fbpx
BSKY SKY
BSKY SKY
Browsing Category

ଖେଳ

ଭାରତ ଆଗରେ ୨୦୪ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଭାରତ ଆଗରେ…

ବୋଲିଂ କରିବ ଭାରତ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ…

ଭାରତର ଦମଦାର ବିଜୟ

ବେଙ୍ଗାଲୁରୁ, ୧୯।୧:ବେଙ୍ଗାଲୁରୁ ଦିନିକିଆକୁ ୭ ୱିକେଟ୍‌ରେ ଜିତି ୩ ଟିକିଆ ସିରିଜ୍‌ ପୋଛିଲା ଭାରତ । ଏହି ମ୍ୟାଚରେ ୨୯ତମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ସେହିପରି ଅଧିନାୟକ ବିରାଟ କୋହଲି  ୫୦୦୦ ରନ୍‌ ପୂରଣ…

ରୋହିତ ଶର୍ମାଙ୍କ ଦମଦାର ଶତକ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁ ଦିନିକିଆରେ ରୋହିତ ଶର୍ମା ଶତକ ହାସଲ କରିଛନ୍ତି । ୧୧୦ବଲରେ ଶତକ ଅର୍ଜନ କରିଛନ୍ତି ରୋହିତ । ଇନିଂସରେ ରହିଛି ୫ଟି ଛକା ଓ ୮ଟି ଚୌକା । ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ…

FIH ପ୍ରୋ ହକି ଲିଗର ଦ୍ୱିତୀୟ ସଂସ୍କରଣ ମ୍ୟାଚ, ନେଦରଲ୍ୟାଣ୍ଡକୁ ହରାଇଲା ଭାରତ

ଭୁବନେଶ୍ୱର, ୧୯ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଏଫଆଇଏଚ ପ୍ରୋ ହକି ଲିଗର ଦ୍ୱିତୀୟ ସଂସ୍କରଣ ମ୍ୟାଚ ଖେଳାଯାଇଥିଲା । ସେଥିରେ ନେଦରଲ୍ୟାଣ୍ଡକୁ ୪-୬ଗୋଲରେ ଭାରତ ହରାଇଛି । ୩-୧ପେନାଲ୍ଟି ସୁଟ୍ ଆଉଟରେ ଭାରତ ଜିତିଛି ।…

ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଦିନିକିଆ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ବୋଲିଂ କରିଥିଲା ଭାରତ ।…

ବୋଲିଂ କରିବ ଭାରତ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ବୋଲିଂ କରିବ ଭାରତ । ଏହାସହ ୩ଟିକିଆ ଦିନିକିଆ…