Browsing Category

ଖେଳ

ପ୍ରଥମେ ଝିଅ ଆଉ ଏବେ ପିତା: ସମସ୍ତଙ୍କୁ ହରାଇବା ପରେ ବି ଦଳର ହାତ ଛାଡି ନାହାନ୍ତି ବିଷ୍ଣୁ ସୋଲାଙ୍କୀ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କୀଙ୍କ ପାଇଁ ଭାଙ୍ଗି ପଡିଛି ଦୁଃଖର କଳା ବାଦଲ । ତାଙ୍କ ହାତ ଛାଡି ଚାଲି ଯାଉଛନ୍ତି ପରିବରର ଜଣକ ପରେ ଜଣେ ସଦସ୍ୟ । ତଥାପି ସେ ଦଳର ହାତ ନଛାଡି…

ପଞ୍ଜାବ କିଙ୍ଗସର ମଙ୍ଗ ଧରିବେ ମୟଙ୍କ ଅଗ୍ରୱାଲ: ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗସକୁ ମିଳିଛି ନୂତନ ଅଧିନାୟକ । ବିଗତ ୩ ସିଜିନ ଧରି ଦଳର ପ୍ରମୁଖ ଖେଳାଳି ରହି ଆସିଥିବା ମୟଙ୍କ ଅଗ୍ରୱାଲଙ୍କୁ ଦଳ ଅଧିନାୟକ ଭାବରେ ଘୋଷଣା କରିଛି । ବିଗତ ସିଜିନରେ…

ଭାରତୀୟ ଖେଳାଳିଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା କ୍ରିକେଟ ବଲ୍, ଭୀଷଣ ଯନ୍ତ୍ରଣାରେ କିପରି ଛଟପଟ ହେଉଛନ୍ତି ଦେଖନ୍ତୁ Video

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ସହ ଭାରତ ସିରିଜ୍ ଜିତି ନେଇଛି । ତେବେ ଏହି ମ୍ୟାଚରେ ଜଣେ ଭାରତୀୟ ଖେଳାଳି ଗମ୍ଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଖେଳ ଚାଲିଥିବା ବେଳେ ଏକ ବଲ ତାଙ୍କର…

ଧର୍ମଶାଳାରେ ଗର୍ଜିଲା ଶ୍ରେୟସଙ୍କ ବ୍ୟାଟ୍: ଟି-୨୦ ସିରିଜ୍ କ୍ଲିନସୁଇପ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜକୁ କ୍ଲିନ ସୁଇପ କରିନେଇଛି ଭାରତ । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟାରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଏହି ମୁକାବିଲାକୁ ୬ ୱିକେଟରେ…

କ୍ରିକେଟରଙ୍କ ହାତରେ ହାତକଡି: ଗିରଫ ହେଲେ ଭାରତର ପୂର୍ବତନ ଖେଳାଳି, ସଚିନଙ୍କ ସହ ଖେଳିଛନ୍ତି ମ୍ୟାଚ

ମୁମ୍ବାଇ: ଭାରତର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ନିଶାଶକ୍ତ ଅବସ୍ଥାରେ ଅଜଣା ଗାଡିକୁ ଧକ୍କା ଦେବା ଅଭିଯୋଗରେ ବିନୋଦଙ୍କ ହାତରେ ଲାଗିଛି ହାତକଡି । ଏ ନେଇ ଏକ ମାମଲା ରୁଜୁ ହେବା…

ଆଭେଶ ଖାନଙ୍କ ଘାତକ ବୋଲିଂ ପରେ ଶନକାଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୪୭ ରନର ଟାର୍ଗେଟ

ନୂଆଦିଲ୍ଳୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ ରହିଛି । କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଥିବା ଭାରତ ଟସ୍ ହାରି ପ୍ରଥମେ ବୋଲିଂ କରିଥିବା…

ତୃତୀୟ ମ୍ୟାଚରେ ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଙ୍ଗ: ଭାରତୀୟ ଦଳରେ ଇଶାନ କିଶାନଙ୍କ ସମେତ ୪ ପରିବର୍ତ୍ତନ

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ତୃତୀୟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଛି ଅତିଥି ଦଳ ଶ୍ରୀଲଙ୍କା । ମ୍ୟାଚରେ ବିଜୟ ସହ ସିରିଜ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସିଂହଳୀ ଦଳ । ସେଥିପାଇଁ ଦଳରେ କିଛି…

ତୃତୀୟ ମ୍ୟାଚରୁ ବାଦ ପଡି ପାରନ୍ତି ଇଶାନ କିଶାନ: ମୁଣ୍ଡରେ ଆଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭରୁ ଏକ ବଡ ଚିନ୍ତା ପାଲଟିଛି ଆହତ ସମସ୍ୟା । ଭାରତର ଷ୍ୟାର ବୋଲର ଦୀପୀକ ଚହର, ସଳର୍ଯ୍ୟକୁମାର ଯାଦବ ଏବଂ ଋୁତୁରାଜ ଗାଏକ୍ୱାଡଙ୍କ ପରେ ଏବେ ଷ୍ଟାର ଓପନର ଇଶାନ କିଶାନ…

ବିଶ୍ୱକପ୍ ୱାର୍ମଅପରେ ହରମନପ୍ରୀତ କୌରଙ୍କ ଶତକ: ସାଉଥ୍ ଆଫ୍ରିକାକୁ ୨ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମହିଳା ବିଶ୍ୱକପର ୱାର୍ମ ଅପ ପର୍ଯ୍ୟାୟ । ପ୍ରଥମ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । କଡା ସଂଘର୍ଷପୂର୍ଣର୍ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ୨ ରନରେ ପରାସ୍ତ କରିଛି…

IPL 2022: କେଉଁ ଦଳ ମଧ୍ୟରେ ଖେଳାଯିବ ଆଇପିଏଲ 2022ର ଉଦଘାଟନୀ ମ୍ୟାଚ୍ ?

ନୂଆଦିଲ୍ଲୀ: ଆଇପିଏଲ 2022 ମାର୍ଚ୍ଚ 26ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ରିପୋର୍ଟ ଅନୁଯାୟୀ, ଉଦଘାଟନୀ ମ୍ୟାଚ୍ ଗତ ଟୁର୍ଣ୍ଣାମେଣ୍ଟର ଦୁଇ ଫାଇନାଲିଷ୍ଟଙ୍କ…