Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

କାନ୍ଦୁଛି ପାକିସ୍ତାନ… ଭାରତକୁ ବେଶୀ, ଆମକୁ କମ୍ କାହିଁକି? କ୍ରିକେଟ ରାଜସ୍ୱ ଆବଣ୍ଟନକୁ ନେଇ ପିସିବିର ପ୍ରଶ୍ନ

ମୁମ୍ବାଇ: ୨୦୨୪-୨୭ ପାଇଁ କ୍ରିକେଟର ସମସ୍ତ ସଦସ୍ୟ ଦେଶଗୁଡିକୁ ରାଜସ୍ୱ ଆବଣ୍ଟନ କରିଛି ଆଇସିସି । ତେବେ ଏହି ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭାରତକୁ ମିଳିଥିବା ରାଜସ୍ୱ ଏବଂ ପାକିସ୍ତାନକୁ ମିଳିଥିବା…

Asia Cup-2023 ପାଇଁ ପ୍ରସ୍ତୁତ ହେଲା କାର୍ଯ୍ୟସୂଚୀ: ଦେଖନ୍ତୁ କେବେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ଅନେକ ବାଦ-ବିବାଦ ପରେ ଫାଇନାଲ ହୋଇଛି ଏସିଆ କପ୍-୨୦୨୩ର କାର୍ଯ୍ୟସୂଚୀ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ଏହାପରେ…

Team Indiaର ନୂଆ ଅଧିନାୟକ ତାଲିକାରେ ୪ ଜଣ ଷ୍ଟାର ଖେଳାଳି: ରୋହିତଙ୍କ ସ୍ଥାନରେ କିଏ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଉପରେ ଭାରତୀୟ ଟିମ୍ କବଜା କରିସାରିଛି । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୪୧ ରନରେ ଏହି ମ୍ୟାଚରେ ବିଜୟ ହୋଇଛି । ତେବେ ଏହାପରେ ମଧ୍ୟ ରୋହିତଙ୍କ…

ଦିନିକିଆ ବିଶ୍ୱକପରେ କମବ୍ୟାକ କରିବେ ଶିଖର ଧୱନ! ଏସିଆନ ଗେମ୍ସରେ ସୁଯୋଗ ଦେଲାନି BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ମିଳିଛି ।…

ଏସିଆ କପ ‘ହାଇବ୍ରିଡ ମଡେଲ’ରେ ପୁଣି ପାକିସ୍ତାନର ଚାଲବାଜି: ବାରମ୍ବାର ନିଷ୍ପତ୍ତି ବଦଳାଉଛି PCB

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ୍ୱ । ପାକିସ୍ତାନ କ୍ରିକେଟ ବୋର୍ଡର ସର୍ତ୍ତ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ।…

IPL-2024ରେ ଭାଙ୍ଗିଯିବ କି ରାହୁଲ-ଗମ୍ଭୀର ଯୋଡ଼ି? ଲକ୍ଷ୍ନୌ ଟିମ୍ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ବିପଦ ସୃଷ୍ଟି ହୋଇଛି । ଆଇପିଏଲ-୨୦୨୪ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ନେଇଛି ଏକ ବଡ…

ୱେଷ୍ଟଇଣ୍ଡିଜ ଗସ୍ତ ଭିତରେ ବଡ଼ ଘୋଷଣା କଲା BCCI: ଅଚାନକ ଏହି ସିରିଜ ଉପରେ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ପ୍ରଥମ ଟେଷ୍ଟ ଜାରି ରହିଥିବା ବେଳେ ଏହାପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । କିନ୍ତୁ…

ବଡ଼ ଖବର: ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରାଶି ଦେବାକୁ ଘୋଷଣା

ନୂଆଦିଲ୍ଲୀ: ଆଇସିସି ଇଭେଣ୍ଟରେ ଏଣିକି ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରଶି ଦେବାକୁ ନିଷ୍ପତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଗୁରୁବାର ଦକ୍ଷିଣ ଆଫ୍ରିକାରେ ଡର୍ବାନ୍‌ରେ ବସିଥିବା…

ଇତିହାସ ରଚିଦେଲେ ଆର. ଅଶ୍ୱୀନ: ବାପ-ପୁଅ ଉଭୟଙ୍କ ୱିକେଟ ନେଇ ଲେଖିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ: Team Indiaରେ ଡେବ୍ୟୁ କରୁଛନ୍ତି ଇଶାନ-ଯଶସ୍ୱୀ, ଭରତ ବାଦ୍

ନୂଆଦିଲ୍ଲୀ: ଆଜି ଡୋମିନିକା ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ମ୍ୟାନେଜମେଣ୍ଟ । ଯୁବ ୱିକେଟକିପର ଇଶାନ…