fbpx
Browsing Category

ଖେଳ

ଆଇପିଏଲର ୧୦୦୦ ତମ ମ୍ୟାଚରେ ଶତକ ହାସଲ କଲେ ଯଶସ୍ୱୀ ଯୈସ୍ବାଲ, ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୨୧୩

ଓଡ଼ିଶା ଭାସ୍କର: ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ଇତିହାସର ୧୦୦୦ ତମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲସ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ…

ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ଜିତିଲେ ରୌପ୍ୟ

ଭାରତ ତଥା ଓଡ଼ିଶାର ନୂଆ ଟ୍ରକ ଆଣ୍ଡ ଫିଲଡ ତାରକା ୧୭ ବର୍ଷୀୟ ବାପି ହାଁସଦା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ ୪୦୦ ମିଟର ବାଧା ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୫ ତମ ଯୁବ ଏସୀୟ…

(Video)ହାରିଲା ଚେନ୍ନାଇ, କିନ୍ତୁ ଧୋନୀଙ୍କ କାରନାମା ମନ ଜିତିନେଲା: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚରେ ପରାଜୟର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଏହି ମ୍ୟାଚରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଗୋଟିଏ କାମ ସମସ୍ତଙ୍କ ମନ କିଣି ନେଇଛି ।…

ଇତିହାସ ସୃଷ୍ଟି କଲେ ସାତ୍ୱିକସାଇରାଜ ଏବଂ ଚିରାଗ ଶେଟ୍ଟୀ ଯୋଡ଼ି: ୫୮ ବର୍ଷ ପରେ ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ। ଦୀର୍ଘ ୫୮ ବର୍ଷର ଅପେକ୍ଷା ସମାପ୍ତ କରି ଦୁବାଇରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତ ଏହି ସଫଳତା ପାଇଛି। ରବିବାର ସାତ୍ୱିକସାଇରାଜ…

WTC Final ପୂର୍ବରୁ ଷ୍ଟାର ଅଲରାଉଣ୍ଡରଙ୍କ ଖେଳିବାକୁ ନେଇ ଆଶଙ୍କା: ବୋଲିଙ୍ଗ କରିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ୟ୍ରେଲିଆ ବିପକ୍ଷରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ବଢିଛି ଟେନସନ । ଦଳର…

IPL-2023ରୁ ବାଦ୍ ପଡିଲେ କି ଫାଷ୍ଟ ବୋଲର ଜୋଫ୍ରା? ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଲେ ନୂଆ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଆହତ ହୋଇଛନ୍ତି । ତେଣୁ ଗତ କିଛିଟା ମ୍ୟାଚରୁ ସେ ବାଦ୍ ପଡିଛନ୍ତି । ଜୋଫ୍ରାଙ୍କ ଆହତ ଉପରେ ଅଧିକ ଅପଡେଟ ମିଳି ନଥିବା ବେଳେ ବର୍ତ୍ତମାନ…

Video: ଆଇପିଏଲ୍ ମ୍ୟାଚ୍ ସମୟରେ ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି: ଭିଡ଼ିଗଲେ ପ୍ରଶଂସକ, ଉଡିଲା ବିଧା ଗୋଇଠା

ନୂଆଦିଲ୍ଲୀ: ଭାରତରେ କ୍ରିକେଟକୁ ଧର୍ମ ଲୋକେ ମାନନ୍ତି, କ୍ରିକେଟ୍ ସମ୍ପର୍କରେ ଭାରତୀୟ ପ୍ରଶଂସକଙ୍କ ଉତ୍ସାହ ନିଶ୍ଚିତ ଅଦ୍ୱିତୀୟ ଅଟେ। ଟ୍ୱିଟର ଠାରୁ ଫିଲ୍ଡ ପର୍ଯ୍ୟନ୍ତ, ଭାରତୀୟ ପ୍ରଶଂସକମାନେ ନିଜ ଦଳ ପ୍ରତି…

ଇତିହାସ ରଚିଲା ଓଡ଼ିଶା ଏଫ୍‌ସି: ପାଇଲା ଗ୍ରୁପ୍ ପର୍ଯ୍ୟାୟରେ ଖେଳିବାର ଏଏଫ୍‌ସି ଯୋଗ୍ୟତା

କେରଳ: ଇତିହାସ ରଚିଛି ଓଡ଼ିଶା ଏଫ୍‌ସି। ନିକଟରେ ସୁପର କପ ଜିତିଥିବା ବେଳେ ଏବେ ଅ୍ଧମ ଏକ ଐତିହାସିକ ସଫଳତା ହାସଲ କରିଛି । ଓଡ଼ିଶା ଏଫ୍‌ସି ଏବେ ଏସିଆନ୍ ଫୁଟବଲ କନଫେଡେରେସନ(ଏଏଫ୍‌ସି) ଗ୍ରୁପ୍ ପର୍ଯ୍ୟାୟରେ ପ୍ରବେଶ…

ବଡ ଖବର! WTC Finalରେ ଧୋନୀ ଟିମ ଇଣ୍ଡିଆକୁ କରିବେ କମବ୍ୟାକ? ଖେଳିପାରନ୍ତି Farewell ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଭାରତକୁ ବିଶ୍ୱ ବିଜେତା କରାଇବା ପାଇଁ ଦଳକୁ ଫେରିପାରନ୍ତି କ୍ୟାପଟେନ କୁଲ ମାହି । ଟେଷ୍ଟରୁ…

ଅଥର୍ବଙ୍କ ମାଡରେ ମ୍ୟାଚ ୱିନରଙ୍କୁ ଝଟକା: ଆହତ ହୋଇ ଫେରିଲେ ପାଭିଲିୟନ

ମୋହାଲି: ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗସ ବିପକ୍ଷରେ ଦେକିବାକୁ ମିଳିଛି ଏକ ହାଇ ଭୋଲ୍ଟେଜ ମ୍ୟାଚ । ଅଲରାଉଣ୍ଡ ପ୍ରଦର୍ଶନ କରି ୫୬ ରନରେ ଏହି ମ୍ୟାଚକୁ ସହଜରେ ଜିତି ନେଇଛି ରାହୁଲ ସେନା । କିନ୍ତୁ ମ୍ୟାଚ…