Browsing Category

ଖେଳ

ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍: ମେଡିକାଲରେ ଭର୍ତ୍ତି ହେଲେ ଅସୁସ୍ଥ ଶୁଭମନ ଗିଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର । କାରଣ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ହୋଇଯାଇଛି । ଖବର ମୁତାବକ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଭାରତୀୟ ଓପନରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ସାଣ୍ଟନରଙ୍କ ‘ପଞ୍ଝା’ରେ ଫସିଗଲା ନେଦରଲାଣ୍ଡ: ବିଶ୍ୱକପରେ ନ୍ୟୁଜିଲାଣ୍ଡର ଲଗାତାର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଉଦଘାଟନୀ ମ୍ୟାଚରେ ପୂର୍ବ ଚମ୍ପିଆନ୍ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜି ନେଦରଲାଣ୍ଡକୁ ଚକମା ଦେଇଛି କିୱି ସେନା । ଆଜିର ମ୍ୟାଚରେ ଦଳର…

World Cup-2023 ଭିତରେ ବଡ଼ ଘୋଷଣା କଲେ ରାଶିଦ ଖାନ୍: ବିଶ୍ୱକପ ପରେ ସବୁ ଟଙ୍କା…

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏହା ମଧ୍ୟରେ ଦଳର ଷ୍ୟାର ଲେଗ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ ସରିବା…

ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ବୟାନ: ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବା-ଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବା-ଦେବୀଙ୍କୁ…

World Cupରୁ ବାଦ୍ ପଡ଼ିବେ ଶୁଭମନ ଗିଲ? ଦ୍ୱିତୀୟ ମ୍ୟାଚରେ ଖେଳିବା ନେଇ BCCI ଦେଲା ଅପଡେଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଷ୍ଟାର ଓପନର ଶୁଭମନ ଗିଲ ଅସୁସ୍ଥତା ଯୋଗୁଁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ…

ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଲା: ମ୍ୟାଚ ଜିତିଯିବା ଅର୍ଥ ନୁହେଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ପଦାର୍ପଣ ମ୍ୟାଚରେ ଭାରତ ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆକୁ ଇଣ୍ଡିଆ ଭେଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ…

ପ୍ୟାଟ କମିନ୍ସଙ୍କ Wide ବଲକୁ No Ball ଘୋଷଣା କଲେ ଅମ୍ପାୟାର: କିନ୍ତୁ କାହିଁକି?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିସାରିଛି ଟିମ ଇଣ୍ଡିଆ । ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି ରୋହିତ ସେନା…

Ind vs Aus; ପ୍ରଥମ ମ୍ୟାଚରେ ବିରାଟ-ରାହୁଲ ଜଲୱା: ବିଜୟ ସହ ବିଶ୍ୱକପରେ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ଟିମ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । କେ.ଏଲ ରାହୁଲଙ୍କ ସହ ମିଶି ଭାରତକୁ ଏକ ସଙ୍କଟରୁ ଉଦ୍ଧାର କରି ବିଜୟ ଭେଟି ଦେଇଛନ୍ତି । ମ୍ୟାଚ ଆରମ୍ଭରୁ…

Ind vs Pak ମ୍ୟାଚରେ ଗେରୁଆ ଜର୍ସି ପିନ୍ଧିବ ଟିମ ଇଣ୍ଡିଆ! BCCI ତରଫରୁ ମିଳିଲା ସ୍ପଷ୍ଟ ସୂଚନା

ନୂଆଦିଲ୍ଲୀ: ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ ହାଇ ଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ । ତେବେ ଏହି ମ୍ୟାଚକୁ ନେଇ ଦୀର୍ଘ ଦିନରୁ କ୍ରୀଡ଼ାପ୍ରେମୀମାନେ ଅପେକ୍ଷା କରି ରହିଥିବା ବେଳେ ଅନେକ…

ଭାରତର ସ୍ପିନ ମାଡ଼ରେ ତିଷ୍ଠି ପାରିଲାନି ଅଷ୍ଟ୍ରେଲିଆ: ମାତ୍ର ୨୦୦ ରନର ଦେଲା ଟାର୍ଗେଟ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପ୍ରଥମ ମ୍ୟାଚରେ କମାଲ କରି ଦେଖାଇଛନ୍ତି ଭାରତୀୟ ବୋଲର । ଟିମ ଇଣ୍ଡିଆ ଷ୍ୟାର ସ୍ପିନରଙ୍କ ଯାଦୁରେ ଝଟକା ଖାଇଛନ୍ତି ଅଷ୍ଟ୍ରେଲିଆର ସମସ୍ତ ବ୍ୟାଟର । ଦିନିକିଆ ବିଶ୍ୱକପରେ ସବୁଠାରୁ ସଫଳ ଦଳ…