Browsing Category
ଖେଳ
ନେଦରଲ୍ୟାଣ୍ଡସ୍ଠୁ ହାରି ବିଶ୍ୱକପରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା, ସେମିଫାଇନାଲରେ ଭାରତ
ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଅନ୍ଲକି ସାବ୍ୟସ୍ତ ହୋଇଛି ଶକ୍ତିଶାଳି ଦକ୍ଷିଣ ଆଫ୍ରିକା। ନେଦରଲ୍ୟାଣ୍ଡସ୍ ଗ୍ରୁପ୍-୧ର ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍ରେ ହରାଇ ବଡ଼ ବିପର୍ଯ୍ୟୟ…
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ସିଡନୀ ପୋଲିସ
ନୁଆଦିଲ୍ଲୀ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ। ଦୁଷ୍କର୍ମ ଅଭିଯୋଗରେ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ଜାଣିବାକୁ ମିଳିଛି ଯେ ନଭେମ୍ବର ୨ ରେ ଜଣେ…
T-20 World Cup: ଶ୍ରୀଲଙ୍କାକୁ ହରାଇ ସେମିରେ ପହଞ୍ଚିଲା ଇଂଲଣ୍ଡ, ଅଷ୍ଟ୍ରେଲିଆର ସ୍ୱପ୍ନ ଚୁରମାର୍
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ଆଜି ଗ୍ରୁପ-ଏ’ର ଅନ୍ତିମ ମ୍ୟାଚରେ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ଗ୍ରୁପରୁ…
ମାଦ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହେଲେ କ୍ୟାପଟେନ କୁଲ: ଅଧିକାରୀଙ୍କ ବିରୋଧରେ ଅଭିଯୋଗ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କ ବିରୋଧରେ ଅଭିଯୋଗ ନେଇ ମାଦ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି…
ଏସିଆ କପ୍-୨୦୨୩ ପାଇଁ ପାକିସ୍ତାନକୁ ଯିବ କି ଭାରତ? ଉତ୍ତର ରଖିଲେ ବିସିସିଆଇ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚ ଏସବୁ…
Happy Birthday Virat: ୩୪ ବର୍ଷରେ ପାଦ ଥାପିଲେ ରନ ମେସିନ ବିରାଟ କୋହଲି
୧୯୮୮ ମସିହା ନଭେମ୍ବର ୫ ତାରିଖ, ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିଲା କ୍ରିକେଟର ରାଜା । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ…
FIH Men’s PRO Leagueରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଟିମ ଇଣ୍ଡିଆ: ୭-୪ରେ ମ୍ୟାଚ ଉପରେ କବଜା
ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବାଜିଛି ଭାରତର ବିଜୟ ଧ୍ୱନୀ । କଳିଙ୍ଗ ଷ୍ଟାଡିୟମରୁ ଏହି ବିଜୟ ଧ୍ୱନି ସାରା ଭାରତରେ ପ୍ରକମ୍ପିତ ହୋଇଛି । ଦମଦାର କମବ୍ୟାକ କରି ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ଟିମ…
ଜେଲରୁ ମୁକୁଳିବେ ରେସଲର ସୁଶୀଲ କୁମାର! ଏହି ଅପିଲକୁ ମଞ୍ଜୁରୀ ଦେଲେ କୋର୍ଟ
ନୂଆଦିଲ୍ଲୀ: ରେସଲର ସାଗର ଧନଖେଡଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଛନ୍ତି ରେସଲର ସୁଶୀଲ କୁମାର । କିନ୍ତୁ ଏବେ ତାଙ୍କର ଜେଲରୁ ମୁକୁଳିବାର ସମୟ ଆସିଯାଇଛି । ସୁଶୀଲଙ୍କର ଏକ ଅପିଲକୁ ମଞ୍ଜୁରୀ ଦେଇଛନ୍ତି ମାନ୍ୟବର କୋର୍ଟ…
ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବୀ: କିଏ ପିନ୍ଧିବେ ନୂଆ କ୍ୟାପଟେନର ମୁକୁଟ?
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନର ଖରାପ ପ୍ରଦର୍ଶନ ଜାରି ରହିଛି । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟର ଖୁବ ପାଖକୁ ଯାଇ ମଧ୍ୟ ଦଳ ଖାଲି ହାତରେ ଫେରିଛି । ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ…
T-20 World Cup: କେଉଁ ଦୁଇଟି ଟିମ୍ ଖେଳିବେ ସେମି, ୬ ତାରିଖର ମ୍ୟାଚ କରିବ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ବେଶ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ତିନୋଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ଜିତି ନିସ୍ତେଜ ହୋଇ ରହିଥିବା ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇ…