Browsing Category
ଖେଳ
ଆଇପିଏଲ ମିଡିଆ ରାଇଟ ନିଲାମ ୪୩ ହଜାର କୋଟି ପାର୍, ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ
ମୁମ୍ବାଇ: ଆଗାମୀ ପାଞ୍ଚ ବର୍ଷ ପାଇଁ ଅରଇପିଏଲର ଟିଭି ଓ ଡିଜିଟାଲ ରାଇଟ ହାସଲ ପାଇଁ ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବା ବେଳେ ଇ-ନିଲାମର ପ୍ରଥମ ଦିନରେ ଏହା ୪୩ ହଜାର କୋଟି ଛୁଇଁଛି । ତେବେ ୨୦୧୭ରେ ଏହି…
ଦ୍ୱିତୀୟ ଟି-୨୦ରେ ଭାରତକୁ ଶକ୍ତ ଧକ୍କା, ଦକ୍ଷିଣ ଆଫ୍ରିକାର ଦମ୍ଦାର ବିଜୟ : ଓଡ଼ିଶା କ୍ରିକେଟ ପ୍ରେମୀ ନିରାଶ
କଟକ,(ଭାସ୍କର ନ୍ୟୁଜ୍) : ଓଡ଼ିଶା କ୍ରିକେଟ ପ୍ରେମୀଙ୍କୁ ନିରାଶ କଲା ଟିମ୍ ଇଣ୍ଡିଆ । ରବିବାର ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ଦ୍ୱିତୀୟ…
କଟକରେ କ୍ଲାସେନଙ୍କ କ୍ଲାସିକ ପାଳି: ୪ ୱିକେଟରେ ଆଫ୍ରିକାର ଦ୍ୱିତୀୟ ବିଜୟ
କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦିଲ୍ଲୀର ପରିସ୍ଥିତି ଦେହାରାଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ମଧ ହାତଛଡା କରିଛି ପନ୍ତ ପାୱାର । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦକ୍ଷିଣ…
ଭାରତର ଦୁର୍ବଳ ବ୍ୟାଟିଂ: ଦକ୍ଷିଣ ଆଫ୍ରିକାକୁ ମିଳିଲା ୧୪୯ ରନର ଟାର୍ଗେଟ
କଟକ: ନିଜ ଫିନିସିଂ ଅନ୍ଦାଜରେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ଦିନେଶ କାର୍ତ୍ତିକ । ୨୦ ଓଭର ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ମାତ୍ର ୧୪୮ ରନ କରିବାରେ ସକ୍ଷମ ହୋଇ ପାରିଛି । ତେବେ କାର୍ତ୍ତିକଙ୍କ…
ମ୍ୟାଚ ପୂର୍ବରୁ ଆକାଶଙ୍କ ବଡ ବୟାନ: ହାର୍ଦ୍ଦିକଙ୍କୁ ଏମିତି କହିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: ଆଇପିଏଲ-୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ପ୍ରଦର୍ଶନ ବଳରେ ଏକ ଲମ୍ବା ବ୍ୟବଧାନ ପରେ ସେ ପୁଣି ଥରେ ଦଳରେ…
କଟକରେ ଟି-୨୦ରେ ଭାରତର ପ୍ରଦର୍ଶନ ୫୦-୫୦: କ’ଣ ହେବ ଆଜିର ରେଜଲ୍ଟ
କଟକ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା…
ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି: ବାରମାଟୀ ମ୍ୟାଚରେ ରହିବେ ଉପସ୍ଥିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରାବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି ମ୍ୟାଚରେ ଆଜିର ମ୍ୟାଚରେ ଉପସ୍ଥିତ ରହିବେ…
ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି ଅନ୍ୟାୟର ଶିକାର
ଓଡ଼ିଶା ଭାସ୍କର: ଚେନ୍ନାଇରେ ଚାଲିଥିବା ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲମ୍ପିଆନ ଦୂତି ଚାନ୍ଦ ରୌପ୍ୟ ଏବଂ ଶ୍ରାବଣୀ ନନ୍ଦ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟେ ୧୦୦ ମିଟର ଦୋୖଡରେ ଏହି ସଫଳତା…
ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁକାବିଲା, ଜାଣନ୍ତୁ କଣ ରହିବ ପାଣିପାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବହୁ ପ୍ରତିକ୍ଷିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 'ଟି-20 ମୁକାବିଲା ଖେଳାଯିବ। ତେବେ ପାଣିପାଗ ବିଜ୍ଞାନ ଅକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖୁବ୍ ଶୀଘ୍ର ଓଡ଼ିଶା…
ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଚେସ୍ ଗ୍ରାଣ୍ଡମାଷ୍ଟର
ଚେନ୍ନାଇ: ତେଲେଙ୍ଗାନାର ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଗ୍ରାଣ୍ଡମାଷ୍ଟର ହେବାର ସୌଗାଗ୍ୟ ଲାଭ କରିଛନ୍ତି । ଇଟାଲୀରେ ଅନୁଷ୍ଠିତ ନବମ କାଟୋଲିକା ଚେସ୍ ଫେଷ୍ଟିଭାଲରେ ୧୯ ବର୍ଷୀୟ ଶ୍ରୀବାସ୍ତବ ୨୫୦୦ ଏଲୋ ରେଟିଂ…