Browsing Category

ଖେଳ

ଇତିହାସ ରଚିଲା ମହିଳା ଟେନିସ: ଚୀନକୁ ହରାଇ ଭାରତ ପହଞ୍ଚିଲା ସେମିରେ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିବସ । ଆଜି ଭାରତୀୟ ସ୍କ୍ୱାଶ ଟିମ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା…

ଏସୀୟ କ୍ରୀଡ଼ା:ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡ଼ା: ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇଲା ଭାରତ । ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଲା ଭାରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଲା । ଚେନ୍ନାଇର ଅଭୟ ସିଂହ, ନିଜର…

(video)ଟେନିସ୍‌ରେ ରୋହନ ବୋପନ୍ନା ଓ ଋତୁଜା ଭୋସଲେ ଆଣିଲେ ଆଉ ଏକ ସ୍ୱର୍ଣ୍ଣ ପଦକ, ଭାରତ ଖାତାରେ ୩୫ ଟି ପଦକ

ନୂଆଦିଲ୍ଲୀ:ଏସୀୟ କ୍ରୀଡାର ଆଜି ସପ୍ତମ ଦିନ । ସପ୍ତମ ଦିନରେ ଭାରତକୁ ପ୍ରଥମ ଗୋଲ୍ଡ ଦେଇଛନ୍ତି ରୋହନ ବୋପନ୍ନା ଓ ଋତୁଜା ଭୋସଲେ ଯୋଡି । ଗତ ୬ ଦିନ ମଧ୍ୟରେ ଭାରତ ୩୩ ପଦକ ଜିତି ସାରିଛି । ପ୍ରତିଯୋଗିତାର ପ୍ରଥମ ଦିନରେ…

Swiggy Boyଙ୍କୁ ବିଶ୍ୱକପ ଦଳରେ ଅଚାନକ ଏଣ୍ଟ୍ରି: ବୋଲିଂରେ କରିବେ କମାଲ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏଥିପାଇଁ ପ୍ରତ୍ୟେକ ଦେଶ ନିଜ ଚୁଡ଼ାନ୍ତ ଦଳ ଘୋଷଣା କରିସାରିଛି । ତେବେ ଏହାମଧ୍ୟରେ ଜଣେ ବୋଲରଙ୍କୁ ନେଇ କୁବ ଚର୍ଚ୍ଚା ଜୋର ଧରିଛି ।…

କିଏ କରିବ ‘ବିଶ୍ୱ’ବିଜୟ? ODI WC-2023ରେ ଏଭଳି ରହିପାରେ ସବୁ ଦଳର Playing 11

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ବିଗୁଲ ବାଜି ସାରିଛି । ଆରମ୍ଭ ହୋଇଛି ବିଶ୍ୱକପର ଅଭିଯାନ । ଆଉ ମାତ୍ର କେଇଟା ଦିନ ପରେ ଟାଇଟଲ ପାଇଁ ଆରମ୍ଭ ହେବ ‘ବିଶ୍ୱଯୁଦ୍ଧ’ । ଅକ୍ଟୋବର ୫ ତାରିଖରୁ ବିଶ୍ୱକପ…

ଆମକୁ ଖାଇବାକୁ ଦେଉନି BCCI… ବିଶ୍ୱକପ ପୂର୍ବରୁ ପାକିସ୍ତାନ ବୋର୍ଡ ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିଛି ପାକିସ୍ତାନ ଟିମ୍ । ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଏଠାରେ ଦଳକୁ ଭବ୍ୟ ସ୍ୱାଗତ…

ନୂଆ ଡିଜାଇନ ଜୋତା ପିନ୍ଧି ବିଶ୍ୱକପ ଖେଳୁଛନ୍ତି ବାବର: ପାକିସ୍ତାନୀ ଅଧିନାୟକଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି ୱାର୍ମ-ଅପ୍ ମ୍ୟାଚ । ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନ ଶତକ…

WWEରେ ବି ODI WCର ନିଶା: କ୍ରିକେଟ ବିଶ୍ୱକପ୍ ଜର୍ସି ପିନ୍ଧି ରିଙ୍ଗକୁ ଏଣ୍ଟ୍ରି କଲେ ସୁପରଷ୍ଟାର

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ତେବେ ଏହାକୁ ନେଇ ବର୍ତ୍ତମାନ…

ଦିନିକିଆ ବିଶ୍ୱକପ ହେବ ‘ବିଶ୍ୱ ଆତଙ୍କୀ କପ୍’: ଫୋନରେ ଧମକ ପରେ ପନ୍ନୁନ ବିପକ୍ଷରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏହି ବିଶ୍ୱକପକୁ ଭୟାନକ ରୂପଦେବା ପାଇଁ ଆସୁଛି ଧମକ । ଦିନିକିଆ ବିଶ୍ୱକପକୁ ବିଶ୍ୱ ଆତଙ୍କ କପ୍ ରେ ବଦଳାଇବା ପାଇଁ ଧମକ ଦେବା…

(video)କହୁ କହୁ ଭାରତକୁ ଶତ୍ରୁ ଦେଶ ବୋଲି କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ, ପାକିସ୍ତାନର କ୍ରିକେଟପ୍ରେମୀ ବି କଲେ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଜାକା ଅସରଫଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭାରତକୁ ଶତ୍ରୁ ଦେଶ ବୋଲି…