Browsing Category
ଖେଳ
କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ପୁର୍ଣ୍ଣ ଦର୍ଶକରେ ବାରବାଟୀରେ ହେବ ଟି-୨୦ ମ୍ୟାଚ୍
କଟକ: କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଦେଇଛି ବିସିସିଆଇ । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଷ୍ଟାଡିୟମରେ ପୁର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ମିଳିଛି । ଜୁନ୍ ୯ରୁ ଟି-୨୦ ସିରିଜ…
କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର: ଭରପୂର ଦର୍ଶକଙ୍କ ସହ ଖେଳାଯିବ ଭାରତ-ଦ.ଆଫ୍ରିକା ମୁକାବିଲା
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜୁନ ୯ରେ ଦିଲ୍ଲୀର ଅରୁଣ ଜେଟଲୀ…
ବଟଲରଙ୍କ ପୋଜିସନ ଉପରେ ବିପଦର ଘଣ୍ଟି: ଚିନ୍ତା ବଢାଉଛି ରାହୁଲ-କ୍ୱିଣ୍ଟନ ସୁପର ଯୋଡି
ମୁମ୍ବାଇ: ଚଳିତ IPL ସିଜନରେ ଅରେଞ୍ଜ କ୍ୟାପ ତାଲିକାରେ ଖୁବ ଆଗରେ ରହିଛନ୍ତି ରାଜସ୍ଥାନର ଓପନର ଜୋସ ବଟଲର । ୩ଟି ଦମଦାର ଶତକ ସହିତ ୩ଟି ଅର୍ଦ୍ଧଶତକୀୟ ପାଳି ଖେଳି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ୧୩ ମ୍ୟାଚରୁ…
ଖେଳ ମଝିରେ ଘଟିଲା ଅଦ୍ଭୁତ ଘଟଣା: କାହିଁକି ମ୍ୟାଚ ଅଧାରୁ ପଡିଆରୁ ବାହାରକୁ ଚାଲିିଗଲେ ଅମ୍ପାୟାର?
ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ବିଶ୍ୱବାସୀଙ୍କ ନଜର ଓଚଖ ଉପରେ ରହିଥିବା ବେଳେ ଅନ୍ୟ ପଟେ ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଚଟଗାଁଓରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଘଟିଛି କିଛି ଏପରି ଘଟଣା…
ରୋମାଞ୍ଚକର ମୋଡରେ IPL: ପ୍ଲେଅଫର ବାକି ଦୁଇଟି ଜାଗା ପାଇଁ ଲଢେଇ କରିବେ ୫ଟି ଟିମ
ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସକୁ ମାତ ଦେଇ ପ୍ଲେଅଫରେ ପାଦ ଥାପିଛି ସୁପର ଜିଆଣ୍ଟସ । ଗୁଜୁରାଟ ଟାଇଟନ୍ସ ପରେ ପ୍ଲେଅଫରେ ଦ୍ୱିତୀୟ ଟିମ ଭାବେ ପହଞ୍ଚିଛି ରାହୁଲ ସେନା । ତେବେ ଏହି ଦୁଇ ଜଣଙ୍କ ଏଣ୍ଟ୍ରି ପରେ ଏବେ…
ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ
ଜୋହାନ୍ସବର୍ଗ: ଆସନ୍ତା ଜୁନ ମାସ ୯ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବିପକ୍ଷ ଟି-୨୦ କ୍ରିକେଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ନାମ ତାଲିକା ଘୋଷଣା କରା ଯାଇଛି । ଆହତ ଜନିତ ସମସ୍ୟାରୁ ମୁକୁଳି ଥିବା…
ୱିଲିୟମସନଙ୍କ ପରେ ଏବେ ଏହି ଖେଳାଳି ସମ୍ଭାଳିବେ ହାଇଦ୍ରାବାଦର ମଙ୍ଗ: ପୂର୍ବରୁ ନେଇ ସାରିଛନ୍ତି ନେତୃତ୍ୱ
ମୁମ୍ବାଇ: କେନ ୱିଲିୟମସନ ସ୍ୱଦେଶ ଫେରିଯିବା ପାଇଁ ଘୋଷଣା କରି ସାରିଛନ୍ତି । ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା, ତାଙ୍କ ପରେ କିଏ ହେବେ ଦଳର ଅଧିନାୟକ । ତେବେ ଏହି ପ୍ରଶ୍ନର ଉତ୍ତର ଏବେ ମିଳି ସାରିଛି…
କୋଲକାତା ପାଇଁ ବିପଦ ହୋଇଗଲେ କ୍ୱିଣ୍ଟନ ଡିକକ୍: ବନିଲେ ସିଜନର ସର୍ବାଧିକ ବ୍ୟକ୍ତିଗତ ରନ ସ୍କୋରର
ମୁମ୍ବାଇ: ଛକା-ଚୌକାରେ କମ୍ପି ଉଠିଲା ମହାରାଷ୍ଟ୍ରର ଡି ୱାଇ ପାଟିଲ ଷ୍ଟାଡିୟମ । ବିନା ୱିକେଟରେ ୨୦ ଓଭର ଖେଳି ୨୧୦ ରନ ସଂଗ୍ରହ କରି ନେଇଛି ସୁପର ଜିଆଣ୍ଟସ । ୱିକେଟ କିପର କ୍ୱିଣ୍ଟନ ଡିକକ୍ ଏବଂ ଅଧିନାୟକ କେ.ଏଲ…
ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ଦୂରେଇ ରହି ପାରନ୍ତି ମୁଖ୍ୟ କୋଚ ରାହୁଲ ଦ୍ରାବିଡ: କିଏ ନେବ ସ୍ଥାନ?
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେବା ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଖେଲାଯବ । ତେବେ ଏହି ସିରିଜ ପାଇଁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ…
ହାଇଦ୍ରାବାଦ ଦଳରେ ଖେଳିଗଲା ମାୟୁସି: ଅଧାରୁ ଦଳ ଛାଡି ଘରକୁ ଫେରିବେ ଖୋଦ ଅଧିନାୟକ ୱିଲିୟମସନ
ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ଏକ ବଡ ଝଟକା । ସିଜନ ଅଧାରୁ ଦଳର ହାତ ଛାଡିବାକୁ ଯାଉଛନ୍ତି ଖୋଦ ଅଧିନାୟକ କେନ ୱିଲିୟମସନ । ଦ୍ୱିତୀୟ ଥର ପାଇଁ ପିତା ହେବା ଖୁସିକୁ ପରିବାର ସହିତ କାଟିବା ପାଇଁ ସେ…