CHARIDHAM
Browsing Category

ଅଲିମ୍ପିକ୍

ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ

ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…

ଦୂତୀ ଖଣ୍ଡନ କଲେ ଅଭିଯୋଗ; ବଖାଣିଲେ ଅନ୍ତର କଥା…

ଓଡ଼ିଶା ଭାସ୍କର ବ୍ୟରୋ: ସ୍ପ୍ରିଣ୍ଟର୍ ତଥା ଅଲିମ୍ପିଆଡ୍ ଦୂତୀ ଚାନ୍ଦ ବଖାଣିଲେ ଅନ୍ତରର ବ୍ୟଥା। କହିଲେ ମନ କଥା। ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଲେ ପ୍ରମାଣ ଆପଣମାନେ ପାଇପାରିବେ। ଟୋକିଓ…

ମାଧୁରୀଙ୍କ ଗୀତରେ ଝୁମିଲେ ଇସ୍ରାଏଲୀ ଆଥଲେଟ୍, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ବଲିଉଡରେ ପ୍ରତି ଖାସ ମୁହୂର୍ତ୍ତକୁ ନେଇ କିଛି ନା କିଛି ଗୀତ ରହିଥାଏ । ଆଉ ଏହି ସବୁ ଗୀତର ପ୍ରଶଂସକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳନ୍ତି । ନିକଟରେ ଏହିଭଳି ଏକ ଦୃଶ୍ୟ…

ମହିଳା ହକି ଦଳ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳର ଅଧିନାୟିକା ଓ କୋଚଙ୍କ ସହିତ କଥା ହେଇଛନ୍ତି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ ଓ କୋଚ…

ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି ।…

ଟୋକିଓ ଅଲିମ୍ପିକ୍ସ: ୩ ପଦକ ଜିତି ସାରିଛି ଭାରତ, ଚତୁର୍ଥ ସୁନିଶ୍ଚିତ, ଭାଙ୍ଗିପାରେ ଲଣ୍ଡନ ଅଲିମ୍ପିକ୍ସର ରେକର୍ଡ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । କ୍ରୀଡା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଆଶା କରାଯାଉଥିଲା ଭାରତ ଅଲିମ୍ପିକ ଇତିହାସରେ ସବୁଠୁ ଉନ୍ନତ…

ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ…

କୁସ୍ତି ଫାଇନାଲରେ ରବି ଦାହିଆ, ଭାରତ ପାଇଁ ସୁନିଶ୍ଚିତ କଲେ ଚତୁର୍ଥ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ୧୨ତମ ଦିନ ଭାରତ ପାଇଁ ସଫଳତାର ଦିନ ହୋଇଛି । କୁସ୍ତିରେ ଫାଇନାଲରେ ପ୍ରବେଶ କଲେ ରେସଲର ରବି ଦାହିଆ । ଏଥିସହ ରବି ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି । ସେମି ଫାଇନାଲରେର…

ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…

ଲଭଲୀନାଙ୍କ ମ୍ୟାଚ୍ ପାଇଁ ସ୍ଥଗିତ ହେବ ବିଧାନସଭା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ଲଭଲୀନାଙ୍କର ଦମ ଦେଖିବାକୁ ମିଳିବ । ତେବେ ଖାସ୍ କଥା ହେଉଛି ଲଭଲୀନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । କେବଳ ଆସାମ ନୁହେଁ…