Browsing Category
ଖେଳ
ଗୁଜୁରାଟ ଟାଇଟନ୍ସକୁ ଜୋରଦାର ଝଟକା: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ: IPL ଟୁର୍ଣ୍ଣାମେଣ୍ଟ ଆରମ୍ଭ ନ ହେଉଣୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ଶକ୍ତ ଝଟକା । ଟୁର୍ଣ୍ଣାମଣ୍ଟେରୁ ନିଜ ନାମ ଫେରାଇ ନେଇଛନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି ଜେସନ ରୟ । ଚଳିତବର୍ଷ ପ୍ରଥମ କରି IPLରେ…
ମାର୍ଚ୍ଚରେ କ୍ରିକେଟର ଲାଗିବ ମେଳା: ଗୋଟିଏ ପଟେ IPL ୨୦୨୨ ତ ଅନ୍ୟ ପଟେ ଭାରତ-ପାକିସ୍ତାନ ମୁହାଁମୁହିଁ
ନୂଆଦିଲ୍ଲୀ: ଏହି ମାର୍ଚ୍ଚ ମାସରେ ଆରମ୍ଭ ହେଉଛି କ୍ରିକେଟର ମହାଯୁଦ୍ଧ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ମାସ ନେଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମ୍ଭାର । ଏଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ…
ରୁଷ ଉପରେ କାର୍ଯ୍ୟାନୁଷ୍ଠାନ ଜାରି: ଫିଫା ପରେ ବିଶ୍ୱ ରଗବି ମଧ୍ୟ ରୁଷକୁ କଲା ବ୍ୟାନ୍
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୫ ଦିନ ବିତିଯାଇଛି । ଆକ୍ରମଣ ନିଷ୍ପତ୍ତି ନେବା ପରଠାରୁ ରୁଷ ଉପରେ ଅନେକ ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ପ୍ରାୟତଃ ସବୁ ଦେଶ ରୁଷର ଆକ୍ରମଣକୁ ଭୁଲ…
ମହିଳା ବିଶ୍ୱକପରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଛି ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ । ଚଳିତ ସଂସ୍କରଣରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ,…
କନିଷ୍ଠ ମହିଳା ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ସମ୍ଭାବ୍ୟ ଦଳ: ସ୍ଥାନ ପାଇଲେ ୫ ଓଡ଼ିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହକିପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଏଫଆଇଏଚ କନିଷ୍ଠ ମହିଳା ହକି ବିଶ୍ୱକପ ପାଇଁ ୨୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଅବସରରେ…
FIFAର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆ ଏବେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛି । ଏହି ଲଢେଇରେ…
ବଢିଲା ରୁଷର ଅଡୁଆ, ଫୁଟବଲ୍ ବିଶ୍ଵ କପରୁ ବାହାର କରିପାରେ FIFA
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆରେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛନ୍ତି। ଏହି ଲଢେଇରେ…
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ: କିଏ ନେବ ପୂଜାରା-ରାହାଣେଙ୍କ ସ୍ଥାନ ?
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ନୂଆ ଅଧ୍ୟାୟ ଆରମ୍ଭ କରିବେ ହିଟମ୍ୟାନ ରୋହିତ ଶର୍ମା । ସମସ୍ତ ଫର୍ମାଟରେ ଅଧିନାୟକ ଭାବରେ ସେ ଖେଳିବାକୁ ଯାଉଛନ୍ତି ପ୍ରଥମ ଟେଷ୍ଟ ସିରିଜ । ୨ ମ୍ୟାଚ ବିଶିଷ୍ଟ ଏହି…
ବିନା ଦର୍ଶକରେ ୧୦୦ତମ ଟେଷ୍ଟ ଖେଳିବେ କୋହଲି, ନିରାଶ ଗାଭାସ୍କର କହିଲେ…
ନୂଆଦିଲ୍ଲୀ: ଟି-୨୦ ସିରିଜରେ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟସମ୍ୟାନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ମଇଦାନକୁ ଓହ୍ଲାଇବେ। ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ…
ପ୍ରଥମେ ଝିଅ ଆଉ ଏବେ ପିତା: ସମସ୍ତଙ୍କୁ ହରାଇବା ପରେ ବି ଦଳର ହାତ ଛାଡି ନାହାନ୍ତି ବିଷ୍ଣୁ ସୋଲାଙ୍କୀ
ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କୀଙ୍କ ପାଇଁ ଭାଙ୍ଗି ପଡିଛି ଦୁଃଖର କଳା ବାଦଲ । ତାଙ୍କ ହାତ ଛାଡି ଚାଲି ଯାଉଛନ୍ତି ପରିବରର ଜଣକ ପରେ ଜଣେ ସଦସ୍ୟ । ତଥାପି ସେ ଦଳର ହାତ ନଛାଡି…