Browsing Category
ଖେଳ
ଦଳକୁ ଫେରିବେ କି ରାହୁଲ-ବିିରାଟ? ଟେଷ୍ଟ ସିରିଜର ଶେଷ ୩ ମ୍ୟାଚ ପାଇଁ ଦଳ ବାଛିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଶେଷ ହୋଇସାରିଛି । ତେବେ ଉଭୟ ମ୍ୟାଚରୁ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି । ବର୍ତ୍ତମାନ ତୃତୀୟ ଟେଷ୍ଟ ପୂର୍ବରୁ…
(Video)IND Vs ENG 2nd Test: ୦.୪୫ ସେକେଣ୍ଡରେ ରୋହିତଙ୍କ ଅସମ୍ଭବ କ୍ୟାଚ୍, ସମସ୍ତେ ଚକିତ
ବିଶାଖାପାଟଣା: ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ୨ୟ ଟେଷ୍ଟ ସିରିଜରେ ଭାରତ ବିଜୟ ହାସଲ କରିଛି । ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି । ଭାରତ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଥିଲା ।…
IND Vs ENG; ବିଶାଖାପାଟଣା ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ
ବିଶାଖାପାଟଣା: ବିଶାଖାପାଟଣା ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ)ରେ ଭାରତ ଇଂଲଣ୍ଡକୁ ୧୦୬ ରନ୍ ରେ ପରାସ୍ତ କରି ଦ୍ବିତୀୟ ଟେଷ୍ଟମ୍ୟାଚ୍ ଜିତିଛି। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ସମାନ କରିଛି। ଭାରତ…
IND vs ENG: ଇଂଲଣ୍ଡକୁ ବଡ଼ ଝଟକା ଦେଲା ଇଣ୍ଡିଆ, ୧୧ରନ୍ରେ ଆଉଟ୍ ହେଲେ ବେନ୍ ଷ୍ଟୋକ୍ସ
ବିଶାଖାପାଟଣା: ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ସଫଳତା । ବେନ୍ ଷ୍ଟୋକ୍ସ ୨୯ ବଲ୍ ରେ ୧୧ ରନ୍ କରିଥିଲେ। ଶ୍ରେୟସ ଆୟର ତାଙ୍କୁ ରନ୍ ଆଉଟ୍ କରିଥିଲେ। ଇଂଲଣ୍ଡ ୫୨.୪ ଓଭରରେ ୭ ୱିକେଟ୍ ହରାଇ ୨୨୦ ରନ୍ କରିଛି। ଦଳକୁ ବିଜୟ…
FIFA ବିଶ୍ୱକପ୍ ଫାଇନାଲ୍ ଆୟୋଜନ କରିବ ନ୍ୟୁ ଜର୍ସି
ମିଆମି: ୨୦୨୬ ବିଶ୍ୱକପ୍ ଫାଇନାଲ୍ ନ୍ୟୁୟର୍କ/ ନ୍ୟୁ ଜର୍ସିର ମେଟ୍ ଲାଇଫ୍ ଷ୍ଟାଡ଼ିୟମରେ ଆୟୋଜିତ ହେବ । ଏନେଇ ଫିଫା ଆୟୋଜକମାନଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି । ମେକ୍ସିକୋ ସହରର ପ୍ରତିଷ୍ଠିତ ଏଜ୍ଟେକା(Azteca)…
ଆଜି ୩୪ତମ ଜନ୍ମଦିନ ପାଳୁଛନ୍ତି ଭୁବନେଶ୍ୱର କୁମାର; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ୍ରେ ଆଗରୁ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଟିମ୍ ଇଣ୍ଡିଆ ପାଇଁ ତାଙ୍କର ମ୍ୟାଚ୍ ବିଜୟୀର ଦୃଶ୍ୟ ସାରା ବିଶ୍ୱ…
୬୦ ବର୍ଷ ପରେ ମୁହାଁମୁହିଁ ହେଲେ ଭାରତ-ପାକ୍: ନିଜ ମାଟିରେ ଅମାନତ ହରାଇଲା ପାକିସ୍ତାନ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମୁକାବିଲା ସର୍ବଦା ରୋମାଞ୍ଚଭରା ହୋଇଥାଏ । କ୍ରିକେଟ, ହକି ବ୍ୟତୀତ ବିଭିନ୍ନ କ୍ରୀଡ଼ାରେ ଅନେକ ସମୟରେ ଏହି ଦୁଇ ଦେଶର ଖେଳାଳିମାନେ ମୁହାଁମୁହିଁ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଦୀର୍ଘ…
ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ: ୨ୟ ଇନିଂସରେ ବିଜୟ ପାଇଁ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ
ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍ରେ ଲଗାତାର ତିନିଟି ଇନିଂସରେ ଖରାପ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିବା ଶୁବମନ ଗିଲ୍ ଆଜି ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ…
(Video) ଶତକବୀର ଶୁଭମନ: ଶତକ ସହ ଟେଷ୍ଟ କ୍ରିକେଟରେ ଫର୍ମକୁ ଫେରିଲେ ଗିଲ୍
ନୂଆଦିଲ୍ଲୀ: ଅନେକ ସଂଘର୍ଷ ପରେ ଟେଷ୍ଟ କ୍ରିକେଟରେ ନିଜର ଦମ୍ ଦେଖାଇଛନ୍ତି ଶୁଭମନ ଗିଲ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ…
IND vs ENG ତୃତୀୟ ଟେଷ୍ଟରେ ଫେରିବେ କି ସାର୍ ଜାଡେଜା? ଆହତ ସମସ୍ୟାକୁ ନେଇ ବଡ଼ ଅପଡେଟ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଦ୍ୱିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ରୋହିତ…