ଅଧିନାୟକ ସଞ୍ଜୁ ସାମସନଙ୍କ ଚମକ୍ରାରୀ ଅର୍ଦ୍ଧଶତକ ସହିତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଅଧିନାୟକ ସାମସନ ଚମକ୍ରାର ୮୨ ରନର ଇନିଂସ ଖେଳିଥିଲେ । ସାମସନଙ୍କ ବ୍ୟତିତ…
ହର୍ଷଲଙ୍କ ହ୍ୟାଟ୍ରିକ ଓ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା: Rcbର ଷଷ୍ଠ ବିଜୟ
ନୂଆଦିଲ୍ଳୀ: ହର୍ଷଲ ପଟେଲଙ୍କ ହ୍ୟାଟ୍ରିକ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନରେ ପରାସ୍ତ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରି ଆରସିବି ୬ୱିକେଟ ବିନିମୟରେ ୧୬୫ ରନ…
କୋହଲି ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ; RCB ୧୬୫/୬
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୩୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଟି-୨୦ରେ ୧୦ ହଜାର ରନ ପୂରଣ କଲେ ବିରାଟ କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଆଇପିଏଲରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚେରେ କୋହଲି ୧୦ ହଜାର ରନ ପୂରଣ କରିଛନ୍ତି । ଭାରତୀୟ ଦଳର…
ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ; ଶେଷ ଓଭରରେ ଜିତିଲା ସିଏସକେ
ନୂଆଦିଲ୍ଳୀ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ୧୭୨ ରନର ପିଛା କରୁଥିବା ଚେନ୍ନାଇକୁ ଅନ୍ତିମ ୨…
ଆଇପିଏଲ୍ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ ଝଟ୍କା, ଦମ୍ଦାର୍ ବିଜୟ ହାସଲ କଲା କୋଲକାତା ନାଇଟ୍ ରାଇଡର୍ସ
ଆବୁଧାବି: ଓପନର ଭେଙ୍କଟେଶ ଆୟାର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ଗୁରୁବାର ଦିନ ଏଠାରେ ଅନୁଷ୍ଠିତ ଚଳିତ ଆଇପିଲର ଦ୍ୱିତୀୟ ଭାଗର ପଞ୍ଚମ ମ୍ୟାଚରେ ପାଞ୍ଚଥର ଟାଇଟଲ ବିଜେତା…
ଆଇପିଏଲ ୨୦୨୧: ଦିଲ୍ଲୀ ସମ୍ମୁଖରେ ୧୩୫ ରନର ବିଜୟ ଲକ୍ଷ୍ୟ
ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ବୁଧବାରର ମୁକାବିଲାରେ ଦିଲ୍ଲୀ ସମ୍ମୁଖରେ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୩୪ ରନ୍…
ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି; DCକୁ ଫେରିଲେ ଆୟାର ଓ ଅଶ୍ୱିନ
ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଉଥିବା ବୁଧବାରର ଆଇପିଏଲ ମୁକାବିଲାରେ ପରସ୍ପରକୁ ଭେଟିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ୭ ଜଣ ଖେଳାଳି ଆଇସୋଲେସନରେ ରହିବା ପରେ ମଧ୍ୟ ହାଇଦ୍ରାବାଦ ପଡିଆକୁ…