Browsing Category
ଖେଳ
ଟି-୨୦ରେ ରୋହିତଙ୍କୁ ପଛରେ ପକାଇଲେ ହରମନ୍ପ୍ରୀତ, ଦୁଇ ରେକର୍ଡ ପ୍ରତିଷ୍ଠା କଲେ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଅଧିନାୟିକା ହରମନପ୍ରୀତ କୌର ଏକକାଳୀନ ଦୁଇ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଭାରତର ପ୍ରଥମ କ୍ରିକେଟର(ପୁରୁଷ କିମ୍ବା ମହିଳା) ଭାବେ ଟି-୨୦ ଫର୍ମାଟରେ ୧୫୦ ମ୍ୟାଚ୍ ଖେଳିବା…
ମହିଳା ଟି-୨୦ ବିଶ୍ୱକପ୍: ସେମିରେ ଭାରତ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ କରିବା ମୁକାବିଲା
ସେଣ୍ଟଜର୍ଜ ପାର୍କ (ଦକ୍ଷିଣ ଆଫ୍ରିକା) : ଭାରତ ଚଳିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ଏହା ପୂର୍ବରୁ ଭାରତ ୨୦୦୯ ଓ ୨୦୧୦ ବିଶ୍ୱକପ୍ ସେମିଫାଇନାଲ ଖେଳିଥିବା ବେଳେ…
ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ଆୟରଲାଣ୍ଡ ମ୍ୟାଚ; D/L ନିୟମରେ ଭାରତକୁ ମିଳିଲା ଫାଇଦା
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଜାରି ରହିଛି ଟିମ ଇଣ୍ଡିଆର ଦବଦବା । ସାଉଥ ଆଫ୍ରିକାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଆୟରଲାଣ୍ଡ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ…
କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଆଉ ୨ ଜୀବନ: ଏବେ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ
ଗାନ୍ଧୀନଗର: ଜିମରେ ବ୍ୟାୟାମ ଏବଂ ନାଚିବା ସମୟରେ ଲଗାତାର ହେଉଥିବା ମୃତ୍ୟୁ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କ୍ରିକେଟ ମଇଦାନରେ ସମାନ ଘଟଣା ଦେଖିବାକୁ ମିଳୁଛି । କ୍ରିକେଟ ଖେଳିବା ବେଳେ ଖେଳାଳିମାନେ…
TATA IPL-2023 ପୂର୍ବରୁ ଧୋନୀଙ୍କୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଚେନ୍ନାଇର ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଟାଟା ଆଇପିଏଲ-୨୦୨୩ ପୂର୍ବରୁ ୟେଲୋ ଆର୍ମିକୁ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାର ପ୍ଲେୟର । ଦଳରେ ତାଙ୍କ…
ତୃତୀୟ ଟେଷ୍ଟରୁ ବାଦ ପଡିବେ କେ.ଏଲ ରାହୁଲ! କିଏ କରିବେ ଓପନିଙ୍ଗ?
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ବାଜି ମାରିଛି ଟିମ ଇଣ୍ଡିଆ । ଦୁଇଟି ମ୍ୟାଚରେ ବିଜୟ ପରେ ସିରିଜ ବିଜୟର ପ୍ରମୁଖ ଦାବିଦାର ପାଲଟିଛି ରୋହିତ ସେନା । ତେବେ ତୃତୀୟ…
ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜ ଅଧାରୁ ଘରକୁ ଫେରିଲେ ଅଷ୍ଟ୍ରେଲିଆ ଅଧିନାୟକ, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡ଼ର ଗାଭାସ୍କର ଟ୍ରଫି ମଧ୍ୟରେ ବଡ ଖବର ଆସିଛି। ବ୍ୟକ୍ତିଗତ ସମସ୍ୟା ପାଇଁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଫେରିଛନ୍ତି। ବର୍ତ୍ତମାନ…
କୋହଲିଙ୍କ ବିରାଟ ଧମାକା ; ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ, ଅନ୍ତର୍ଜାତୀୟ ସ୍ତରରେ ଦୋହରାଇଲେ ଇତିହାସ
ନୂଆଦିଲ୍ଲୀ : ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଏକ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ…
ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ: ପୁଣି ଅଢେଇ ଦିନରେ ସରିଲା ମ୍ୟାଚ୍, ଭାରତ ୨-୦ରେ ଆଗୁଆ
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟର ହିରୋ ଥିଲେ ରବିନ୍ଦ୍ର ଜାଡେଜା, ଯିଏ ଦ୍ୱିତୀୟ ଇନିଂସରେ ୭ ଟି…
ରଣଜୀ ଟ୍ରଫି ଫାଇନାଲ: ଦ୍ୱିତୀୟ ଥର ଟାଇଟଲ ଜିତିଲା ସୌରାଷ୍ଟ୍ର, ବେଙ୍ଗଲ ୯ ୱିକେଟରେ ପରାସ୍ତ
କୋଲକାତା: ରଣଜୀ ଟ୍ରଫି ଫାଇନାଲ ମ୍ୟାଚରେ ବେଙ୍ଗଲକୁ ୯ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି ସୌରାଷ୍ଟ୍ର। ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ଆଗରେ ବେଙ୍ଗଲ ମାତ୍ର ୧୨ ରନ୍ ଟାର୍ଗେଟ ଦେଇଥିଲା। ଦ୍ୱିତୀୟ…