Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଡିଜନି ପ୍ଲସ୍ ହଟଷ୍ଟାର ବଡ଼ ଉପହାର: ମୋବାଇଲରେ ମାଗଣାରେ ଦେଖିପାରିବ ଏସିଆ କପ୍ ଏବଂ ବିଶ୍ୱକପ୍ ୨୦୨୩

ନୂଆଦିଲ୍ଲୀ: ଡିଜନି ପ୍ଲସ୍ ହଟଷ୍ଟାର ଜିଓ ସିନେମାକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଏହା ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଏବଂ ଏସିଆ କପ୍ ୨୦୨୩ କୁ ମୋବାଇଲ୍…

(Video) WTC Finalରେ ଫେଲ ମାରୁଛି ଟିମ୍, କିନ୍ତୁ ମସ୍ତି କରୁଛନ୍ତି ଅଧିନାୟକ ରୋହିତ: ଅମ୍ପାୟାରଙ୍କ ସହ ଥଟ୍ଟା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଉପରେ ଭାରୀ ପଡିଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ । ଭାରତୀୟ ବୋଲିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ପରେ ବ୍ୟାଟିଂ ଡିପାର୍ଟମେଣ୍ଟ ମଧ୍ୟ ଫେଲ ମାରିଛି ।…

ଏହି ୫ ଖେଳାଳି ଭାରତକୁ ଜିତାଇବେ WTC Final-2023! ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପଛରେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ଆରମ୍ଭ ହେବ ମହାସମର । ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ଟିମ୍ ହେବା ପାଇଁ ଲଢିବେ ଦୁଇ ଶକ୍ତିଶାଳୀ ଦଳ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ଚକମା ଦେବା ପାଇଁ ପ୍ରସ୍ତୁତ…

PCBକୁ ଟ୍ରିପଲ ଝଟକା: ଏସିଆ କପ-2023ରୁ ହଟିବାକୁ ବାଧ୍ୟ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩କୁ ନେଇ ଚାଲିଥିବା ବାଦ ବିବାଦ ଭିତରେ ପାକିସ୍ତାନକୁ ଲାଗିଛି ବଡ ଝଟକା । ଏକା ସାଙ୍ଗରେ ୩ଟି ଦେଶ ପାକିସ୍ତାନର ପ୍ରସ୍ତାବକୁ ବିରୋଧ କରିଛନ୍ତି । ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଯିବାକୁ…

WTC Finalରେ ଅନେକ ରେକର୍ଡ ଭାଙ୍ଗିବେ କିଙ୍ଗ କୋହଲି! ଲେଖିପାରନ୍ତି ଇତିହାସ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି ଟିମ ଇଣ୍ଡିଆର…

IPL ରୁ କେତେ ଟଙ୍କା ରୋଜଗାର କରିଛନ୍ତି କ୍ୟାପଟେନ କୁଲ? ପ୍ରତି ମ୍ୟାଚରେ ଏତିକି ଟଙ୍କା ପାଆନ୍ତି ମାହି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ମାତ୍ ଦେଇ ଚମ୍ପିଆନ୍ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଅଧିନାୟକ ଭାବରେ ଏମ.ଏସ ଦୋନୀ ଦଳକୁ ପଞ୍ଚମ ଟାଇଟଲ ଭେଟି ଦେଇଛନ୍ତି । ତେବେ କୌଣସି ଦଳ ପାଇଁ…

ବଡ ଖବର! ହାର୍ଦ୍ଦିକ ପାଣ୍ଡ୍ୟା ନେଇପାରନ୍ତି ଅବସର: ଷ୍ଟାର ଅଲରାଉଣ୍ଡରଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆରମ୍ଭ ହୋଇଛି ଏକ ବଡ ଚର୍ଚ୍ଚା । ଭାରତୀୟ ଲିମିଟେଡ ଓଭର ଦଳର ଆଗାମୀ ଅଧିନାୟକ କୁହାଯାଉଥିବା ହାର୍ଦ୍ଦିକ ନେଇପାରନ୍ତି ଅବସର । ୨୦୧୮ରୁ…

୧୪୬ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ: ବେନ ଷ୍ଟୋକ୍ସ କରିଦେଲେ ବଡ କିର୍ତ୍ତୀମାନ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ କ୍ରିକେଟକୁ ବର୍ତ୍ତମାନ ଏକ ନୂଆ ରାସ୍ତାରେ ଆଗେଇ ନେଉଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଗତବର୍ଷ ନେତୃତ୍ୱ ପଦ ନେବା ପରଠୁ ଇଂଲଣ୍ଡ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ସେଥିରୁ ଦଳ ୧୧…

WTC Final ମ୍ୟାଚ ଡ୍ର ରହିଲେ କେଉଁ ଦଳ ହେବ ଚମ୍ପିଆନ? ଏଥିପାଇଁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଓଭାଲ ମଇଦାନରେ ଦମଦାର ପ୍ରସ୍ତୁତ ଜାରି ରଖିଛି ରୋହିତ ସେନା । ତେବେ ଟେଷ୍ଟ…

WTC Final ପୂର୍ବରୁ ଦଳର ପୂର୍ବତନ ଅଧିନାୟକ ନେଲେ ବଡ ନିଷ୍ପତ୍ତି: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୭ ତାରିଖରେ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଏହି ମହାମୁକାବିଲାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଏକ ବଡ ଖବର ଏବେ ସାମନାକୁ ଆସିଛି । ଟେଷ୍ଟ…