Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ବିରାଟ ହେବେ ଭାରତୀୟ କ୍ରିକେଟ ଟିମର କୋଚ୍! ରବି ଶାସ୍ତ୍ରୀ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମର ଷ୍ଟାର ପ୍ଲେୟର ବିରାଟ କୋହଲିଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିରାଟ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏ ଚର୍ଚ୍ଚା ମୁଣ୍ଡ ଟେକିଛି । ୨୦୨୪ ଟିଟ୍ୱେଣ୍ଟି…

ମିଛଖବର ହେଉଛି ପ୍ରଘଟ,ସ୍ପଷ୍ଟ କଲା BCCI… ବର୍ତ୍ତମାନ ଫୋକସରେ IPL

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଦଳ ଏବଂ ମହିଳା ଦଳ ଏସିଆ କପରେ ଅଂଶଗ୍ରହଣ କରିବ ନାହିଁ। ଏ ନେଇ ଗଣମାଧ୍ୟମ ରିପୋର୍ଟ ସାମ୍ନାକୁ ଆସିବା ପରେ ବିସିସିଆଇ ସଚିବ ଦେବଜିତ ସାଇକିଆ ନିଜେ ଏହାକୁ ଖଣ୍ଡନ କରିଛନ୍ତି।…

(Video) କେଏଲ ରାହୁଲ IPLରେ ମାରିଲେ ୫ମ ଶତକ

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲରେ ଆଉ ଏକ ଶତକ ସାମିଲ କରିଛନ୍ତି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ୫ମ ସେଞ୍ଚୁରୀ ଅଟେ। ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ…

ବିରାଟ କୋହଲିଙ୍କୁ ଭାରତ ରତ୍ନ ଓ ସ୍ୱତନ୍ତ୍ର ଅବସର ମ୍ୟାଚ୍ ଆୟୋଜନ କରାଯାଉ: ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବା ଉଚିତ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମତ ପ୍ରକାଶ…

IPL 2025: ସଞ୍ଜୁ ସାମସନ ଫିଟନେସ୍ ପରୀକ୍ଷାରେ ପାସ୍, ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ନେବେ ଦଳର ନେତୃତ୍ୱ

ଜୟପୁର: ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖୁସି ଖବର! ଦଳର ଅଧିନାୟକ ସଞ୍ଜୁ ସାମସନ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି ଏବଂ ଆଜି ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷ ମ୍ୟାଚରେ…

ଶୁବମନ ଗିଲ୍‌ ହେବେ କି ଅଧିନାୟକ ? ‘୪-୫ ଘଣ୍ଟା’ କଥା ହେଲେ ଗମ୍ଭୀର, ବିସିସିଆଇ ମୁଖ୍ୟ ଚୟନକର୍ତ୍ତାଙ୍କୁ ଭେଟିଲେ: ରିପୋର୍ଟ

ମୁମ୍ବାଇ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ଶୁବମନ ଗିଲ୍‌ ଅବସରପ୍ରାପ୍ତ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ ଟେଷ୍ଟ ଦଳର ପରବର୍ତୀ ଅଧିନାୟକ ହେବା ପାଇଁ ମୁଖ୍ୟ ଦାବିଦାର। ରୋହିତ ଶର୍ମା ମେ ୭ ତାରିଖରେ ଅବସର ଘୋଷଣା…

ଇଂଲଣ୍ଡ ଗସ୍ତ ପାଇଁ ଭାରତ-ଏ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶୁକ୍ରବାର ଇଂଲଣ୍ଡ ଗସ୍ତ ପାଇଁ ଭାରତ-ଏ ଦଳ ଘୋଷଣା କରିଛି। ଏହି ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି, ଯେଉଁମାନେ ଇଂଲଣ୍ଡରେ ଜୁନ୍ ୨୮ରୁ…

କୋହଲି, କୋହଲି ଡାକ ଛାଡ଼ି ବିରାଟଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଲେ ଅବନୀତ, ଭାଇରାଲ ଭିଡିଓ ଦେଖିଲେ…

ମୁମ୍ବାଇ,୧୩ା୫: ବିରାଟ କୋହଲି ଅବନୀତ କୌରଙ୍କ ପୋଷ୍ଟକୁ ଲାଇକ୍ କରିବା ପରଠାରୁ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଲୋକମାନେ ତାଙ୍କ ପ୍ରତ୍ୟେକ ପୋଷ୍ଟରେ ବିରାଟଙ୍କ ନାମ ନେଇ ଅବନୀତଙ୍କୁ ସମାଲୋଚନା…

IPL ଉପରେ ବିପଦ! ଷ୍ଟାଡିୟମକୁ ବୋମାରେ ଉଡ଼ାଇବା ଲାଗି ଆସିଲା ଇ-ମେଲ୍, ୬ ଦିନରେ ଆସିଲାଣି ୩ ଧମକ

ଜୟପୁର:  ଜୟପୁରର ସୱାଇ ମାନ ସିଂହ ଷ୍ଟାଡିୟମକୁ 6 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୋମା ଧମକ ମିଳିଛି। କୁହାଯାଉଛି ଯେ ଅପରେଶନ୍ ସିନ୍ଦୂରରେ ଭାରତର ସଫଳତାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ଧମକ ଦିଆଯାଇଛି। IPL 2025…

IPL 2025ର ନୂତନ କାର୍ଯ୍ୟସୂଚୀ ଘୋଷଣା, ଏହି ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ, ବିସିସିଆଇ ୯ ମଇରେ ଆଇପିଏଲକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା। ପୂର୍ବରୁ ମେ ୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍…