Browsing Category
ଖେଳ
ଭାଙ୍ଗିଯିବ ସଚିନଙ୍କ ୧୦୦-୧୦୦ ରେକର୍ଡ! ମାଡ଼ି ଆସୁଛନ୍ତି କୋହଲି, ଲକ୍ଷ୍ୟସ୍ଥଳ ଆଉ କେତେ ଦୂର
ନୂଆଦିଲ୍ଲୀ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ସିରିଜ ବିଜୟ ସହ ୩୧୭ ରନରେ ଜିତି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ତେବେ ଏହି ଅବସରରେ କିଙ୍ଗ ବିରାଟ କୋହଲି ମଧ୍ୟ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଗତ ୩…
ହକି ବିଶ୍ୱକପ: ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ, ଦୁଇ ଦଳ ବାଣ୍ଟିଲେ ପଏଣ୍ଟ
ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଂଘର୍ଷମୟ ଲଢେଇ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ ସ୍କୋର କରି ପାରି ନଥିଲେ। ହକି ବିଶ୍ୱକପରେ ଆଜି ଭାରତ ଏହାର…
ସିରିଜ୍ ବିଜୟ ସହ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ଲଜ୍ଜାଜନକ ଭାବେ ୩୧୭ ରନରେ ହାରିଲା ଶ୍ରୀଲଙ୍କା
ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟପ୍ରେମୀ ତଥା ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର । ଗୋଟିଏ ପଟେ ଦେଶରେ ହକି ବିଶ୍ୱକପ ଚାଲିଥିବା ବେଳେ ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ସିରିଜକୁ ୩-୦ରେ ମୂଳପୋଛ କରିଛି ଟିମ୍ ଇଣ୍ଡିଆ ।…
ବିରାଟ ଓ ଶୁଭମନ୍ଙ୍କ ଦମଦାର ଶତକ, ଶ୍ରୀଲଙ୍କା ଆଗରେ ବିଜୟ ଲକ୍ଷ୍ୟ ୩୯୧
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଆଗରେ ପାହାଡ଼ ଭଳି ୩୯୧ରନ୍ର ବିଜୟ…
Video: ବଲ ବାଉଣ୍ଡରୀ ଅତିକ୍ରମ ନକରି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା
ନୂଆଦିଲ୍ଲୀ: ବିଗ୍ ବାସ୍ ଲିଗ୍ ୨୦୨୨-୨୩ ରେ ମେଲବୋର୍ଣ୍ଣ ରେନେଗେଡସ୍ ଏବଂ ମେଲବୋର୍ଣ୍ଣ ଷ୍ଟାର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ କିଛି ଏପରି ଘଟିଛି ଯାହାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଏହି ମ୍ୟାଚ୍ରେ…
ବିରାଟଙ୍କ ଧୁଆଁଧାର ଫର୍ମ ଜାରି, ଶ୍ରୀଲଙ୍କା ବିପକ୍ଷରେ ପୁଣି ହାସଲ କଲେ ଶତକ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୁର୍ବତ୍ତନ ଅଧିନାୟକ ବିରାଟ କୋହଲିଙ୍କ ଧୁଆଁଧାର ଫର୍ମ ଜାରି ରହିଛି। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ବିରାଟ କୋହଲି ଶତକ ହାସଲ କରିଛନ୍ତି।…
ପ୍ଲେଇଙ୍ଗ ୧୧ରେ ସାମିଲ ହେଲେ ସୁର୍ଯ୍ୟକୁମାର, ଟିମରୁ ବାହାରିଲେ ଉମରାନ ମଲ୍ଲିକ ସମେତ ଦିଗଜ ଖେଳାଳି
ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ଭାରତୀୟ ୱାନ ଡେ ଟିମ ପ୍ଲେଇଂ ୧୧ରେ ସାମିଲ କରିବାର ବିତର୍କ ଶେଷ ହୋଇଛି । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟରେ ଶ୍ରୀଲଙ୍କା ବିରୋଧରେ ୩ୟ ୱାନ ଡେ, ମ୍ୟାଚ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ…
Women U19 WC 2023: ଶେଫାଳୀ-ଶ୍ୱେତାଙ୍କ ଧୁଆଁଧାର ବ୍ୟାଟିଂ, ବିଜୟରୁ ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ: ଭାରତୀୟ ଅଣ୍ଡର-୧୯ ବିଶ୍ୱକପ୍ ଆରମ୍ଭ ଧମାକାଦାର ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମୁକାବିଲାରେ ଅଧିନାୟକ ଶେଫାଳି ବର୍ମା ଏବଂ ଅନ୍ୟତମ ଓପନର ଶ୍ୱେତା ସେରାୱତଙ୍କ…
ହକି ବିଶ୍ୱକପ: ମାଲେସିଆକୁ ଏକ ପାଖିଆ ୪-୦ ଗୋଲ୍ରେ ହରାଇଲା ନେଦରଲ୍ୟାଣ୍ଡସ୍
ସୁନ୍ଦରଗଡ଼: ଶନିବାର ଖେଳା ଯାଇଥିବା ପୁରୁଷ ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ମାଲେସିଆକୁ ୪-୦ ଗୋଲ୍ରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍। ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ୱିତୀୟ…
ହକି ବିଶ୍ୱକପ୍: ଚିଲି ବିପକ୍ଷରେ ୩-୧ଗୋଲ୍ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ
ସୁନ୍ଦରଗଡ଼: ପୁରୁଷ ହକି ବିଶ୍ୱକପ ୨୦୨୩ର ପଞ୍ଚମ ମ୍ୟାଚ୍ରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ। ପ୍ରଥମ ଥର ବିଶ୍ୱକପ ଖେଳୁଥିବା ଚିଲି ଅଭିଜ୍ଞ ନ୍ୟୁଜିଲ୍ୟାଣ୍ଡର ଆଗରେ ହାର ମାନିଛି। ଆରମ୍ଭରୁ ନୁଜିଲ୍ୟାଣ୍ଡ…