Browsing Category
ଖେଳ
ଓଡ଼ିଶା ଫେରିଲା ହକି ବିଶ୍ୱକପ୍ ଟ୍ରଫି; ଆଜିଠାରୁ ରାଜ୍ୟର ସବୁ ଜିଲ୍ଲା କରିବ ପରିକ୍ରମା
ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ଆଜି ଓଡିଶା ଫେରିଛି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଏହି ଟ୍ରଫି ଆଜି ଭୁବନେଶ୍ୱରରେ ପହଞ୍ଚିଛି । ଟ୍ରଫିକୁ ସ୍ୱାଗତ କରିବା ଲାଗି ହକି ଇଣ୍ଡିଆର ସଭାପତି…
World Test Championship ଖେଳିବ ଭାରତ! ବାଂଲା କ୍ଲିନ୍ ସ୍ୱିପ୍ ପରେ ବଢ଼ିଲା ଆଶା, ଦେଖନ୍ତୁ ପଏଣ୍ଟ ଟେବୁଲ, ବୁଝନ୍ତୁ ସମ୍ପୂର୍ଣ୍ଣ ଗଣିତ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ କରିବା ପରେ ଏବେ ଟିମ୍ ଇଣ୍ଡିଆର ଉତ୍ସାହ ବହୁମାତ୍ରାରେ ବଢ଼ିଯାଇଛି । ଦଳର ପରବର୍ତ୍ତୀ ଲକ୍ଷ୍ୟ ରହିଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)…
ଦିନିକିଆର ପ୍ରତିଶୋଧ ଟେଷ୍ଟରେ: ଶ୍ରେୟସ-ଅଶ୍ୱିନୀ ଭାରତକୁ ଜିତାଇଲେ, ସଂଘର୍ଷ କରି କରି ହାର୍ ମାନିଲା ବାଂଲାଦେଶ
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଆଜି କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମୀରପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଭାରତକୁ ୧୪୫ ରନର ଟାର୍ଗେଟ…
IPL Auction 2023: କିଏ ହେଲା ସବୁଠାରୁ ମହଙ୍ଗା ଖେଳାଳି, କିଏ କେତେ ଟଙ୍କାରେ ବିକ୍ରି ହେଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଅକ୍ସନରେ ଖାଲି ଟଙ୍କାର ବର୍ଷା ହୋଇଛି । ୧୦ଟି ଟିମ୍ ଆଜି ପାଖାପାଖି ୪୦୦ରୁ ଅଧିକ ଖେଳାଳିଙ୍କ ପାଇଁ ନିଲାମ ଡାକିଥିଲେ । ଆଜି କୋଚି ଠାରେ ଅନୁଷ୍ଠିତ ହୋଇଥିବା…
IPL Auction :୧୩.୨୫କୋଟି ଟଙ୍କାରେ ନିଲାମ ହେଲେ ହ୍ୟାରି ବ୍ରୁକ
ନୂଆଦିଲ୍ଲୀ : ଆଜି କେରଳର କୋଚିରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ର (ଆଇପିଏଲ୍) ‘ମିନି-ଅକ୍ସନ୍’ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଂଲଣ୍ଡର ହ୍ୟାରି ବ୍ରୁକ ୧୩.୨୫କୋଟି ଟଙ୍କାରେ ନିଲାମ ହୋଇଛନ୍ତି । ଏତେ ଉଚ୍ଚ…
ହକି ବିଶ୍ୱକପ୍ ୨୦୨୩ ପଇଁ ଭାରତୀୟ ଦଳ ଘୋଷଣା, ଓଡ଼ିଶାର ଅମିତ ରୋହିଦାସ୍ଙ୍କୁ ଉପ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ: ୨୦୨୩ ହକି ବିଶ୍ୱକପ୍ ପଇଁ ୧୮ ଜଣିଆ ଭାରତୀୟ ଦଳ ଷୋଷଣା ହୋଇଛି। ଓଡ଼ିଶାରୁ ଦୁଇ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ହରମନ ପ୍ରିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଓଡ଼ିଶାର ଅମିତ…
ଆଜି ଆଇପିଏଲ୍ ନିଲାମି, ଏହି ୫ ବିଦେଶୀ ଖେଳାଳିଙ୍କ ହୋଇପାରେ ଟଙ୍କାର ବର୍ଷା
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ପାଇଁ ଆଜିଠାରୁ ଆକସନ୍ ଆରମ୍ଭ ହୋଇଯିବ । ଆଗାମୀ ସଂସ୍କରଣ ପୁର୍ବରୁ ଆଜି କେରଳରେ ମିନି ଅକ୍ସନ(ନିଲାମି) ହେବ । ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା…
ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-୨୦ ସିରିଜ୍ ପାଣ୍ଡ୍ୟା ଅଧିନାୟକ ନିଯୁକ୍ତି ସମ୍ଭାବନା
ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ଆଗାମୀ ଘରୋଇ ଟି-୨୦ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ବୋଲି ଗୁରୁବାର ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଏହି ସିରିଜ ଆସନ୍ତା…
ହକି ମହାକୁମ୍ଭ:ସର୍ବଦଳୀୟ ବୈଠକ ପରେ କଣ କହିଲେ ମନ୍ତ୍ରୀ ଜାଣନ୍ତୁ,
ଭୁବନେଶ୍ୱର: ସର୍ବ ଦଳୀୟ ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱ କପକୁ ନେଇ ବହୁ ପ୍ରଶଂସା କରିଛନ୍ତି । ମହାପ୍ରଭୁଙ୍କ ଆର୍ଶୀବାଦରେ ଆଜି ଆମ ଦେଶ ଏକ ମହାଶକ୍ତିରେ ପରିଣତ ହୋଇଛି…
ହକି ବିଶ୍ବକପ୍ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା…